ଜମ୍ମୁ କଶ୍ମୀର : ଭ୍ୟାନରୁ ମିଳିଲା ଦୁଇ ପୋଲିସଙ୍କ ମୃତଦେହ, ଶରୀରରେ ବାଜିଛି ଗୁଳି
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍ ଭିତରୁ ମିଳିଲା ଦୁଇ ପୋଲିସ କର୍ମୀଙ୍କ ମୃତଦେହ । ଦୁଇ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ମାତା କାଳୀ ମନ୍ଦିର ପାଖରେ ଘଟିଛି ଏଭଳି କିଛି ଘଟଣା । ଘଟଣା ସକାଳ ୭.୩୦ ମିନିଟରେ ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି…