Browsing Tag

police medal

୫୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ପଦକ, ଲୋକସେବା ଭବନରେ ସ୍ୱତନ୍ତ୍ର ସମାରୋହ

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ପଦକ । ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ପଦକ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ୧୪ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ…

ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୩୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପୋଲିସ ପଦକ

ମାଓ ମୁକାବିଲା କ୍ଷେତ୍ରରେ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ସାହସିକତା ପୋଲିସ ପଦକ ପ୍ରଦାନ । ୨୦୧୮ ଫେବ୍ରୁଆରି ୮ରେ ରାଉରକେଲାରେ ପିଏଲ୍‌ଏଫ୍‌ଆଇ ପୋଲିସ ମୁହାଁମୁହିଁ ବେଳେ ୨ ଜଣ ନିହତ ହୋଇଥିଲେ । ଏହି ଘଟଣାରେ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ପୋଲିସ ପଦକ ।…

ପୋଲିସ ସେବା କ୍ଷେତ୍ରରେ ଦୁଇ ଓଡ଼ିଆଙ୍କୁ ରାଷ୍ଟ୍ରପତି ପୁରସ୍କାର, ପ୍ରମୋଦ କୁମାର ରଥ ଓ ଶିବ ନାରାୟଣ ରଥ

ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପୋଲିସ ମେଡାଲ ଘୋଷଣା କରାଯାଇଛି। ପୁଲିସ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଦୁଇ ଜଣ ଓଡ଼ିଆ ପୋଲିସ ଅଫିସରଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଦୁଇ ଓଡ଼ିଆ ପୋଲିସ ଅଧିକାରୀମାନେ ହେଲେ ସିଆଇଡି-ସିବିରେ…

ସ୍ୱାଧୀନତା ଦିବସ ଉପଲକ୍ଷେ ପୋଲିସ ପଦକ ଘୋଷଣା

କେନ୍ୟୁଜ୍: ସ୍ୱାଧୀନତା ଦିବସ ଉପଲକ୍ଷେ ପୋଲିସ ପଦକ ଘୋଷଣା । ବିଭିନ୍ନ କ୍ଷେତ୍ରରେ ମୋଟ୍‌ ୩୯ ଜଣ ପୋଲିସ ଅଧିକାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୨୬ ଜଣ ପୋଲିସ ଅଧିକାରୀଙ୍କୁ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯିବ । ଆସନ୍ତାକାଲି…

ସ୍ୱାଧୀନତା ଦିବସ ପାଇଁ ଘୋଷଣା : ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ବର (କେ ନ୍ୟୁଜ୍) : ସ୍ୱାଧୀନତା ଦିବସ ପାଇଁ ଘୋଷଣା ହୋଇଛି ପୋଲିସ ପଦକ । ଓଡ଼ିଶାର ୨୯ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି ।…

ସ୍ୱାଧୀନତା ଦିବସ ପାଇଁ ଘୋଷଣା : ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପାଇଁ ଘୋଷଣା ହେଲା ପୋଲିସ ପଦକ । ଓଡ଼ିଶାର ୨୯ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି । ଭିଜିଲାନ୍ସ…