Below header
Browsing Tag

police patrolling

ଆନ୍ଦୋଳନରେ ବନ କର୍ମଚାରୀ, ଶିମିଳିପାଳ ସୁରକ୍ଷା ପାଇଁ ପୋଲିସ କରୁଛି ପାଟ୍ରୋଲିଂ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳରେ ପୋଲିସ ପାଟ୍ରୋଲିଂ । ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପୋଲିସ ପାଟ୍ରୋଲିଂ କରୁଛି। ଯଶିପୁର, ଖୁଣ୍ଟା ଓ ଉଦଳା ଅଞ୍ଚଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ…

ରାଜଧାନୀରେ କଡ଼ାକଡ଼ି କରାଯାଇଛି ରାତ୍ରିକାଳୀଳ ପାଟ୍ରୋଲିଂ: ୩ ଦିନରେ ସାଢ଼େ ୬୪ହଜାର ଟଙ୍କା ଜରିମାନା ଆଦାୟ

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀରେ କଡ଼ାକଡ଼ି କରାଯାଇଛି ରାତ୍ରିକାଳୀଳ ପାଟ୍ରୋଲିଂ ବ୍ୟବସ୍ଥା। ଅପରାଧ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ମେ’ମାସରୁ ଆରମ୍ଭ କରାଯାଇଛି ଏହି ରାତ୍ରିକାଳୀଳ ପାଟ୍ରୋଲିଂ। ଏହା ଭିତରେ ୧୧୧ ଜଣ ଅମାନିଆ ଜରିମାନା ଗଣିସାରିଥିବା ବେଳେ ୧୩୩ ଗାଡ଼ିଚାଳକଙ୍କ ଲାଇସେନ୍ସସ…

ସାଧାରଣତନ୍ତ୍ର ଦିବସ ପାଇଁ ସତର୍କତା: ବାଂଲାଦେଶୀ ଅନୁପ୍ରବେଶକୁ ନେଇ ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ପୋଲିସର କଡା…

ରାଜନଗର(କେନ୍ଯୁଜ୍): ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ପୋଲିସର କଡାକଡି ପାଟ୍ରୋଲିଂ । ଉପକୂଳରେ ଅନୁପ୍ରବେଶ ସୁରକ୍ଷା ପାଇଁ ମେରାଇନ୍‌ ଥାନା ପ୍ରତିଷ୍ଠା କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ଓ ବାଂଲାଦେଶୀ ଅନୁପ୍ରବେଶକୁ ନେଇ…

କଟକରେ ତିନି ତିନୋଟି ହତ୍ୟାକାଣ୍ଡ ପରେ ରାତି ସାରା ଚାଲିଲା ପୋଲିସର ନାଇଟ୍‌ ପାଟ୍ରୋଲିଂ

କଟକ(କେନ୍ୟୁଜ୍): କଟକ ସହରରେ ସାଇକୋପାଥ୍‌ କିଲର ଆତଙ୍କ ପରେ ପୋଲିସ ସର୍ଭେଲାନ୍‌ସରେ ସାରା ସହର। ରାତି ସାରା ଚାଲିଥିଲା ପୋଲିସର ନାଇଟ୍‌ ପାଟ୍ରୋଲିଂ। ଫୁଟପାଥ୍‌ରେ ଏକୁଟିଆ ଶୋଉଥିବା ଲୋକଙ୍କୁ ଉଠାଇ ଏକାଠି କରିବା ସହ ସବୁ ଜାଗାକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା ପୋଲିସ। ନିଜେ ପୋଲିସ…