Browsing Tag

police si

ଖୋର୍ଦ୍ଧା: ମହଙ୍ଗା ପଡିଲା ଲାଞ୍ଚ ଦାବି, ନିଲମ୍ବିତ ହେଲେ ବେଗୁନିଆ ଏସଆଇ

ବେଗୁନିଆ(କେନ୍ୟୁଜ୍): ଲାଞ୍ଚ ନେଇ ନେଇ ଚାଲିଗଲା ବେଗୁନିଆ ଏସଆଇଙ୍କ ଚାକିରି। ଏକ କେସକୁ ରଫାଦଫା କରିବାକୁ ଦାବି କରୁଥିଲେ ଟଙ୍କା । ଯାହାକୁ ନେଇ ଏକ ଅଡିଓ ଟେପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏହା ବିରୋଦ୍ଧରେ କାର୍ଯ୍ୟନୁଷ୍ଠାନ ନେଇ ଏସଆଇ ସଜାତା ପଲେଇଙ୍କୁ  ନିଲମ୍ବନ କରିଛନ୍ତି …