Below header
Browsing Tag

policeman

ମହାନତା ଦେଖାଇଲେ ପୋଲିସକର୍ମୀ, ଦୁଇ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ଚାଷୀଙ୍କୁ ଡାକ୍ତରଖାନା ନେଇ ବଞ୍ଚାଇଲେ ଜୀବନ

ବୀରତ୍ୱ ଏବଂ ମହାନତାର ଉଦାହରଣ ପାଲଟିଛନ୍ତି ପୋଲିସକର୍ମୀ ଜୟପାଲ । ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ନିଜ କାନ୍ଧରେ ଜଣେ ଗୁରୁତର ଅବସ୍ଥାରେ ଥିବା ଚାଷୀଙ୍କୁ ଡାକ୍ତରଖାନା ନେଇ ତାଙ୍କ ଜୀବନ ରକ୍ଷା କରିଛନ୍ତି ଏହି ପୋଲିସକର୍ମୀ । ଯେଉଁଥିପାଇଁ ଏବେ ସେ ଖୁବ ଚର୍ଚ୍ଚାରେ । ଏହି ଘଟଣା…

ପଞ୍ଜାବ: ଗାଡ଼ି ଚେକିଂ କରୁଥିବା ବେଳେ ପୋଲିସ କର୍ମଚାରୀଙ୍କ ଉପରେ ଚଢ଼ିଗଲା କାର୍‌, ଅବସ୍ଥା ଗୁରୁତର

ପଞ୍ଜାବର ଜଳନ୍ଧରରେ ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଜୋର୍‌ରେ ଧକ୍କା ଦେଇଛି ଏକ କାର୍‌ । କର୍ମଚାରୀ ଜଣକ ଚେକ୍‌ ପଏଣ୍ଟରେ ଛିଡ଼ା ହୋଇ ଡ୍ୟୁଟି କରୁଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ତାଙ୍କୁ ଜୋର୍‌ରେ ଧକ୍କା ଦେଇ ଖସି ପଳାଇଥିଲା । ଏଥିରେ ପୋଲିସ କର୍ମଚାରୀ ଗୁରୁତର ଆହତ…

ରେଲ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ଼ (କେନ୍ୟୁଜ):  ବଲାଙ୍ଗୀରି ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଏଲଭାଡ଼ି ଛକ ନିକଟରେ ଥିବା ଜଙ୍ଗଲର ଟ୍ରେନ ଲାଇନରେ କଟି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ରେଲଓ୍ବେ ଲାଇନ ନିକଟରୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକ ହେଲେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା…

ଦେଖନ୍ତୁ ଭିଡିଓ…ଟ୍ରାଫିକ୍‌ ବ୍ୟାରିକେଡ୍‌ ପାଖରେ ଛିଡ଼ା ହୋଇଥିଲେ ପୋଲିସ କର୍ମଚାରୀ, ସାମ୍ନାରୁ ଆସି ଧକ୍କା ଦେଲା SUV

ଦିଲ୍ଲୀ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଛି ଏସ୍‌ୟୁଭି। ଏସ୍‌ୟୁଭି ଧକ୍କାରେ କିଛି ଫୁଟ୍‌ ଉପରକୁ ଉଠି ଛିଟିକି ପଡ଼ିଥିଲେ ଏହି ପୋଲିସ କର୍ମଚାରୀ। ଏବେ ଦୁର୍ଘଟଣାର ଛାତିଥରା ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଘଟଣା…

ବନ୍ଧୁକ ସଫା କରୁଥିବାବେଳେ ଫୁଟିଲା ଗୁଳି, ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୋଲିସଙ୍କ ହୋଇଗଲା…

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ହୋଇଥିବା ଜଣେ ପୋଲିସ ଅସାବଧାନ ବଶତଃ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଦ୍ୱାରା ମୃତ୍ୟୁବରଣ କରିଛନ୍ତି । ସେ ଶୁକ୍ରବାର ନିଜ ସର୍ଭିସ ରିଭଲଭର ସଫା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ପୋଲିସ କର୍ମଚାରୀଙ୍କ ନାମ…

ଗର୍ଭରେ ମୃତ ଛୁଆ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ହାତରେ ବାହାର କରି ଜୀବନ ବଞ୍ଚାଇଲେ ପୋଲିସ କର୍ମୀ;…

ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏହି ଭିଡିଓ ବେଳେବେଳେ ମଜା ଲାଗେ ତ ଆଉ କେବେ ଇମୋସନାଲ ହୋଇଥାଏ। ଏସବୁ ଇମୋସନାଲ ଭିଡିଓ ଦେଖିବା ପରେ ଆମେ ବେଶ୍‌ ଭାବୁକ ହୋଇଯାଇଥାଉ। ନିକଟରେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯେଉଁ ଦୃଶ୍ୟ…

ଶୋଷିଲା କୁକୁରକୁ ପାଣି ଦେଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଲେ ପୋଲିସ କର୍ମଚାରୀ

ସୋସିଆଲ ମିଡିଆରେ ଆଜିକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିହୁଏନି । ମାତ୍ର ଏହା ସତ । କିଛି ଏମିତି ଫଟୋ ତଥା ଭିଡିଓ ଭାଇରାଲ ଯାହା ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଏ । ଏବେ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…

ଖାଲି ମଣିଷ ନୁହନ୍ତି, ପଶୁ ପକ୍ଷୀଙ୍କ ସେବାରେ ବି ପୋଲିସ କର୍ମଚାରୀ ! ହାତ ନଥିବା ମାଙ୍କଡକୁ ଏମିତି ଖୁଆଉଛନ୍ତି କଦଳୀ

ଯେଉଁ ସମୟରେ ମଣିଷ ଟିଏ ମଣିଷର ମନ କଥା ବୁଝୁ ନାହିଁ । ସୁଖ ଦୁଃଖରେ ସାଥି ହେଉନାହିଁ । ତେବେ ଏକ ମଣିଷ ଏକ ନିର୍ବାକ ନିଶବ୍ଦ ପଶୁ ପେଟର ଭୋକ ବୁଝିବ ବା କେମିତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିକଟରେ ଏକ ହୃଦୟ ଛୁଇଁଲା ଭଳିଆ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ହୁଏତ ଆଜିକା…