Browsing Tag

presidential election

ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍):  ଭାରତର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ୨୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିବେ…

କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି, ଦ୍ରୌପଦୀ ମୁର୍ମୁ ନା ଯଶଓ୍ଵନ୍ତ ସିହ୍ନା ? ସକାଳ ୧୧ଟାରୁ ଆରମ୍ଭ ଭୋଟ୍‌ ଗଣତି

ନୂଆଦିଲ୍ଲୀ: କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ରାଇସିନା ହିଲ୍‌ ରେସରେ କିଏ ମାରିବେ ବାଜି ? ଦ୍ରୌପଦୀ ମୁର୍ମୁ ନା ଯଶଓ୍ଵନ୍ତ ସିହ୍ନା ? ଆଜି ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ୍‌ ଗଣତି ହେବ । ସକାଳ ୧୧ଟାରୁ ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଆରମ୍ଭ ହେବ ଭୋଟ୍‌ ଗଣତି । ଏଥିପାଇଁ ସମସ୍ତ…

ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି:ମୋହନ ମାଝୀ

ଭୁବନେଶ୍ବର(କେନ୍ୟୁଜ୍):  ବିଜେପି ବିଧାୟକ ମୋହନ ମାଝୀଙ୍କ ବଡ଼ ପ୍ରତିକ୍ରିୟା । ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି । ତେବେ କିଏ ସେହି ବିଧାୟକ ଆସନ୍ତାକାଲି ପର୍ଦ୍ଦଫାସ୍‌ ହେବ ବୋଲି କହିଛନ୍ତି ମୋହନ ମାଝୀ । ମୋକିମ ପରେ ଆଉ ୮ ଜଣ…

ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ, ୩ ଜଣ ପ୍ରାର୍ଥୀଙ୍କ ଭିତରେ ଚାଲିବ ଲଢେଇ

ନୂଆଦିଲ୍ଲୀ : ଶ୍ରୀଲଙ୍କାକୁ ମିଳିବ ନୂଆ ରାଷ୍ଟ୍ରପତି । ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ । ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା ତାଙ୍କର ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରି ନେଇଛନ୍ତି । ଦେଶର ହିତ ପାଇଁ ସେ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରି ନେଇଥିବା ଟ୍ଵିଟରରେ ଲେଖିଛନ୍ତି…

ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି, ନିଜ ବିବେକ ଅନୁସାରେ ଭୋଟ୍‌ ଦେଲି: ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍‌ ଦେଇଛି ବୋଲି କହିଛନ୍ତି ମୋକିମ। ଏହା ସହ କହିଛନ୍ତି 'ନିଜ ମାଟିର ମହିଳାଙ୍କୁ…

ଆଜି ରାଷ୍ଟ୍ରପତି ପଦ ଲାଗି ଭୋଟିଂ: ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ପଦ ଲାଗି ଭୋଟିଂ। ଏଥିଲାଗି ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱୀତା କରୁଛନ୍ତି ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା। ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ…

ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଁଞ୍ଚିଲା ବାଲାଟ ବକ୍ସ

ଭୁବନେଶ୍ୱର(କେନ୍ୟୁଜ୍) : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପହଞ୍ଚିଛି ବାଲଟ ବକ୍ସ। କେବଳ ହିମାଚଳପ୍ରଦେଶକୁ ଛାଡିଦେଲେ ଅନ୍ୟ ସବୁ ରାଜ୍ୟକୁ ବିମାନ ଯୋଗେ ବାଲଟ ବକ୍ସ ପଠାଯାଇଛି। ଭୁବନେଶ୍ୱରରେ ମଧ୍ୟ ବିମାନ ଯୋଗେ ବାଲଟ ବକ୍ସ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟ ମଧ୍ୟରେ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ୍‌: ଅପରାହ୍ନ ୩ଟାରେ ପ୍ରେସମିଟରେ ତାରିଖ ଘୋଷଣା

ନୂଆଦିଲ୍ଲୀ:ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ୍‌ । ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନ । ଅପରାହ୍ନ ୩ଟାରେ ପ୍ରେସମିଟରେ ତାରିଖ ଘୋଷଣା ହେବ । ଜୁଲାଇ ୨୫ ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତାଙ୍କ ପରେ କିଏ ହେବେ ଦେଶର…

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ସପ୍ତାହେ, ଚାଲିଛି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ

ଆଉ ସପ୍ତାହେ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଠ ଟ୍ରମ୍ପ ଓ ଜୋ ବିଡେନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ଜୋ ବିଡେନ୍‌ କହିଛନ୍ତି, ଆମେ କରୋନାକୁ ହରାଇ ପାରିବୁ । ଆମେ ଆମେରିକୀୟ ହାରିବୁନି, ଏକାଠି ହୋଇ ଭାଇରସ୍‌କୁ…