Browsing Tag

priest

ମୋହିତ ପାଣ୍ଡେ ହେଲେ ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ, ସନ୍ଥ ସମାଜରେ ଖୁସିର ମାହୋଲ

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ଜାନୁୟାରୀ ୨୨ରେ ମନ୍ଦିରରେ ବିରାଜମାନ କରିବେ ପ୍ରଭୁ ରାମଚନ୍ଦ୍ର। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଜମାନ ରୂପେ ନିଜର ଦାୟିତ୍ୱ ସମ୍ପାଦନ କରିବେ। ଏହି ଅବସରରେ ସାରା ଦେଶରୁ…

ପୂଜକଙ୍କ ପାପକର୍ମ: ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଜଗତସିଂହପୁର (କେନ୍ୟୁଜ): ପୂଜକଙ୍କ ପାପକର୍ମ । ଗ୍ରହ ରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ । ଜଗତସିଂହପୁର ଜିଲ୍ଲାର ମା’ ସାରଳାଙ୍କ ମନ୍ଦିର ପୂଜକ ସମରେନ୍ଦ୍ର ରାଉଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି । ରିଷ୍ଟ ଖଣ୍ଡନ ପାଇଁ…

ପୂଜା କରିବାକୁ ମିଳିଲେନି ବ୍ରାହ୍ମଣ, ହଠାତ୍‌ ରାସ୍ତାରେ ପୂଜାରୀଙ୍କୁ ଦେଖି ଟାଣି ଟାଣି ନେଲେ ମହିଳା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜଣେ ପୂଜାରୀଙ୍କ ଭିଡିଓ ଏବେ ନିଆଁ ଭଳି ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିସାରିବା ପରେ ଆପଣ କହିବେ ‘ଧନ୍ୟରେ କି ଯୁଗ ହେଲା’। ଗତକାଲି ଥିଲା ସରସ୍ୱତୀ ପୂଜା। ଆଉ ପୂଜାରେ ତ ଆପଣ ଜାଣିଛନ୍ତି ବ୍ରାହ୍ମଣ ମିଳିବା କଷ୍ଟ। ପୂଜା ପାର୍ବଣରେ…

ପଣ୍ଡିତ ବେଶରେ ବାହାଘର କରାଇଲେ ଏହି ପୋଲିସ କର୍ମଚାରୀ, ଜାଣନ୍ତୁ ପୂରା ଘଟଣା

ବିଶ୍ୱାସ କରାଯାଏକି କୌଣସି ହିନ୍ଦୁ ବିବାହ ପଣ୍ଡିତଙ୍କ ବିନା ଅସମ୍ପୂର୍ଣ୍ଣ ହୋଇଥାଏ । ଯଦି ହୋମ ଯଜ୍ଞ ନ ହେଲା, ମନ୍ତ୍ର ପାଠ ଉଚ୍ଚାରଣ ନ ହେଲା, ପଣ୍ଡିତ ମାନେ ମନ୍ତ୍ର ପଢି ଦକ୍ଷିଣା ନ ନେଲେ ତାହା ହେଲେ ସେ କି ବାହାଘର । କିନ୍ତୁ ନିକଟରେ ବିନା ପଣ୍ଡିତରେ ହୋଇଥିବା ଏକ ବାହାଘର ଚର୍ଚ୍ଚାର…