Below header
Browsing Tag

private bus association

ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ, ୩୦ ତାରିଖ ସୁଦ୍ଧା ଲିଖିତ ଦାବି ଉପସ୍ଥାପନ କରିବ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ୩୧ରେ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି ସଂଘ । ଘରୋଇ ବସ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ଆଲୋଚନା ସଫଳ ହୋଇଛି । ୩୦ ତାରିଖ ସୁଦ୍ଧା ଲିଖିତ ଭାବରେ ଦାବି ଉପସ୍ଥାପନ କରିବ ସଂଘ । ଏଥିସହ ୩୧ରେ…

ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ, ଆଲୋଚନା ପାଇଁ ଆସିବାକୁ କଲେ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ): ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ। ଧର୍ମଘଟ ନୁଁହେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଲେ ମନ୍ତ୍ରୀ ଟୁକୁନି ସାହୁ। କହିଲେ, ଲକ୍ଷ୍ମୀ ବସ ବନ୍ଦ ହେବନି ଚାଲୁ ରହିବ । ପାର୍ବଣର ସମୟ ଲୋକେ ହଇରାଣ ନହୁଅନ୍ତୁ, ଏଥିଲାଗି ବସମାଲିକ ସଙ୍ଘକୁ…

କାଲିଠୁ ରାଜ୍ୟରେ ଗଡିବନି ବସ, ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ଦାବି କଲା ସଂଘ

କାଲି ଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ କାଲିଠାରୁ ବସ ଧର୍ମଘଟକୁ ଓହ୍ଲାଇବ ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ। ପୂଜା…

ରାଜପଥ ମରାମତି ଦାବିରେ ଆଜି ଅନୁଗୁଳ ଓ ତାଳଚେରରୁ କଟକ-ଭୁନେଶ୍ୱରକୁ ଗଡିବନି ବସ୍‌, ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ/ତାଳଚେର(କେନ୍ଯୁଜ୍): ଆଜି ଅନୁଗୁଳ ଓ ତାଳଚେରରୁ କଟକ -ଭୁନେଶ୍ୱରକୁ ଗଡିବନି ବସ୍‌। ୧୨ଘଣ୍ଟିଆ ବସ୍‌ ଚଳାଚଳ ବନ୍ଦ ଡାକରା ଦେଇଛନ୍ତି ଭୁବନେଶ୍ୱର, କଟକ, ଢେଙ୍କନାଳ, ଅନୁଗୁଳ ଓ ତାଳଚେର ବସ୍‌ ମାଲିକ ସଂଘ। ଏହାଫଳରେ ଗଡିବନି ପ୍ରାୟ ୩ଶହ ବସ୍‌। ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ…

ଜିଦରେ ଅଟଳ “ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ”, ଗ୍ରୀନ ଜୋନରେ ବି ଗଡ଼ିଲାନି ବସ

ଗ୍ରୀନ୍‌ ଜୋନ୍‌ରେ ଗଡ଼ିଲାନି ବସ୍‌ । ସରକାରୀ କିମ୍ବା ଘରୋଇ ବସ୍‌ ଚଳାଚଳ କରିନାହିଁ । ବସ୍‌ ଚଳାଚଳ ପାଇଁ ଅନୁମତି ପରେ ବି ଜିଦ୍‌ରେ ଅଟଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ । ୬ ମାସ ପାଇଁ ଟିକସ ଛାଡ କରିବା ପାଇଁ ଦାବି ହୋଇଛି । ୬ ମାସ ଯାଏ ବସ୍‌ ଟିକସ ଓ ଡିଜେଲରୁ ଭାଟ୍‌ ଛାଡ କରିବା ସହ…