ଶୀତ ଦିନେ ଆପଣଙ୍କ ରକ୍ତ ଜମାଟ ହୋଇଯାଉଛି କି? ଘରୋଇ ଉପଚାରରେ ଦୂର କରନ୍ତୁ ଏହି ସମସ୍ୟା
ଲୋକଙ୍କ ବର୍ତ୍ତମାନର ଲାଇଫ୍ ଷ୍ଟାଇଲ୍ରେ ଶୀତଦିନେ ହାର୍ଟ ଆଟାକ୍ ସମସ୍ୟା ବହୁତ ଶୀଘ୍ର ବଢି ଯାଇଥାଏ । ଏହି ଦିନରେ ପ୍ରାୟତଃ ହାର୍ଟ ଆଟାକ୍ ମାମଲା ଅଧିକ ଣୁଣିବାକୁ ମିଳିଥାଏ । ଏହା ବ୍ୟାତୀତ ଏପରି ମଧ୍ୟ ହୋଇଥାଏ ଯେ ଯେଉଁ ମାନଙ୍କ ହାର୍ଟ ସମସ୍ୟା ରହିଥାଏ, ସେମାନଙ୍କ ଏହି ସମସ୍ୟା ଆହୁରି…