Browsing Tag

puri

କରୋନା କଟକଣା ପାଇଁ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବିଦେଶୀ ନାଗରିକ ସ୍ୱଦେଶ ଫେରିଲେ

ପୁରୀ(କେନ୍ୟୁଜ୍): ପୁରୀରୁ ସ୍ୱଦେଶ ଫେରିଲେ ବିଦେଶୀ ନାଗରିକ। କରୋନା କଟକଣା ପାଇଁ ପ୍ରାୟ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବେଳେ ଶେଷରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁରୀ ଏସପିଙ୍କ ସହଯୋଗ କ୍ରମେ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି ସ୍ପେନର ମହିଳା ଏମ୍ମା। ଗତବର୍ଷ ନିଜ…

ଉଦାରତାର ପରିଚୟ ଦେଲେ ପୌରପାଳିକା କର୍ମଚାରୀ, ଫେରାଇଲେ ପାଇଥିବା ୧୦ ହଜାର ଟଙ୍କା

ପୁରୀ: ଭଲ ମଣିଷ ଭଲ କାମ କରନ୍ତି । ନିଜ ବିବେକର କଥା ଶୁଣନ୍ତି ।ଏମିତି ଜଣେ ବ୍ୟକ୍ତି ଏଟିଏମ କାଉଣ୍ଟରରୁ ୧୦ ହଜାର ଟଙ୍କା ପାଇ ଫେରାଇଛନ୍ତି । ସେ ହେଉଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ଗତକାଲି ଅପରାହ୍ନରେ ସେ ଅଠରନଳା ନିକଟ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ଏଟିଏମ…

ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ସେଥିପାଇଁ ଏହି ଦିନକୁ…

ସ୍ନାନ ଯାତ୍ରା ପାଇଁ ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ନୀତି

ପୁରୀ (କେନ୍ୟୁଜ୍‌) : ଆଜି ରାତି ଗୋଟାଏରେ ମଙ୍ଗଳାର୍ପଣ ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀକୁ ବିଜେ କରିବେ । ପହଣ୍ଡି ପରେ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳେ ପ୍ରତ୍ୟକ୍ଷ ସ୍ନାନ ଅନୁଷ୍ଠିତ ହେବ । ସୁନାକୂଅରୁ ସଂଗୃହୀତ ୧୦୮ ଗରା ସୁବାସିତ ଜଳରେ ସ୍ନାନ…

ପୁରୀ: ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୨୩ ତାରିଖ ରାତି ୧୦ଟାରୁ ଜାରି ହେବ ୧୪୪ ଧାରା

ପୁରୀ(କେନ୍ୟୁଜ୍):  ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀର ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା । ଜନସମାଗମକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏ ବଳବତ୍ତର ରହିବ । କେବଳ ଅନୁମତିପ୍ରାପ୍ତ…

ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କୋଭିଡ କଟକଣା ଭିତରେ ହେବ ସ୍ନାନଯାତ୍ରା, ଛତିଶା ନିଯୋଗର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ(କେନ୍ୟୁଜ୍):  ସ୍ନାନପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ କୋଭିଡ କଟକଣା ଭିତରେ ହେବ ସ୍ନାନଯାତ୍ରା। କେବଳ ଆରଟିପିସିଆର ନେଗେଟିଭ…

ପୁରୀ: ଆଜି ବସିବ ଛତିଶାନିଯୋଗ ବୈଠକ, ଦେବସ୍ନାନ ପୂର୍ଣ୍ଣିମା ନୀତି ନେଇ ହେବ ଚୁଡାନ୍ତ ଆଲୋଚନା

ପୁରୀ(କେନ୍ୟୁଜ୍): ଆଜି ବସିବ ଛତିଶାନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଦେବସ୍ନାନ ପୂର୍ଣ୍ଣିମା ନୀତି ନେଇ ଚୁଡାନ୍ତ ଆଲୋଚନା ହେବ। ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନଯାତ୍ରା ଦିନ ପୁରୀକୁ…

କ୍ରିସପି ତଥା ଫୁଲକା ପୁରି ତିଆରି କରିବାକୁ ଫଲୋ କରନ୍ତୁ ଏହି ଟିପ୍ସ

ପ୍ରାୟତଃ ସମସ୍ତେ ଘରେ ପୁରି ତିଆରି କରିଥାନ୍ତି। କିନ୍ତୁ ସମସ୍ତଙ୍କ ପୁରି କ୍ରିସପି ତଥା ଫୁଲକା ଫୁଲକା ହୋଇନଥାଏ। ତେବେ ଆଜି ଆସନ୍ତୁ ଜାଣିବା କିଛି ଟିପ୍ସ ଯାହାକୁ ଆପଣାଇ ଆପଣ ନିଜ ପୁରିକୁ କ୍ରିସପି ବନାଇ ପାରିବେ... ପୁରି କରିବା ବେଳେ ଅଟାରେ ତେଲ କିମ୍ବା ଘିଅ ନିଶ୍ଚୟ ମିଶାନ୍ତୁ।…

ପୁରୀ: ଉଦ୍ଧାର ନାଗସାପ ଅଣ୍ଡାରୁ ଫୁଟିଲା ଛୁଆ,ପ୍ରାକୃତିକ ଆବାସସ୍ଥଳୀରେ ଛଡାଗଲା

ପୁରୀ(କେନ୍ୟୁଜ୍): ଉଦ୍ଧାର ନାଗସାପ ଅଣ୍ଡାରୁ ଫୁଟିଲା ଛୁଆ। ପୁରୀ ରାମଚଣ୍ଡୀ ଥାନା ବାଲିଘାଟ ନିକଟ ଭୂଆଁ ଗାଁର ରାଜେନ୍ଦ୍ର ବେହେରାଙ୍କ ଘରୁ ଗତ ୬ତାରିଖରୁ ମା’ ନାଗୁଣୀ ସହ ୨୧ ଟି ଅଣ୍ଡା ଉଦ୍ଧାର କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଏହାକୁ ଉଦ୍ଧାର କରିଥିଲେ।…

ପୁରୀ ଶ୍ରୀମନ୍ଦିର ଓ ଭିତର ମନ୍ଦିର ଗୁଡିକର ସଂରକ୍ଷଣ ଓ ମରାମତି ପାଇଁ ପାଞ୍ଚବର୍ଷିୟା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ଓ ଏହା ପରିସରରେ ଥିବା ମନ୍ଦିରଗୁଡିକର ସଂରକ୍ଷଣ ଓ ମରାମତି ଉପରେ ଗୁରୁତ୍ୱ  ଦିଆଯିବ। ଏଥିପାଇଁ ଏକ ପଞ୍ଚବର୍ଷିୟା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ମିଳିତ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରର ବାର୍ଷିକ ମରାମତି ଓ…

ପୁରୀ: ସାବସ୍ ଆରପିଏଫ ପୋଲିସ, ଆତ୍ମହତ୍ୟା ଉଦ୍ୟମ କରୁଥିବା ବୃଦ୍ଧଙ୍କୁ କଲେ ଉଦ୍ଧାର

ପୁରୀ(କେନ୍ୟୁଜ୍): ପୁରୀ ରେଳଷ୍ଟେସନରେ ଟ୍ରେନ ଟ୍ରାକକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ବୃଦ୍ଧଙ୍କୁ ଆରପିଏଫ ପୋଲିସ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି। ପେଣ୍ଠକଟା ଅଞ୍ଚଳର ୬୦ବର୍ଷୀୟ ପି.ଭାସ୍କର ରାଓ ପାରିବାରିକ ଝଗଡା କାରଣରୁ ପୁରୀ ରେଳଷ୍ଟେସନକୁ ଆସି ହଠାତ ରେଳ ଟ୍ରାକକୁ…

ଶ୍ରୀମନ୍ଦିର ସେବାୟତଙ୍କୁ ପଞ୍ଚମ କିସ୍ତି ସହାୟତା ରାଶି ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ୟେକଙ୍କୁ ମିଳିବ ୧୦…

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ସେବାୟତଙ୍କୁ ଆର୍ଥିକ ସାହାଯ୍ୟ ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ । କରୋନା ପରିପ୍ରେକ୍ଷୀରେ ପ୍ରତ୍ୟେକ ସେବାୟତ ପରିବାରକୁ ମିଳିବ ୧୦ ହଜାର ଟଙ୍କାର ଅନୁଦାନ । ୨ ହଜାର ୪୬୩ ସେବାୟତ ପରିବାରକୁ ଏହି ସହାୟତା ମିଳିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୨କୋଟି ୪୬…