Below header
Browsing Tag

python

ପାଇପ୍‌ରୁ ମା’ ଅଜଗର ସହ ବାହାରିଲା ୨୮ଟି ଅଣ୍ଡା, ଲୋକେ ଆତଙ୍କିତ

ଜଙ୍ଗଲୀ ଜନ୍ତୁଙ୍କୁ ଉଦ୍ଧାର କରି ବନ ବିଭାଗ ବଣରେ ଛାଡ଼ିବା ତ ଏକ ସାଧାରଣ କଥା। କିନ୍ତୁ ଗୁଜରାଟର ବନ ବିଭାଗ କର୍ମଚାରୀ ଅଜଗରର ଅଣ୍ଡାକୁ ଉଦ୍ଧାର କରି ଛୁଆ ଫୁଟିବା ପରେ ସେମାନଙ୍କୁ ନେଇ ଜଙ୍ଗଲରେ ଛାଡ଼ିଥିବା ଦେଖାଯାଇଛି। ବନ ବିଭାଗର ଏଭଳି ମହାନ୍‌ କାମ ପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା…

କାନ୍ଧରେ ସାପ ଏବଂ ହାତରେ ମାଇକ୍‌, ମହିଳା ରିପୋର୍ଟରଙ୍କ ରିପୋର୍ଟିଂ ସମୟରେ ହେଲା କିଛି ଏପରି . . .

ଏକ ଟେଲିଭିଜନ ଶୋ’ରେ ଜଣେ ମହିଳା ରିପୋର୍ଟର ସାପ ଠାରୁ କିଭଳି ସୁରକ୍ଷିତ ରହିବେ ସେହି ସମ୍ପର୍କରେ ବୁଝାଉଥିଲେ। କିନ୍ତୁ ହଠାତ୍‌ ସେହି ସମୟରେ ସାପଟି ରାଗି ଯିବା ଦେଖି ଭୟରେ ରିପୋର୍ଟରଙ୍କ ଚେହେରା ନେଳି ପଡିଯାଇଥିଲା। ସୂଚନା ମୁତାବକ ଏହି ଘଟଣାଟି ଗତ ବୁଧବାର ଦିନ ଘଟିଯାଇଛି। ରିପୋର୍ଟ…

ବେକକୁ ଚାପି ଧରିଥିଲା ୧୦ ଫୁଟର ଅଜଗର, ଛଟପଟ ହେଉଥିଲେ ବୃଦ୍ଧ, ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଭୁବନଚନ୍ଦ୍ର ନାୟର ନାମକ ୫୮ ବର୍ଷୀୟ ଜଣେ ବ୍ୟକ୍ତି ଅଜଗର ଆକ୍ରମଣର ଶିକାର ହୋଇଛନ୍ତି। ସେ ଥିରୁଅନନ୍ତପୁରମ୍‌ର ଏକ କଲେଜ କ୍ୟାମ୍ପସ୍‌ରେ ମନରେଗା ଯୋଜନା ଅଧୀନରେ ବୁଦାଗୁଡ଼ିକୁ କାଟୁଥିବା ବେଳେ ହଠାତ୍ ତାଙ୍କ ହାତକୁ କପଡ଼ା ଭଳି କୌଣସି ଏକ ଜିନିଷ ଲାଗିଥିଲା। କିନ୍ତୁ ଯେତେବେଳେ ସେ ପାଖକୁ…

୧୭ ଫୁଟ ଲମ୍ବାର ଅଜଗର ପର୍ଯ୍ୟଟକଙ୍କ ଉପରେ କଲା ଆଟାକ୍‌, କାର ଉପରେ ଚଢ଼ିଗଲା ଆଉ ତାପରେ ହେଲା କିଛି ଏମିତି

ଦକ୍ଷିଣ ଆଫ୍ରିକାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ ହୋଇଥିବା ଭିଡିଓରେ ଏକ ବିରାଟ ବଡ଼ ଅଜଗର ସାପ ଏକ କାର୍ ଉପରକୁ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଅଜଗରକୁ କାର୍ ଉପରେ ଚଢ଼ୁଥିବା ଦେଖି ତା’ ଭିତରେ ବସିଥିବା ଯାତ୍ରୀ ଭୟଭୀତ ହୋଇଯାଉଛନ୍ତି। ଖାଲ-ଢ଼ିପ ରାସ୍ତାରେ ଏକ…

ଏହା ହେଉଛି ଦୁନିଆର ସବୁଠାରୁ ଦାମି ସାପ, ମୂଲ୍ୟ ଜାଣିଲେ ଉଡିଯିବ ହୋସ୍

ଦୁନିଆରେ ଏମିତି କିଛି ସାପ ଅଛନ୍ତି ଯାହାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଥାଏ। ଆଜି ଆମେ ଆପଣଙ୍କୁ ସେମିତି ଏକ ସାପ ବିଷୟରେ କହିବୁ ଯାହା ହେଉଛି ଦୁନିଆର ସବୁଠାରୁ ଦାମି ସାପ। ଏହି ପ୍ରଜାତି ସାପ ବହୁତ ରଙ୍ଗରେ ଅଛନ୍ତି। କିନ୍ତୁ ସବୁଜ ଏବଂ ନୀଳ ରଙ୍ଗର ପାଇଥନଙ୍କର ସବୁଠୁ ଅଧିକ…

ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ଉଦ୍ଧାର

ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବଷେଣରେ ସାପଟି ଜନ ବସତି ଅଂଚଳକୁ ଆସିଥିବା ଜଣା ପଡିଛି। ସାପକୁ ଦେଖିବା ହେବା ପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍‌ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର…

ଭାଇରାଲ ହେଲା ସାପ ଓ କୁମ୍ଭୀର ଲଢେଇର ବିରଳ ଦୃଶ୍ୟ,  ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ

ଅଜଗର  ଓ  ସାପର ଲଢେଇରେ ଏକ ଫଟୋ  ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଶରୀରର ଲୋମ ଟଙ୍କୁରୀ ଉଠିବ। ଏହି ଫଟୋଟିରେ ଏକ ଅଜଗର ଏକ ବିଶାଳକାୟ କୁମ୍ଭୀରକୁ ଗୋଟା ଗିଳି ଦେଉଥିବାରୁ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକୁ ଜିଜି ୱାଇଲ୍ଡ ଲାଇଫ୍ ରେସକ୍ୟୁ ନିଜ ଫେସବୁକ…

ଯାଜପୁର ବଡଝରି ଗାଁରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

ଯାଜପୁର (କେ ନ୍ୟୁଜ୍‌) : ଚଣ୍ଡିଖୋଲ ମାହାବିନାୟକ ନିକଟସ୍ଥ ବଡଝରି ଗାଁରୁ ବନ ବିଭାଗ ଉଦ୍ଧାର କଲା ୧୨ ଫୁଟ ଲମ୍ବର ଅଜଗର ସାପ। ଏହି ଅଜଗର ସାପଟିର ବୟସ  ୮ବର୍ଷ ଓ ଓଜନ ୩୫ କେଜି ରହିଥିବା ବନ ବିଭାଗ ଅଧିକାରୀ ଶଶିକାନ୍ତ ବେହେରାଙ୍କ ତରଫରୁ ସୂଚନା ମିଳିଛି। ପ୍ରକ୍ ମୌସୁମୀ ବର୍ଷା ଚାଲୁଥିବା…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ବ୍ୟକ୍ତି ଦେଇଥାନ୍ତେ ଅଜଗର ଚମଡାରେ ପ୍ରସ୍ତୁତ ଜୋତା, କିନ୍ତୁ ଏବେ ଭୋଗୁଛନ୍ତି…

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଇଦରେ ଉପହାର ଦେବାକୁ ଜଣେ ଜୋତା କାରିଗର ଅଜଗର ଚମଡାରେ ଏକ ହଳ ଜୋତା ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ଜୋତା ଉପହାର ଦେବା ପୁର୍ବରୁ ତାଙ୍କ ଉପରକୁ ଏକ ବଡ଼ ଅସୁବିଧା ଆସିଛି। ଆଜ୍ଞା ହଁ ଉପହାର ଦେବା ପୂର୍ବରୁ ବନ ବିଭାଗ ତାଙ୍କ ବିରୁଦ୍ଧରେ କରିଛି…