Below header
Browsing Tag

qatar

କମାଲ କରୁଛି ଟେକ୍ନୋଲୋଜି, ଏବେ ଯାତ୍ରୀଙ୍କୁ ୱେଲକମ୍‌ କରିବେ AI ଏୟାର ହୋଷ୍ଟେସ୍

ଗତ କିଛି ବର୍ଷ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ କ୍ରେଜ୍ ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଦୁନିଆରେ ବିଭିନ୍ନ ସ୍ଥାନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁତ ବ୍ୟବହାର କରାଯାଉଛିି । ତେବେ AI ର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ବର୍ତ୍ତମାନ କମ୍ପାନୀଗୁଡିକ ମଧ୍ୟ AI…

ମୃତ୍ୟୁଦଣ୍ଡ ପାଇଥିବା ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର

ମୃତ୍ୟୁଦଣ୍ଡ ପାଇଥିବା ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର । ଏମାନଙ୍କୁ ଗୁଇନ୍ଦା ସନ୍ଦେହ କରି ମୃତ୍ୟୁଦଣ୍ଡ ଶୁଣାଯାଇଥିଲା । ଗତବର୍ଷ କତାରରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କୁ ଅକ୍ଟୋବର ୨୭ ତାରିଖରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ କତାରର ଏକ…

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ କୋହଳ, ଦଣ୍ଡାଦେଶ କୋହଳ କଲେ କାତାର କୋର୍ଟ

୮ ଭାରତୀୟଙ୍କ ମୃତ୍ୟୁଦଣ୍ଡ କୋହଳ। ମୃତ୍ୟୁଦଣ୍ଡାଦେଶ କୋହଳ କଲେ କାତାର କୋର୍ଟ। ଆଜୀବନ କାରାଦଣ୍ଡାଦେଶକୁ ବଦଳିଲା ମୃତ୍ୟୁଦଣ୍ଡାଦେଶ । ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଅକ୍ଟୋବର ୨୭ରେ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ କାତାର କୋର୍ଟ। ମୃତ୍ୟୁଦଣ୍ଡାଦେଶ ଉପରେ ଭାରତ ଆବେଦନ କରିଥିଲା।…

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ନୌସୈନିକଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତର ୮ ଜଣ ପୂର୍ବତନ ନୌସୈନିକଙ୍କୁ ଭେଟିଛନ୍ତି ଭାରତୀୟ ରାଷ୍ଟ୍ରଦୂତ। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ସରକାର ସମଗ୍ର ଘଟଣା ଉପରେ ନଜର ରଖିଛନ୍ତି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି।…

୮ ପୂର୍ବ ନୌସେନା ଅଧିକାରୀଙ୍କ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତର ଆବେଦନ ଗ୍ରହଣ କଲେ କତାର କୋର୍ଟ

କତାର କୋର୍ଟ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ଆବେଦନକୁ ସ୍ୱୀକାର କରିଛନ୍ତି। ବହୁତ ଜଲ୍‌ଦି କୋର୍ଟ ତାଙ୍କ ଅପିଲ୍‌ ଉପରେ ଶୁଣାଣି କରିପାରନ୍ତି। ସୂଚନାଥାଉ କି, କତାର କୋର୍ଟ ଅକ୍ଟୋବର ୨୬ରେ ଭାରତୀୟ ନୌସେନା ଅଧିକାରୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ, ଯାହାକୁ ନେଇ ଭାରତର…

କତାରରେ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଦାଖଲ କରାଗଲା ଅପିଲ୍‌: କେନ୍ଦ୍ର

ମଧ୍ୟ-ପୂର୍ବ ଦେଶ କତାରରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ କେନ୍ଦ୍ର ସରକାର ଅପିଲ୍‌ ଦାଖଲ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କତାରର ଏକ…

କତାରରେ ମୃତ୍ୟୁ ଦଣ୍ଡାଦେଶ ମିଳିଥିବା ୮ ଭାରତୀୟଙ୍କ ମୁକ୍ତି କେବେ? ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.…

କତାରରେ ଭାରତୀୟ ନୌସେନାର ଯେଉଁ ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି, ଆଜି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ବୈଦେଶିକ ମନ୍ତ୍ରୀ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 'ଆଜି ସକାଳେ ମୁଁ କତାରରେ ବନ୍ଦୀ ଥିବା ୮…