Below header
Browsing Tag

rairangpur

ରାଇରଙ୍ଗପୁର : ନାବାଳିକା ପତ୍ନୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ

ରାଇରଙ୍ଗପୁର : ସାତ ଜନମର ସାଥୀ ସାଜିଲା ଶୈତାନ । ସ୍ତ୍ରୀ ଦେହରେ କିରାସିନି ଢାଳି ପୋଡି ମାରି ଦେଇଥିବା ଅଭିଯୋଗ କଲେ ଝିଅର ପରିବାର ଲୋକେ । ଏଭଳି ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ରାଣିପାଳ ଗ୍ରାମରେ । ସୂଚନା ଅନୁଯାୟୀ ଅନିତା ମୁର୍ମୁ…

ମା’ର ଅସାବଧାନତାରୁ ପୋଖରୀରେ ବୁଡ଼ି ମରିଗଲା ତିନି ବର୍ଷର ପୁଅ

ରାଇରଙ୍ଗପୁର (କେନ୍ୟୁଜ୍) : ନିଜର ଅସାବଧାନତାରୁ ପୁଅକୁ ହରାଇ ବସିଲା ଗୋଟିଏ ମା । ମୟୁରଭଂଜ ଜିଲ୍ଲା ତିରିଂ ଥାନା ଭାଲୁଗଡ଼ା ଗାଁରେ ଏଭଳି ଅଘଟଣ ଘଟିଛି । ଏହି ଗ୍ରାମ ବୁରୁସାହିରେ ପୋଖରୀରେ ବୁଡି ଜଣେ ୩ ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ପିଲାଟିକୁ ଧରି ମା ଗାଧୋଇବା ପାଇଁ ନିକଟସ୍ଥ…

ହକ୍‌ ପାଇଁ ସ୍ୱାମୀଙ୍କ ଘର ଆଗରେ ପୁଅକୁ ଧରି ଧାରଣାରେ ବସିଲେ ସ୍ତ୍ରୀ, ନେହୁରା ହୋଇ ବାଡେଇ ଚାଲିଲେ କବାଟ

ରାଇରଙ୍ଗପୁର : ହକ୍‌ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । କାନ୍ଦି କାନ୍ଦି ଶ୍ୱଶୁର ଘରେ ଟିକେ ସ୍ଥାନ ପାଇଁ ନେହୁରା ହୋଇ କବାଟ ବାଡେଇ ଚାଲିଲେ କିନ୍ତୁ କଠୋର ହୃଦୟ ଧାରୀ ସ୍ୱାମୀକୁ ଶୁଭିଲାନି ନିଜ ସ୍ତ୍ରୀର କାନ୍ଦ ଓ ଛୁଆର ଡାକ । ଏଭଳି ଏକ ସଂବେଦନଶୀଳ ଘଟଣା ଘଟିଛି ମୟୁରଭଂଜ…

ମୟୁରଭଞ୍ଜ: ଟ୍ରକ ଧକ୍କାରେ ୨୦ଫୁଟ ତଳକୁ ଖସିଲା ବାଇକ, ରକ୍ଷା ପାଇଗଲେ ମା ଓ ପୁଅ

ରାଇରଙ୍ଗପୁର (କେନ୍ୟୁଜ) :  ଟ୍ରକ ଧକ୍କାରେ ୨୦ଫୁଟ ତଳକୁ ଖସିଲା ବାଇକ ।  ଅଳ୍ପକେ ବର୍ତିଲେ ମା ପୁଅ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ୪୯ନ ମ୍ବର ଜାତୀୟ ରାଜପଥରେ । ବିଶୋଇ ବାଙ୍କିଡ଼ିହି ଗ୍ରାମରୁ ମା ପୁଅ ବାଇକ ଯୋଗେ ଯଶିପୁରକୁ ଯାଉଥିବା ବେଳେ ଏକ…

ମୟୂରଭଞ୍ଜ:ରାଇରଙ୍ଗପୁର ମୁର୍ମୁ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ମୟୂରଭଞ୍ଜ(କେନ୍ୟୁଜ୍): ରାଇରଙ୍ଗପୁର ମୁର୍ମୁ ଛକରେ ଟାଟା ଆରିସ ଓ ବାଇକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବହଳଦା କଲୋନୀ ସାହିର ଡମ୍ବରୁଧର ମୁଖୀ । ଡ୍ୟୁଟି ସାରି ଶଶୁର ଘର ଚମ୍ପାଉଦାକୁ ଯାଉଥିବା ବେଳେ ରାଇରଙ୍ଗପୁର ଟାଉନ ଥାନା ମୁର୍ମୁ…

ଶୁଣିଲାଣି ପ୍ରଶାସନ: ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ ଗାଁ ଲୋକେ

ରାଇରଙ୍ଗପୁର(କେନ୍ଯୁଜ୍): ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି I କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ I ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ…

ରାଇରଙ୍ଗପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ଟି ବଡ଼ ଘୋଷଣା

ରାଇରଙ୍ଗପୁର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଇରଙ୍ଗପୁରରେ ସବ୍ଡିଭିଜନାଲ ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ । ପିପିପି ମୋଡରେ ହସ୍ପିଟାଲର ନିର୍ମାଣ କରାଯିବ । ସେହିପରି କ୍ରୀଡ଼ାର ବିକାଶ ପାଇଁ ଷ୍ଟାଡିୟମ କରାଯିବ । ରାଇରଙ୍ଗପୁର…