Below header
Browsing Tag

rajya sabha

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା, ୧୭ବର୍ଷ ମଧ୍ୟରେ ସବୁଠୁ ଶ୍ରେଷ୍ଠ ଅଧିବେଶନ ଥିବା କହିଲେ…

ନୂଆଦିଲ୍ଲୀ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ରାଜ୍ୟସଭା। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ଏନେଇ ଘୋଷଣା କରିଛନ୍ତି । ଚଳିତ ଅଧିବେଶନରେ ୩୫ଟି କାର୍ଯ୍ୟଦିବସ ରହିଥିଲା। ଏଥିରେ ୩୨ଟି ବିଲ ଗୃହୀତ ହୋଇଛି। ଚଳିତ ଅଧିବେଶନରେ ତିନି ତଲାକ ସଂଶୋଧନ ବିଲ, ୟୁଏପିଏ ସଂଶୋଧନ ବିଲ,…

କଶ୍ମୀର ସହିତ ଥିଲା ବିଜୁ ପଟ୍ଟନାୟକଙ୍କ ସମ୍ବେଦନଶୀଳତା,  ରାଜ୍ୟ ସଭାରେ ପ୍ରସଙ୍ଗ ଉଠାଇାଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଓ ଏହାର ବିଭାଜନ ବିଲ୍‌କୁ ସମର୍ଥନ କରିଛି ବିଜେଡି। ଧାରା ୩୭୦ ଉଚ୍ଛେଦ ନେଇ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଜମ୍ମୁ କଶ୍ମୀର ଏବେ ଭାରତର ଏକ ଅଂଶ ବିଶେଷ ହୋଇଛି। ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଦେଶର ଅଖଣ୍ଡତା ଓ ଏକତାକୁ ଦଳ…

ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ରାଜ୍ୟସଭାରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଧାରା ୧୭୬ ଅଧିନରେ ଦେଶରେ ନିର୍ବାଚନ ସଂସ୍କାର ପାଇଁର ଆବଶ୍ୟକତା ନେଇ ୧୪ଟି ରାଜନୈତିକ ଦଳ ଆଲୋଚନା ପାଇଁ ନୋଟିସ ଦେଇଛନ୍ତି। ଏଥିରେ ନିର୍ବାଚନ ବଣ୍ଡ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ…

ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରାର୍ଥୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରାର୍ଥୀ । ବିଜେଡିର ଦୁଇ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ । ସେହିପରି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି…

ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନ, ସବୁ ସାଂସଦଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ(କେନ୍ୟୁଜ୍) : ସଂସଦର ଉଭୟ ଗୃହର ମିଳିତି ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍‌ବୋଧନ। ସେଣ୍ଟ୍ରାଲ ହଲ୍‌ରେ ରାଷ୍ଟ୍ରପତି ସମ୍ବୋଧନ କରି ସବୁ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବବର୍ଷ ଅପେକ୍ଷା ଏଥର ଅଧିକ ମହିଳା ଭୋଟ ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପୁରା…

ରାଜ୍ୟସଭା ରେସ୍‌, କାହାକୁ ମନୋନୀତ କରିବେ ବିଜେଡି ସୁପ୍ରିମୋ ?

ଭୁବନେଶ୍ବର : ରାଜ୍ୟସଭା ରେସ୍‌ । ରାଜ୍ୟସଭାରେ ଖାଲି ପଡ଼ିଥିବା ଓଡ଼ିଶାର ୩ ଆସନ ପାଇଁ ଜୁଲାଇ ୫ରେ ଉପନିର୍ବାଚନ ହେବ । ରାଜ୍ୟସଭା ସଦସ୍ୟ ପଦରୁ ଡକ୍ଟର ଅଚ୍ୟୁତ ସାମନ୍ତ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି…

ରାଜ୍ୟସଭା ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ, କାବେରୀ ପ୍ରସଙ୍ଗରେ ଏଆଇଏଡିଏମକେ ସାଂସଦଙ୍କ ହଙ୍ଗାମା

ରାଜ୍ୟସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବୀ । କାବେରୀ ବିବାଦରେ ଏଆଇଏଡିଏମରେ ସାଂସଦ ମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି। ଆଜି ଗୃହରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍‌ ଉପରେ ଆଗତ ହେବାର ରହିଛି। ଗୃହ କାର‌୍ୟ୍ୟ ସ୍ୱାଭାବିକ…