Browsing Tag

Rakhi Festival

ଖାଦ୍ୟ ଶସ୍ୟରେ ତିଆରି ହୋଇଛି ରାଖି, ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଛନ୍ତି ମହିଳା

ଜଳେଶ୍ୱର: ରାତି ପାହିଲେ ଗହ୍ମା ପୂର୍ଣିମା ବା ରାଖି ପୂର୍ଣ୍ଣିମା । ଏନେଇ ବଜାରରେ ବିକ୍ରି ହେଉଛି ଭଳିକି ଭଳି ରାଖି । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ଡୋରି । ସେଥିପାଇଁ ବଜାରରେ ବସିଛି ବିଭିନ୍ନ ରାଖି ଷ୍ଟଲ ଆଉ ବିକ୍ରି ହେଉଛି ବିଭିନ୍ନ ଡିଜାଇନର ରାଖି । କିନ୍ତୁ ସବୁ ରାଖି ଭିତରେ…

ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କୁ ରାକ୍ଷୀ ପଠାଇଲେ ଛାତ୍ରୀମାନେ

ଯାଜପୁର ଟାଉନ୍‌: ଆସୁଛି ରାକ୍ଷୀ ପୂଣ୍ଣମୀ । ସ୍ନେହ ଓ ବନ୍ଧନର ପର୍ବ ଏହି କ୍ଷାବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଂଚଳ । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇର ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁ ମାନେ ଦେଶର ସୁରକ୍ଷା…

ରାକ୍ଷୀ ପୂର୍ଣ୍ଣିମାରେ ଭାଇର ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଗ୍ୟ ଦୂର ହେବ ସବୁ ସଂକଟ

ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଦେଇଥାଏ ଏହି ରାକ୍ଷୀ । ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ଏହି ଦିନରେ ସବୁ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଆଉ…

ଚିନ୍ତାରେ ଜଟଣୀ ରାକ୍ଷୀ ବ୍ଯବସାୟୀ, କରୋନା ଛଡାଇ ନେଇଛି ରୋଜଗାର

ଖୋର୍ଦ୍ଧା: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା। ଭଉଣୀଟିଏ ବର୍ଷକୁ ଥରେ ତାର ଭାଇ ହାତରେ ରାକ୍ଷୀ ସ୍ୱରୁପ ରକ୍ଷା କବଚ ଟିଏ ବାନ୍ଧିବା ପାଇଁ ଅନେଇ ବସିଥାଏ । ମାତ୍ର ପ୍ରତେକ ବର୍ଷ ଭଳି ଚଳିତ ବର୍ଷର ସବୁ ପର୍ବ ପର୍ବାଣୀକୁ କରୋନା ମହାମାରୀର ନଜର ଲାଗିଯାଇଛି। ଏହି ମହାମାରୀ ପ୍ରଭାବରେ ରାକ୍ଷୀ…

ପରମ୍ପରାରେ ଆଦିବାସୀଙ୍କ ରକ୍ଷା ବନ୍ଧନ, ଏପରି କରିଥାନ୍ତି ପ୍ରକୃତିର ପୂଜା

ରାକ୍ଷୀପୂର୍ଣ୍ଣିମା ଭାରତୀୟ ସଂସ୍କୃତି ର ମହାନ ପରମ୍ପରା। ଭାଇ ର ଶୁଭ ମନାସି ହାତରେ ରାକ୍ଷୀ ବାନ୍ଧି ଦେଈଥାଏ ଭଉଣୀ। ବଦାପନା ପରେ ଫୁଲ ଚନ୍ଦନ ଲଗାଇ ଭଉଣୀ ଭାଇ ହାତରେ ସଂପର୍କର ଡୋରି ବାନ୍ଧି ଦେଇଥାଏ। ପ୍ରତିବଦଳ ରେ ଭଉଣୀ ଙ୍କୁ ସୁରକ୍ଷାର ପ୍ରତିଶୃତି ଦେଇଥାଏ ଭାଇ। କିନ୍ତୁ ରାକ୍ଷୀ…

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଶୁଭ ସଂଯୋଗ, ଯେ କୌଣସି ସମୟରେ ବାନ୍ଧି ପାରିବେ ରାକ୍ଷୀ

ଖୁବ୍ ଶୀଘ୍ର ଆସୁଛି ଭାଇ ଭଉଣୀର ପବତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତା ୧୫ ଅଗଷ୍ଟ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ସବୁ ଭଉଣୀମାନେ ଶ୍ରାବଣ ମାସର ପୂର୍ଣ୍ଣିମାକୁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଗୁରୁବାରେ ପଡୁଥିବାର ଅନେକ ଶୁଭ…