ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ, ଉଠା ଦୋକାନ ହଟାଯିବା ପରେ ରାତିରେ କରାଯିବ ଅନ୍ଲୋଡ୍
ପୁରୀ(କେନ୍ୟୁଜ): ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡରୁ ଆସିଛି ଏକ ଟ୍ରକରେ ୧୮ଟି କାଠ। ୧୨ ଫୁଟିଆ ଅସନ କାଠ ୫ଟି ଓ ୧୩ଟି ୨୦ ଫୁଟିଆ ଧଉରା କାଠ ପହଞ୍ଚିଛି । ବସନ୍ତ ପଞ୍ଚମୀରେ ରଥ ନିର୍ମାଣର ଆଦ୍ୟ ପର୍ବ…