Browsing Tag

ratha yatra 2020

ଆଜି ନିଳାଦ୍ରୀବିଜେ, ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି; ଆଜି ରାତିରୁ ଆଉ ଟିଭିରେ ବି ଦେଖି ପାରିବା ନାହିଁ…

ପୁରୀ: ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ। ଘୋଷଯାତ୍ରାର ଅନ୍ତିମ ପର୍ବ । ଏହି ଅବସରରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଆଜି ଗୋଟି ପହଣ୍ଡି କରି…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଦେବାଦେବୀଙ୍କ ସମେତ ଚଣ୍ଡୀ, ଚାମୁଣ୍ଡାଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ ଏହି ପଣା

ପୁରୀ: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସଂପନ୍ନ ହେବ । ପ୍ରତ୍ୟେକ ରଥରେ ୩ଟି ଲେଖାଏଁ ରଥର ଚୁମ୍ବିତ ମାଟି ହାଣ୍ଡିରେ ପଣା ଭୋଗ କରାଯିବ। ପରେ ଏହି ଭୋଗ ହୋଇଥିବା ପଣାର ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବ। ମହାପ୍ରଭୁଙ୍କୁ ପଣା ଲାଗି…

ନବ ଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ

ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା ।  ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ ଏହାରି ଭିତରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି…

ଆଜି ପବିତ୍ର ହେରାପଞ୍ଚମୀ, ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା’ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ମହାପ୍ରଭୁ ଜଗନ୍ନାଥଙ୍କ ରଥ ଭାଙ୍ଗିବେ ଅଭିମାନୀ ମା' ଲକ୍ଷ୍ମୀ ଠାକୁରାଣୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଘୋଷଯାତ୍ରାରେ ନିଜ ପ୍ରାଣପ୍ରିୟା ପତ୍ନୀ ମା ଲକ୍ଷ୍ମୀଙ୍କୁ ଛାଡ଼ି ଜନ୍ମବେଦୀଙ୍କୁ ଆସିଛନ୍ତି । ଏଥିପାଇଁ ମା' ଠାକୁରାଣାୀ ମହାପ୍ରଭୁଙ୍କ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ…

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି: ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସହ ବାହାରିବ ଆଡ଼ପ ଅବଢ଼ା

ପୁରୀ: ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ…

ନୀଳଜଳ ରାଶି ମଧ୍ୟରେ ନିଆର ଢଙ୍ଗରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକାର ଲବଣାକ୍ତ ନୀଳଜଳ ରାଶି ମଧ୍ୟରେ କାଙ୍କଣ କୂଦ ଯାହା କାଙ୍କଣ ଶିଖରୀ ରୂପେ ପରିଚିତ । ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ। ଏବର୍ଷ ମହାମାରୀ…

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା ଆରମ୍ଭ, ବଡଦାଣ୍ଡରେ ଗଡିଲା ରଥ

ପୁରୀ: ବଡଦାଣ୍ଡରେ ଗଡିଲା ରଥ । ପ୍ରଥମେ ବଡ ପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଛି। ବିନା ଭକ୍ତରେ ଆଗକୁ ଆଗକୁ ଗଡି ଚାଲିଛି ରଥ । ଆଗେ ଆଗେ ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ୱଜ…

ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ତିନି ରଥରେ ଛେରା ପହଁରା କଲେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ।  ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଯାହା ରଥଯାତ୍ରାର ଏକ ପ୍ରମୁଖ ନୀତି । ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ଛେରାପହଁରା…

ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ, ଉତ୍ସବ ମୁଖରିତ ହୋଇ ଉଠିଛି ଶ୍ରୀକ୍ଷେତ୍ର

ପୁରୀ: ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି । କଡ଼ା କଟକଣା ଭିତରେ ଆରମ୍ଭ ହୋଇଯାଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ…

ଆଜି ରଥଯାତ୍ରା: ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଶେଷ ହେବାପରେ ଚାଲିଛି ବଳଭଦ୍ରଙ୍କ ପହଣ୍ଡି ବିଜେ

ପୁରୀ: ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ ମହାପ୍ରଭୁଙ୍କର…