Below header
Browsing Tag

ravichandran ashwin

ଅଶ୍ୱିନ୍‌ ଏବେ ୫ ଶହ କ୍ଲବରେ, ହେଲେ ତାଙ୍କ ପାଇଁ କଟିଲା ୫ ରନ୍‌

ରାଜକୋଟ : କିଛି ସଫଳତା ଆଉ କିଛି ବିଫଳତା ଭିତରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଛି ତୃତୀୟ କ୍ରିକେଟ୍‌ ଟେଷ୍ଟ ମ୍ୟାଚ୍‌ । ଭାରତର ଭେଟେରାନ୍‌ ସ୍ପିନର ରବି ଚନ୍ଦ୍ର ଅଶ୍ୱିନ୍‌ ଆଜି ଟେଷ୍ଟ କ୍ୟାରିୟରରେ ୫୦୦ ଓ୍ଵିକେଟ୍‌ ପୂରଣ କରିଛନ୍ତି । ସେ ଓପ୍ନର ଜ୍ୟାକ କ୍ରଲୀଙ୍କୁ ଆଉଟ୍‌ କରି ଏହି ସଫଳତା…

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ, ଲକ୍ଷ୍ନୌ ପିଚ୍‌ ପାଇଁ ଦିଆଯିବ ପ୍ରାଥମିକତା

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଲକ୍ଷ୍ନୌରେ ବିଶ୍ୱକପ ୨୦୨୩ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଟିମର ଚିନ୍ତା ବଢିଯାଇଛି । ଟିମ୍‌ ଏବେ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ୫ଟି ଯାକ ମ୍ୟାଚ୍‌ ଖେଳି ସବୁ ଜିତିଛି । ତେବେ ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା…

କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ, ଅଷ୍ଟ୍ରେଲିଆ ବିପକ୍ଷରେ ନେଲେ ସବୁଠାରୁ ଅଧିକ ଓ୍ଵିକେଟ

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଜିତିସାରିଛି । ଏହି ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ସହିତ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ବେଶ୍‌ ଭଲ ରହିଥିଲା । ଏହି ମ୍ୟାଚରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୭ ଓଭରରେ ୪୧ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ଆଉ ଏହି ମ୍ୟାଚରେ ନିଜ ନାମରେ ଏକ ରେକର୍ଡ…

ଟେଷ୍ଟ କ୍ରିକେଟରେ ଅଶ୍ୱିନଙ୍କ ରେକର୍ଡ, ୭୦୦ ଓ୍ଵିକେଟ ନେବା ସହିତ ବାପ-ପୁଅଙ୍କୁ ଟେଷ୍ଟ ମ୍ୟାଚରେ କଲେ ଆଉଟ୍‌

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମ ଦିନରେ ବିପକ୍ଷ ଟିମକୁ ଧୂଳି ଚଟାଇଛି ରୋହିତ ଶର୍ମାଙ୍କ ଟିମ୍‌ । ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଛନ୍ତି । େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪.୩ ଓଭରରେ ୧୫୦ ରନ୍‌ କରି ଅଲଆଉଟ୍‌ ହୋଇଛି…

WTC ଫାଇନାଲ ପରେ ମୁହଁ ଖୋଲିଲେ ଅଶ୍ବିନ, କହିଲେ କାହିଁକି ଦଳରେ ମିଳିଲାନି ସ୍ଥାନ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍‌ରେ ହାରିବା ପରେ ଅନେକ ସମାଲୋଚନାର ଶିକାର ହୋଇଛି ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ହାରିବା ପରେ କାହିଁକି ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଫାଇନାଲ ଏକାଦଶରେ ସ୍ଥାନ ମିଳିଲା ନାହିଁ ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।  ଅଶ୍ବିନଙ୍କୁ…

ICC Test Ranking : ୧ ନଂ ସ୍ଥାନ ବଜାୟ ରଖିଲେ ଅଶ୍ବିନ, ରାହାଣେ- ଶାର୍ଦ୍ଦୁଳ ମଧ୍ୟ ଉପରକୁ ଉଠିଲେ

ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ନ ମିଳିବା ପରେ ଅନେକ ଚର୍ଚ୍ଚା ମଧ୍ୟରେ ଟେଷ୍ଟ ବୋଲିଂ ର‍୍ୟାଙ୍କିଂରେ ୧ ନଂ ସ୍ଥାନ ହାସଲ କରିଛନ୍ତି । ଟେଷ୍ଟ ର‍୍ୟାଙ୍କିଂରେ ତାଙ୍କ ସ୍କୋର ୮୬୦ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେମସ ଆଣ୍ଡରସନ ୮୫୦ ସ୍କୋର, ତୃତୀୟ ସ୍ଥାନରେ…

WTC ଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା, ଅଶ୍ୱିନୀ ହେଲେ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ମାସ ୭ ତାରିଖରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । WTC ଫାଇନାଲ ପାଇଁ ଦୁଇଟି ଯାକ ଟିମ୍‌ ଘୋଷଣା ହୋଇସାରିଛି । ଏହା ମଧ୍ୟରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଝଟକା । ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଅଶ୍ୱିନ, ଆଇସିସି ଟେଷ୍ଟ ରାଙ୍କିଂରେ ହାସଲ କଲେ୧ ନଂ ସ୍ଥାନ

ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋରରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରେକର୍ଡ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଂର ୧ନଂ ସ୍ଥାନରେ ପହଞ୍ଚିଛନ୍ତି ଅଶ୍ୱିନ । ଆଜି ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଂରେ ଅଶ୍ୱିନ ୨ଟି ସ୍ଥାନ…

ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କର ଆଉ ଏକ ଉପଲବ୍ଧି, ‘ପ୍ଲେୟର ଅଫ୍‌ ଦ ମନ୍ଥ’ ଭାବେ ଚୟନ କଲା ଆଇସିସି

ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କୁ ମିଳିଲା ଆଉ ଏକ ଟାଇଟଲ୍‌। ତାଙ୍କୁ ଫେବ୍ରୁୟାରୀ ମାସ ପାଇଁ ଆଇସିସି ପୁରୁଷ ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି। ସେହିପରି ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ ଟେମି ବ୍ୟୁମୋଣ୍ଟଙ୍କୁ ମହିଳା ପ୍ଲେୟର ଅଫ୍‌ ଦ ମନ୍ଥ ଚୟନ କରିଛନ୍ତି।…

ଚେନ୍ନାଇ ଟେଷ୍ଟରେ ନିଜ ନାମରେ ରେକର୍ଡ କଲେ ଅଶ୍ବିନ, ହରଭଜନଙ୍କୁ ପଛରେ ପକାଇଲେ

ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ମ୍ଯାଚର ଦ୍ବିତୀୟ ଦିନରେ ଅଶ୍ବିନଙ୍କ ଜଲୱା ଦେଖିବାକୁ ମିଳିଛି। ଅଶ୍ବିନଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ। ଯାହାଫଳରେ ଭ୍ରମଣକାରୀ ଦଳ ମାତ୍ର ୧୩୪ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଅଶ୍ବିନ…

କ୍ରିକେଟର ଜୟସୂରିୟାଙ୍କର ମିଥ୍ୟା ମୃତ୍ୟୁ ଖବରକୁ ସତ ଭାବି ବସିଲେ ଏହି ଭାରତୀୟ ଖେଳାଳି

ଶ୍ରୀଲଙ୍କାର ପୂର୍ବତନ ଖେଳାଳି ତଥା ଅଧିନାୟକ ସନଥ ଜୟସୂରିୟାଙ୍କର ମିଥ୍ୟ ମୃତ୍ୟୁ ଖବର ଆସିବା ପରେ ତାହା ନିଆଁ ଭଳି ବ୍ୟପି ଯାଇଥିଲା। କୌଣସି ନ୍ୟୁଜ୍ ମିଡିଆ ଏହି ସମ୍ବନ୍ଧୀୟ କୌଣସି ସୂଚନା ପ୍ରଦାନ କରିନଥିଲେ ମଧ୍ୟ ଖବରଟି ସୋସିଆଲ ମିଡିଆରେ ବ୍ୟପୁଥିବାରୁ ଏହାକୁ କିଛି ଲୋକ ସତ ମାନିନେଇଥିଲେ।…

ଅଶ୍ୱିନ୍‌ ଆହତ : ପ୍ରଥମ ଟେଷ୍ଟ ପୂର୍ବରୁ ଭାରତ ପାଇଁ ଚିନ୍ତା

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ । ତେବେ ତା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଦଳର ପ୍ରମୁଖ ସ୍ପିନ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ଆହତ ହୋଇଛନ୍ତି । ଚେମସଫୋର୍ଡ଼ରେ ଏସେକ୍ସ ସହ ଚାଲିଥିବା ଅଭ୍ୟାସ ମ୍ୟାଚ୍ର ଦ୍ୱିତୀୟ ଦିନରେ ଅଶ୍ୱିନ୍‌ ଆହତ…