Browsing Tag

RBI NEWS

RBI ଅଫିସ୍‌କୁ ବୋମାରେ ଉଡ଼ାଇଦେବାକୁ ଧମକ, ଇ-ମେଲ୍‌ ପଠାଇ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବି

ମୁମ୍ବାଇସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଫିସ୍‌କୁ ମିଳିଛି ବୋମା ଧମକ। ଆରବିଆଇ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଛି। ଏଥିରେ କୁହାଯାଇଛି ଯେ ମୁମ୍ବାଇରେ ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇଛି। ଏହା ସହିତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ…

ଇଣ୍ଟରନେଟ ନଥିଲେ ମଧ୍ୟ ଏବେ କରିପାରିବେ ଡିଜିଟାଲ ପେମେଣ୍ଟ, RBI ଜାରି କଲା ନିୟମ

ଭାରତରେ ଅନେକ ସ୍ଥାନ ଏପରି ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନି। ସାଧାରଣତଃ ଗାଁ ମାନଙ୍କରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଗାଁ ସହ ତଳିଆ ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ଟ୍ରାଞ୍ଜାକସନ୍‌କୁ ବଢ଼ାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୋମବାର ଦିନ ନୂଆ ନିଷ୍ପତ୍ତି…

ପର୍ସନାଲ୍‌ ଲୋନ୍‌ ସୁଝିବାର ଅସୁବିଧା ଦୂର କରନ୍ତୁ, ଆର୍‌ବିଆଇ ଆପଣଙ୍କ ପାଇଁ ଆଣିଛି ନୂଆ ଯୋଜନା

ନୂଆଦିଲ୍ଲୀ : କରୋନା ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆଣିଛି ଓ୍ଵାନ୍‌ ଟାଇମ୍‌ ଲୋନ୍‌ ରିଷ୍ଟ୍ରକ୍‌ଚର ସ୍କିମ୍‌ । ଏହାର ଫାଇଦା ପର୍ସନାଲ୍‌ ଲୋନ୍‌ ନେଇଥିବା ଲୋକଙ୍କୁ ମଧ୍ୟ ମିଳିବ । ଉଦ୍ୟୋଗ ଜଗତ କିଛି ଦିନ ଧରି ଏହି ସୁବିଧା ପାଇବା…

ସବୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର, ଏଣିକି ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଏଟିଏମରେ ଟଙ୍କା ନରହିଲେ ବ୍ୟାଙ୍କ…

ବ୍ୟାଙ୍କ ମାନଙ୍କ ମନମୁଖି କାମକୁ ଦେଖି ଆରବିଆଇ ଆଣିଛି ନୂଆନିୟମ। ଏଣିକି ବ୍ୟାଙ୍କର ଏଟିଏମ ଗୁଡିକ ଆଉ ଗ୍ରାହକଙ୍କୁ ହନ୍ତସନ୍ତ କରିପାରିବେନାହିଁ । ଅନେକ ସମୟରେ ଦେଖାଯାଇଛି ଯେ, ଏଟିଏମ ଗୁଡିକରେ ଟଙ୍କା ନଥିବା ଲେଖା ଝୁଲାଯାଇ ଏଟିଏମକୁ ବନ୍ଦ କରିଦିଆଯାଉଛି। ଯେଉଁଥିପାଇଁ ଲୋକମାନଙ୍କ…

କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କା ଦେବ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଦେବ ୨୮ ହଜାର କୋଟି ଟଙ୍କା । ମଧ୍ୟବର୍ତ୍ତୀ କାଳୀନ ଡିଭିଡେଣ୍ଡ ଭାବେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଏହି ଅର୍ଥ ଦେଉଛି । ଆଜି ଏଠାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ ପୂର୍ବରୁ…