IPL 2023 : ବିରାଟ ଓ ଫାପ୍ ଡୁପ୍ଲେସିସ୍ଙ୍କ କମାଲ, ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇଲା ବାଙ୍ଗାଲୋର
ଆଇପିଏଲ୍ରେ ବିରାଟ କୋହଲିଙ୍କ ଦମ୍ଦାର ଶତକ । ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଲା ବାଙ୍ଗଲୋର। ବିରାଟ କୋହଲିଙ୍କ ଶତକ ଓ ଡ୍ୟୁପ୍ଲେସିସଙ୍କ ୭୧ରନ୍ ବଳରେ ଜିତିଲା RCB । ୬୩ଟି ବଲ୍ ଖେଳି ୪ଟି ଛକା ଓ ୧୨ଟି ଚୌକା ସହ ଶତକ ହାସଲ କରିଥିଲେ ବିରାଟ…