Browsing Tag

RCB

ଅନୁଷ୍କା ନୁହେଁ ବିରାଟଙ୍କୁ ଡ୍ୟାନ୍ସ ଶିଖାଇଲେ ଚହଲଙ୍କ ପତ୍ନୀ ଧନଶ୍ରୀ, ଭିଡିଓ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନିକଟରେ ନିଜର ହୁକ୍‌ ଷ୍ଟେପ୍‌ ଚ୍ୟାଲେଞ୍ଜ ଭିଡିଓ ସେୟାର କରିଥିଲା। ଯେଉଁଥିରେ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ, ଏବି ଡିଭିଲିୟର୍ସ, ଦେବଦତ୍ତ ପାଡିକଲ, ଗ୍ଲେନ ମ୍ୟାକ୍ସେଓ୍ଵଲ, ମହମ୍ମଦ ସିରାଜ ପ୍ରମୁଖ ଖେଳାଳି ନଜର ଆସିଥିଲେ। ଏହି ଭିଡିଓରେ ବିରାଟ…

କ୍ରିକେଟକୁ ଅଲ୍‌ବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ, ଛାଡ଼ିଲେ ସବୁ ଫର୍ମାଟ୍‌

କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ। ସେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଏବି ପୂର୍ବରୁ ହିଁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ। କିନ୍ତୁ ଏବେ ସେ ଆଇପିଏଲ୍‌ ଭଳି ଲିଗ୍‌ରେ ମଧ୍ୟ ଆଉ…

RCB କୁ ପୁଣି ଝଟକା, ଦେବଦତ୍ତଙ୍କ ପରେ ଡାନିଏଲ ସାମ୍ସ କରୋନା ସଂକ୍ରମିତ

ଆଉ ଦିନକ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ RCB କୁ ଲାଗିଛି ବଡ଼ ଝଟକା । ଆରସିବିର ଷ୍ଟାର୍ ଖେଳାଳି ଦେବଦତ୍ତ ପାଡିକିଲ କରୋନା ପଜିଟିଭ ଚିହ୍ନଟ ପରେ ଡାନିଏଲ୍ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ…

ଆଇପିଏଲ ଉପରେ କରୋନା ପ୍ରଭାବ, ଅକ୍ଷର ପଟେଲଙ୍କ ପରେ RCB ର ଦେବଦତ୍ତ ପାଡିକଲଙ୍କୁ କରୋନା

ଆଇପିଏଲ ସିଜିନ ୧୪ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି। ଆଉ ମାତ୍ର ୫ ଦିନ ବାକି ରହିଥିବା ଏହି ମହାକୁମ୍ଭ ପୂର୍ବରୁ କରୋନା ବିପଦ ବଢିବାରେ ଲାଗିଲାଣି । ପ୍ରଥମେ ଦିଲ୍ଲୀ କ୍ଯାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ ଆଉ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ଖେଳାଳି ଦେବଦତ୍ତ ପାଡିକଲ…

RCBର ଜିତରେ ଅନୁଷ୍କା ଶର୍ମା ଲେଖିଲେ “ଗର୍ଭବତୀ ମହିଳାଙ୍କ ପାଇଁ ରୋମାଞ୍ଚକ ଖେଳ”

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ସୁପର ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି । ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ଆରସିବି ଦଳର ଅଧିନାୟକ ଅଛନ୍ତି । ଡି ଭିଲିୟର୍ସଙ୍କ ସହ କୋହଲି ଶେଷ ଓଭରରେ ଆସି ସୁପର ଓଭରରେ ତାଙ୍କ ଦଳ…

ଟିମର ଲୋଗୋକୁ ନେଇ ନିଜ ନିଜ ଭିତରେ ସଂଘର୍ଷ କଲେ IPLର ଦୁଇ ‘ରୟାଲ ଟିମ’, ଜାଣନ୍ତୁ କେଉଁଠୁ ଆରମ୍ଭ ହେଲା…

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର 2020 ସିଜନର କାର୍ଯ୍ୟସୂଚୀ ପ୍ରକାଶ ପାଇବା ମାତ୍ରେ ଲିଗର ଦୁଇଟି ରୟାଲ୍ ଟିମ ଅର୍ଥାତ୍ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲୋଗୋର ବ୍ୟବହାରକୁ ନେଇ ନିଜ ଭିତରେ ସଂଘର୍ଷ କରିଥିଲେ । ତେବେ ଏହି ଲଢେଇ କୌଣସି କୋର୍ଟ-କୋର୍ଟରେ ନଥିଲା,…