Browsing Tag

realme smartphone

ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣନ୍ତୁ, ଜାଣନ୍ତୁ ମୂଲ୍ୟ ଏବଂ ଫିଚର

Realme C55 ସ୍ମାର୍ଟଫୋନ କିଛି ମାସ ପୂର୍ବରୁ ଭାରତରେ ଲଞ୍ଚ ହୋଇଛି । ଅନଲାଇନ ସପିଂ ପ୍ଲାଟଫର୍ମରୁ ଏହି ଫୋନକୁ ଶସ୍ତାରେ କିଣିବାର ସୁଯୋଗ ମିଳୁଛି । କମ୍ପାନୀ ଦ୍ୱାରା 64MP କ୍ୟାମେରା, 8GB RAM, 5000mAh ବ୍ୟାଟେରୀ, 33W ଫାଷ୍ଟ ଚାର୍ଜିଂ ସହିତ ଏହି Realme ଫୋନ ଆରମ୍ଭ କରାଯାଇଛି । ତେବେ…

Realme ସ୍ମାର୍ଟଫୋନ୍‌ ଉପରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ! ସେଲ୍‌ର ଶେଷ ୩ ଦିନ; ଅତି ଶସ୍ତାରେ ଉଠାନ୍ତୁ…

ଅନଲାଇନ ଶପିଙ୍ଗ୍‌ େଓ୍ଵବସାଇଟ ଫ୍ଲିପକାର୍ଟରେ ବିଗ୍‌ ବିଚତ୍‌ ଧମାଲ (Flipkart Big Bachat Dhamal) ସେଲ୍‌ ଚାଲିଛି। ଏହି ସମୟରେ ବାକି କମ୍ପାନୀଗୁଡ଼ିକ ଭଳି realme ମଧ୍ୟ ସ୍ମାର୍ଟଫୋନ ଉପରେ ଭାରି ଡିସ୍‌କାଉଣ୍ଟ ଦେଉଛି। ଗ୍ରାହକ realme େଓ୍ଵବ୍‌ସାଇଟ ଜରିଆରେ ମଧ୍ୟ ଅଫର୍‌ର ଲାଭ ଉଠାଇ…

ମାତ୍ର ୮ ହଜାର ଟଙ୍କାରେ କିଣନ୍ତୁ Realmeର 6000mAh ବ୍ୟାଟେରୀଯୁକ୍ତ ସ୍ମାର୍ଟଫୋନ, ବଢ଼ିଆ ଫିଚର୍ସ ସହିତ ରହିଛି…

ଫ୍ଲିପକାର୍ଟରେ ଆଜି ଠାରୁ ରିୟଲମି ଡେଜ ସେଲ୍ ଆରମ୍ଭ ହେଉଛି। ସେଲ୍‌ରେ ରିୟଲମିର ପ୍ରଡକ୍ଟସରେ ଭଲ ଡିସକାଉଣ୍ଟ ଦିଆଯାଉଛି। ଏହି ଡିସକାଉଣ୍ଟ ପରେ ଆପଣ ପ୍ରଡକ୍ଟସକୁ ବହୁତ କମ୍ ଦାମରେ କିଣିପାରିବେ। ଏହି ସେଲ୍‌ରେ ମିଳୁଥିବା କିଛି ବେଷ୍ଟ ଡିଲ୍ସ ବିଷୟରେ ଆପଣଙ୍କୁ ଜଣାଇବୁ। ଯେଉଁଠି ରିୟଲମିର…

ଆଜି ଲଞ୍ଚ ହେଉଛି Realme C12 ଏବଂ Realme c15, 6000mAh ବ୍ୟାଟେରୀ ସହିତ ରହିଛି ଖାସ ଫିଚର୍ସ

ରିଅଲମି ଆପଣ ମାନଙ୍କ ପାଇଁ ନେଇ ଆସିଛି ଖାସ ଫିଚର ବିଶିଷ୍ଟ ସ୍ମାଟଫୋନ । ଅଗଷ୍ଟ ୧୮ ତାରିଖରେ ରିଏଲମି କମ୍ପାନୀ କେବଳ ଗୋଟିଏ ନୁହେଁ, ଦୁଇ ଦୁଇଟି ସ୍ମାଟଫୋନ Realme C12 ଓ Realme C-15 ଭାରତରେ ଲଞ୍ଚ କରି ସାରିଛି । ଏହି ଦୁଇଟି ସ୍ମାଟଫୋନ ଏକ ର୍ଭଚୁଆଲ ଇଭେଣ୍ଟ ମାଧ୍ୟମରେ ଆଜି ଦିନ ୧୨:୩୦…

ଆଜି ଭାରତରେ ଲଞ୍ଚ୍‌ ହେବ Realme 6i, ଜାଣନ୍ତୁ କେତେ ରହିଛି ଦାମ ଆଉ କଣ ରହିଛି ଫିଚର୍ସ

ସ୍ମାଟଫୋନ ନିର୍ମାତା କମ୍ପାନୀ ପୁଣି ଥରେ ଆପଣଙ୍କ ପାଇଁ ନେଇ ଆସୁଛି ଖାସ ଫିଚର ଯୁକ୍ତ Realme 6i। ସର୍ବ ପ୍ରଥମେ ମିଆମାରରେ ଲଞ୍ଚ ହୋଇଥିବା 6i ସ୍ମାଟଫୋନ ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଫୋନରେ ୟୁଜର୍ସ ଜି ୯୦ଟି ପ୍ରୋସେସରର ଖାସ ମଜା ଉପଭୋଗ କରିପାରିବେ। ଏଥିରେ ରହିଛି…

ଦମଦାର କ୍ୟାମେରା ବିଶିଷ୍ଟ Realme C3 ଫୋନ ଆଜି ହେବ ଲଞ୍ଚ, କମ୍‌ ଦାମରେ ପାଇବେ ଜବରଦସ୍ତ ଫିଚର୍ସ

ଚାଇନା ଟେକ୍‌ କମ୍ପାନୀ ରିୟଲମି (Realme) ସି ସିରିଜର ଲାଟେଷ୍ଟ ଡିଭାଇସ୍‌ ସି୩ (Realme C3)କୁ ଆଜି ଭାରତରେ ଲଞ୍ଚ କରିବାକୁ ଯାଉଛି। ଏହାପୂର୍ବରୁ ରିୟଲମି ସି୩ ସହିତ ଜଡିତ ଅନେକ ରିପୋର୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଅନେକ ବିବରଣୀ ମିଳିଥିଲା ଯେ ଏଥିରେ ୟୁଜର୍ସଙ୍କୁ…