ଆଜି ଲଞ୍ଚ ହେଉଛି Realme C12 ଏବଂ Realme c15, 6000mAh ବ୍ୟାଟେରୀ ସହିତ ରହିଛି ଖାସ ଫିଚର୍ସ

ରିଅଲମି ଆପଣ ମାନଙ୍କ ପାଇଁ ନେଇ ଆସିଛି ଖାସ ଫିଚର ବିଶିଷ୍ଟ ସ୍ମାଟଫୋନ । ଅଗଷ୍ଟ ୧୮ ତାରିଖରେ ରିଏଲମି କମ୍ପାନୀ କେବଳ ଗୋଟିଏ ନୁହେଁ, ଦୁଇ ଦୁଇଟି ସ୍ମାଟଫୋନ Realme C12 ଓ Realme C-15 ଭାରତରେ ଲଞ୍ଚ କରି ସାରିଛି । ଏହି ଦୁଇଟି ସ୍ମାଟଫୋନ ଏକ ର୍ଭଚୁଆଲ ଇଭେଣ୍ଟ ମାଧ୍ୟମରେ ଆଜି ଦିନ ୧୨:୩୦ ଟାରେ ଲଞ୍ଚ ହୋଇସାରିଛି । ଏହି ଦୁଇଟି ଫୋନରେ ୬୦୦୦mAh ର ବ୍ୟାଟେରୀ ରହିବା ସହିତ ଅନେକ ଗୁଡାଏ ଖାସ ଫିଚର ମଧ୍ୟ ରହିଛି। ତେବେ କମ୍ପାନୀଏହା ପୂର୍ବରୁ Realme C12 ଏବଂ Realme C-15କୁ ଇଣ୍ଡୋନେସିଆରେ ମଧ୍ୟ ଲଞ୍ଚ କରିସାରିଛି । ଚାଲନ୍ତୁ ଏହି ସ୍ମାଟଫୋନର ଫିଚର ବିଷୟରେ କିଛି ଅଧିକ ଜାଣିବା ।

Realme c15 ର ଫିଚର

realme c14Realme C15ରେ 6.5 ଇଞ୍ଚର HD+ LCD ଡିସପ୍ଲେ ରହିଛି ଓ 20:9 ର ଅସ୍ପେକ୍ଟ ରେଶିଓ ରହିଛି ,ଯାହା ଦ୍ୱାରା ଆପଣ ବଡ ସ୍କ୍ରିନର ମଜା ନେଇ ପାରିବେ । ଏହି ସ୍ମାଟଫୋନରେ ହିଲିଓ ଜି35 ଚିପସେଟ ରହିଛି ,ଏହା ଆଣ୍ଡ୍ରୋଏଡ ୧୦ ଅପରେଣ୍ଟିଙ୍ଗ ସିଷ୍ଟମରେ କାମ କରିବ । ଏଥିରେ କ୍ଲାଡ ରିୟର କ୍ୟାମେରାର ସେବା ଉକଲବ୍ଧ ରହିଛି । ୧୩ ମେଗାପିକ୍ସଲର ପ୍ରାଇମେରି ଲେନ୍ସ , ୮ ମେଗାପିକ୍ସଲର ଅଲଟ୍ରା ଓ୍ଵାଇଡ ଆଙ୍ଗଲ ଲେନ୍ସ ଓ ୨ ମେଗାପିକ୍ସଲର ମେକ୍ରୋ ଲେନ୍ସ ସହିତ ବ୍ଲାକ ଆଣ୍ଡ ହ୍ଵାଇଟର ସେନ୍ସର ମଧ୍ୟ ଏଥିରେ ରହିଛି। ଏଥି ସହିତ ଏହି ସ୍ମାଟ ଫୋନରେ ୮ ମେଗାପିକ୍ସଲର ସେଲ୍ଫି କ୍ୟାମେରା ରହିଛି ଯାହା ସାହାଯ୍ୟରେ ଆପଣ ପରଫେକ୍ଟ ସେଲ୍ଫିର ମଜା ନେଇ ପାରିବେ। ଏହାର ଦାମ୍‌ ମାତ୍ର ଅନୁମାନ କରାଯାଉଛି ଯେ ଏହି ଫୋନର ଦାମ ୧୦ ରୁ ୧୫ ହଜାର ତାଙ୍କ ଭିତରେ ଆସିପାରେ।

Realme C12 ର ଫିଚର୍ସ 

realmec12ଡିସପ୍ଲେ : 6.5 ଇଞ୍ଚର ଏଚଡି IPS+LCD , ଏହା ଓ୍ଵାଟର ଡ୍ରପ

ପ୍ରୋସେସର : G35

ରାମ : ବେରିୟଟ 3GB ରାମ + 32 GB ସ୍ଟୋରେଜ

କ୍ୟାମେରା : ଟ୍ରିପଲ ରିୟର କ୍ୟାମେରା ସେଟଅପ । ୧୩ ମେଗାପିକ୍ସଲର ପ୍ରାଇମେରି ଲେନ୍ସ , ୨ ମେଗାପିକ୍ସଲର ଡେପ୍ଥ ସେନ୍ସର ଓ ୨ ମେଗାପିକ୍ସଲର ମେକ୍ରୋ ଲେନ୍ସ , ସେଲ୍ଫି ପାଇଁ ଏଥିରେ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।

ପାଓ୍ଵାର : 6000 mAhର ଦମଦାର ବ୍ୟାଟେରୀ

ଦାମ୍ ‌: ୧୦ ହଜାର

ଯଦି ଆପଣ ବି କମ ବଜେଟରେ ଭଲ ଆଉ ବଢିଆ ଫିଚର ବିଶିଷ୍ଟ ଫୋନ ଚାହୁଁଛନ୍ତି ତାହେଲେ ଏହି ଫୋନ ଆପଣଙ୍କ ପାଇଁ ବେସ୍ତ ହେବ।

Leave A Reply

Your email address will not be published.