ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏୟାରଟେଲ୍ ର ବଢ଼ିଆ ପ୍ଲାନ୍, ମିଳିବ OTT ଆପ୍ସର ମାଗଣା ସବସ୍କ୍ରିପସନ୍
ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଏୟାରଟେଲ୍ ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଅନେକ ପ୍ରକାରର ଶସ୍ତା ଏବଂ ଦାମୀ ରିଚାର୍ଜ ପ୍ଲାନ୍ ଦେଉଛି । କମ୍ପାନୀ ନିଜ ଗ୍ରାହକମାନଙ୍କ ସୁବିଧା ପାଇଁ ସବୁବେଳେ ନୂଆ ସର୍ଭିସ ଯୋଗାଉଛି । ବର୍ତ୍ତମାନ କମ୍ପାନୀ ଏଲନ ମସ୍କଙ୍କ ଷ୍ଟାରଲିଙ୍କ…