Browsing Tag

reduce weight

ବିନା ଜିମରେ କମାନ୍ତୁ ଓଜନ, ଘରୋଇ ଉପାୟରେ କମାନ୍ତୁ ପେଟର ଚର୍ବି

ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳି ପାରିନଥାଏ। ତେବେ ଆଜି ଆମେ ଆପଣଙ୍କୁ…

ସାଧାରଣ କ୍ଷୀର ଚା’ରେ ବି କମିବ ଓଜନ, ଜାଣନ୍ତୁ ଏହାକୁ ପିଇବାର ଠିକ୍‌ ସମୟ ଓ ଉପାୟ

ଓଜନ କମ୍‌ କରିବାକୁ ଚାହୁଁଥିଲେ ଆପଣ ଘରେ ତିଆରି ହେଉଥିବା ଚା’ ମଧ୍ୟ ପିଇପାରିବେ। ସାଧାରଣରେ ଏକ ଧାରଣା ରହିଛି ଯେ ଘରେ ତିଆରି ହେଉଥିବା କ୍ଷୀର ଚା’ ପିଇଲେ ଓଜନ କମିନଥାଏ, ବରଂ ବଢ଼େ। କିନ୍ତୁ ଏହା ଏକ ଭୁଲ ଧାରଣା। ଯଦି ଆପଣ ଠିକ୍‌ ଉପାୟରେ ଚା’ ପିଇବେ ତେବେ ଚା’ ଆପଣଙ୍କ ଓଜନକୁ କମ୍‌ ମଧ୍ୟ…

ବିନା ଏକ୍ସରସାଇଜ୍‌ରେ ଓଜନ କମାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏସବୁ ସହଜ ଟିପ୍ସ

ଓଜନ କମ୍‌ କରିବା କଥା ଆସିଲେ ସମସ୍ତେ ଏକ୍ସରସାଇଜ୍‌ ଓ ଡାଏଟ୍‌ କଣ୍ଟ୍ରୋଲ କରିବା କଥା କହିଥାନ୍ତି। କିନ୍ତୁ ବ୍ୟସ୍ତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଏସବୁ ଫଲୋ କରିବାରେ ବହୁ ସମସ୍ୟା ଉପୁଜେ। ଏଭଳି ସ୍ଥିତିରେ ଯଦି ଆପଣ କେବଳ ଖାଇବା ପିଇବା ଉପରେ ଧ୍ୟାନ ଦେଇପାରିବେ ତେବେ ଆଉ ଏକ୍ସରସାଇଜ୍‌ କରିବାର…

ଓଜନ କମାଇବାକୁ ଫଲୋ କରନ୍ତୁ କାକୁଡ଼ି ଡାଏଟ୍‌ ପ୍ଲାନ୍‌, ୧୫ ଦିନରେ କମିବ ୭ କେଜି ଓଜନ

ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଓଜନ କଣ୍ଟ୍ରୋଲ କରିବାକୁ ଏକ ଟାସ୍କ ଭାବେ ନିଆଯାଏ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ। ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ଖରାପ ଲାଇଫ୍‌ଷ୍ଟାଇଲ, ଭୁଲ ଖାଦ୍ୟପେୟ ଓ ବିଷାଦଗ୍ରସ୍ତ ଜୀବନ ବଞ୍ଚୁଛନ୍ତି। ଫଳରେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର…

ରାତିରେ ଖାଲି ପେଟରେ ଶୋଇବାରେ କମି ନ ଥାଏ ଓଜନ!

ଯେଉଁ ଲୋକ ରାତିରେ ଖାଲି ପେଟରେ ଶୋଇଥାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍‌ର ମାତ୍ରା କମ୍‌ ହେବାରେ ଲାଗିଥାଏ। ଏହାଦ୍ୱାରା ସେମାନଙ୍କୁ ନିଦ ମଧ୍ୟ ହୋଇ ନ ଥାଏ। ରାତିରେ ଖାଲି ପେଟରେ ଶୋଉଥିବା ଲୋକ ସବୁବେଳେ ଥକ୍କାପଣ ଅନୁଭବ କରନ୍ତି। ସେମାନଙ୍କୁ ଲାଗିଥାଏ, ତାଙ୍କ ଶରୀର ଦୁର୍ବଳ ହୋଇଯାଉଛି।…