Browsing Tag

relationship tips

ଶାରୀରିକ ସମ୍ପର୍କ ପରେ ମହିଳାମାନେ ଭୁଲରେ ବି କରନ୍ତୁନି ଏହିସବୁ କାମ, ଜୀବନ ପ୍ରତି ଆସିପାରେ ବିପଦ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଜଭୁତ କରିବାରେ ଶାରୀରିକ ସମ୍ପର୍କ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ମାନସିକ ଭାବେ ପାର୍ଟନରଭ୍କୁ ପରସ୍ପର ସହ ଯୋଡ଼ି ରଖିଥାଏ। ଏଥିସହ ଭଲ ପାଇବା ମଧ୍ୟ ବଢ଼ାଏ। ମାତ୍ର ଅନ୍ତରଙ୍ଗ ମୁହୂର୍ତ୍ତରେ ବେଳେ ବେଳେ ଲୋକମାନେ କିଛି ଏମିତି ଭୁଲ କରିବସନ୍ତି ଯାହା ପରେ…

ଅଧିକ ସୁସ୍ଥ ରହିଥାନ୍ତି ପ୍ରେମ ସମ୍ପର୍କରେ ବାନ୍ଧି ହୋଇନଥିବା ବ୍ୟକ୍ତି, ବିଜ୍ଞାନ ବି ମାନିଲା

ଆଜିକାଲିର ଯୁବପିଢ଼ି ଖୁବ୍‌ କମ୍‌ ବୟସରୁ ରିଲେସନ୍‌ସିପ୍‌ରେ ରହୁଥିବା ଦେଖାଯାଛି। ପ୍ରାପ୍ତ ବୟସ୍କ ହେବା ପୂର୍ବରୁ ହିଁ ସେମାନେ ପ୍ରେମିକ ବା ପ୍ରେମିକା ଧରି ବୁଲୁଛନ୍ତି। କହିବାକୁ ଗଲେ ବର୍ତ୍ତମାନ ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ମାତ୍ର ନିକଟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଇଥିବା…

ଏହି ୫ଟି କାରଣରୁ ଶାରୀରିକ ସମ୍ପର୍କ ବେଳେ ମହିଳାମାନେ ହୋଇପାରନ୍ତିନି ସନ୍ତୁଷ୍ଟ

ଦାମ୍ପତ୍ୟ ଜୀବନରେ ଶାରୀରିକ ସମ୍ପର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ କେତେକ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ସମ୍ବନ୍ଧ ବେଳେ ସନ୍ତୁଷ୍ଟ ହୋଇନଥାନ୍ତି। ଏନେଇ ସେମାନେ ଖୋଲାଖୋଲି କଥା ହୋଇପାରନ୍ତି ନାହିଁ ମାତ୍ର ଭିତରେ ଭିତରେ ଅସନ୍ତୋଷ ଜାହିର…

ସ୍ୱାମୀ ଆଉ କାହା ସହ ରୋମାନ୍ସ କରୁଥିଲେ କ’ଣ କରିବେ ପତ୍ନୀ, ଜାଣନ୍ତୁ ଏକ୍ସପର୍ଟଙ୍କ ମତାମତ

ବର୍ତ୍ତମାନ ପରିବାର ଭିତରେ ଆଉ ଆଗ ଭଳି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଖିବାକୁ ମିଳୁନାହିଁ। ଖାସ୍‌ କରି ଦମ୍ପତିଙ୍କ ମଧ୍ୟରେ ପରସ୍ପର ପ୍ରତି ବିଶ୍ୱାସ ନଥିବା ଦେଖାଯାଉଛି। ଏଣୁ ସମ୍ପର୍କ ବାହାରକୁ ମଜଭୁତ ଦିଶୁଥିଲେ ମଧ୍ୟ ଭିତରେ ପୂରା ଫମ୍ପା ହୋଇପଡ଼ିଛି। କେବଳ ଏହି କାରଣରୁ…

ଏହି ୬ଟି ସହଜ ତରିକା ଆପଣାଇ ଜିତନ୍ତୁ ନିଜ ପାର୍ଟନରଙ୍କ ହୃଦୟ

ସମସ୍ତଙ୍କ ଜୀବନରେ ପ୍ରେମ ଏକ ସୁନ୍ଦର ଅନୁଭବ ହୋଇଥାଏ। ଆଉ ଏହି ସୁନ୍ଦର ଅନୁଭବ ସବୁ ସମ୍ପର୍କକୁ ଖାସ୍‌ କରିଦେଇଥାଏ। କୌଣସି ବି ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠିଥାଏ। ଯଦି ସମ୍ପର୍କରେ ଛୋଟ ଛୋଟ ସମସ୍ୟା ରୁହେ, ତା’ହେଲେ କପଲ୍ସ ଜଣେ ଜଣଙ୍କ ଉପରେ ଦୋଷ ଲଦି ଦିଅନ୍ତି। ପ୍ରେମ ଏମିତି ଏକ ଶକ୍ତି,…

ଆପଣାନ୍ତୁ ଏହି ଖାସ୍‌ ଉପାୟ, ସମ୍ପର୍କରେ ବଢ଼ିବ ପ୍ରେମର ମଧୁରତା

ସବୁ ମହିଳାମାନଙ୍କର ନିଜ ପାର୍ଟନରକୁ ନେଇ ବହୁତ କିଛି ସ୍ୱପ୍ନ ଏବଂ ଇଚ୍ଛା ଥାଏ। ଖାସ୍‌ କରି ସବୁ ମହିଳାମାନେ ଚାହାଁନ୍ତି ତାଙ୍କ ପାର୍ଟନର ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତୁ। ସବୁ ପୁରୁଷଙ୍କର ବହୁତ ପ୍ରକାର ରୂପ ରହିଥାଏ, ଯାହା ଉପଯୁକ୍ତ ସମସୟରେ ଦେଖିବାକୁ ମିଳିଥାଏ। କିଛି ପୁରୁଷଙ୍କର…

ବିବାହ ପରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଆସିପାରେ ତିକ୍ତତା

ଉତ୍ତମ ଜୀବନସାଥୀ ମିଳିବା ସବୁ ଭାଗ୍ୟ ଉପରେ ନିର୍ଭର କରିଥାଏ। କିନ୍ତୁ ସମ୍ପର୍କକୁ ଠିକ୍‌ ଭାବେ ନିଭାଇବା ଏବଂ ଏଥିରେ ପ୍ରେମ, ଆକର୍ଷଣ ଓ ମଧୁରତା ବଜାୟ ରଖିବା ଖୋଦ୍‌ ସ୍ୱାମୀସ୍ତ୍ରୀଙ୍କ ହାତରେ ଥାଏ। ହେଲେ ଅନେକ କ୍ଷେତ୍ରରେ ଦେଖାଯାଇଛି, ବିବାହର କିଛି ବର୍ଷ ପରେ ସମ୍ପର୍କରେ ତିକ୍ତତା ଆସିବା…

ସ୍ମାର୍ଟ ନୁହେଁ, ବରଂ ଏହି ଟାଇପ୍‌ର ପୁଅଙ୍କୁ ବେଶି ପସନ୍ଦ କରନ୍ତି ଝିଅ

ଅନେକ ବାର ଆପଣ ଶୁଣିଥିବେ, ଝିଅମାନେ ସ୍ମାର୍ଟ ପୁଅଙ୍କୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାଆନ୍ତି। କିନ୍ତୁ ଏହା ପୂରାପୂରି ଠିକ୍‌ ନୁହେଁ। ଏହା ଏକପ୍ରକାର ଆଟ୍ରାକ୍ସନ ହୋଇପାରେ, କିନ୍ତୁ କିଛିଦିନ ପାଇଁ। ଆଜିକାଲି ଝିଅମାନଙ୍କୁ ଏମିତି ପୁଅ ଅଧିକ ପସନ୍ଦ ଲାଗନ୍ତି, ଯେଉଁମାନେ ବହୁତ ମଜାଳିଆ…

ଏହି ମେସେଜ୍‌ ମହିଳାମାନେ କେବଳ ସେହିମାନଙ୍କୁ ପଠାନ୍ତି, ଯାହା ସହ ଘନିଷ୍ଠ ହେବାକୁ ଚାହାଁନ୍ତି

ପୂର୍ବରୁ ଦୂରରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପାଇଁ ଆମେ ଚିଠିପତ୍ର ବ୍ୟବହାର କରୁଥିଲୁ। ଯାହାର ଉତ୍ତର ୧୦-୧୨ ଦିନ ପରେ ଆମ ପାଖରେ ପହଞ୍ଚୁଥିଲା। ଫଳରେ ଲୋକମାନେ ନିଜ ଭାବନାକୁ ଠିକ୍‌ ଭାବେ ପ୍ରକାଶ କରିପାରୁନଥିଲେ। ମାତ୍ର ଏବେ ମନର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକାଧିକ…

ଅଧିକ ଦିନ ତିଷ୍ଠି ପାରେନି ଏହି ପାଞ୍ଚଟି କାରଣରୁ ହୋଇଥିବା ବିବାହ, ଜାଣନ୍ତୁ କ’ଣ ତାହା

୨୦ ବର୍ଷ ବୟସରେ ଉପନୀତ ହେବା ପରେ ସବୁ ପୁଅ ଓ ଝିଅଙ୍କ ଉପରେ ବିବାହ କରିବା ପାଇଁ ପରିବାର ଲୋକେ ଚାପ ପକାଇଥାନ୍ତି। ଏହି ବୟସ ହିଁ ବିବାହ ପାଇଁ ଉପଯୁକ୍ତ ବୋଲି ବନ୍ଧୁବାନ୍ଧବ ମଧ୍ୟ କହିଥାନ୍ତି। ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ଚାପରେ ଆସି କିଛି ଲୋକ ବିବାହ କରିବାକୁ ନିଷ୍ପତ୍ତି…

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ, ଏମିତି କରନ୍ତୁ ସମାଧାନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଏକ ସାଧାରଣ କଥା। ପ୍ରାୟ ସବୁ ଘରେ ଦମ୍ପତିଙ୍କ ମଧ୍ୟରେ କୌଣସି ନା କୌଣସି କଥାରେ କେବେ ନା କେବେ ଝଗଡ଼ା ହୋଇଥାଏ। ମାତ୍ର ତାହାକୁ ମନରେ ରଖି ସବୁଦିନ ଝଗଡ଼ା କରିବା ଦ୍ୱାରା ସମ୍ପର୍କ ଖରାପ ହୋଇଥାଏ। ପ୍ରାୟତଃ ସ୍ୱାମୀ-ସ୍ତ୍ରୀ ପରସ୍ପରର ମନ କଥା…

ଆପଣଙ୍କର ବ୍ରେକଅପ୍ ହୋଇଯାଇଛି କି? ତେବେ ଆପଣାନ୍ତୁ ଏହି ଟିପ୍ସ

କୌଣସି ପ୍ରକାର ସମ୍ପର୍କର ଶେଷରେ ଖୁସି, ଦୁଃଖ, ଅପମାନଜନକ ଆଦି ହେବା କଷ୍ଟ ଦାୟକ ହୋଇଥାଏ। ଏହିଭଳି କଷ୍ଟରୁ ବାହାରିବା ପାଇଁ ଆପଣଙ୍କୁ ଜୀବନରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିଥାଏ। ବ୍ରେକଅପ୍ ହେବାପରେ ଆପଣ ନିଜର ଜୀବନ ସାଥୀଙ୍କ ସହ କଥା ହେବାର ଅଭ୍ୟାସ ରଖିଥିବାରୁ ଏହା ଅଚାନକ ବନ୍ଦ…