ମୁମ୍ବାଇ ସ୍ଥିତ ଫଚ୍ଯୁନ ହ୍ବାଇଟସ ଫ୍ଲାଟକୁ ଭଡ଼ାରେ ଦେଲେ ସୈଫ ଅଲ୍ଲୀ ଖାନ, ମାସକୁ ମିଳିବ ୩.୫୦ ଲକ୍ଷ ଟଙ୍କା
ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଏବେ ଦ୍ବିତୀୟ ସନ୍ତାନକୁ ନେଇ ବ୍ଯସ୍ତ ରହିଛନ୍ତି। ବାହାରକୁ ବୁଲିବାକୁ ଯିବା, ମଜା କରିବା ଇତ୍ଯାଦି। ଏବେ ଶୁଣିବାକୁ ମିଳୁଛି ଯେ, ସୈଫଙ୍କ ମୁମ୍ବାଇ ସ୍ଥିତ ଫଚ୍ଯୁନ ହ୍ବାଇଟସରେ ଥିବା ପୁରୁଣା ଘରକୁ ଭଡାରେ ଦେଇଛନ୍ତି। ସୈଫ ଏବଂ କରୀନା…