Below header
Browsing Tag

resturant food

ରେଷ୍ଟୁରାଣ୍ଟରେ ମାଉଥ୍‌ ଫ୍ରେଶନର ଖାଇ ୫ ଗ୍ରାହକ ଗୁରୁତର, ଖାଇବା ପରେ ପାଟିରୁ ବାହାରିଲା ରକ୍ତ

ହରିୟାଣାର ଗୁରୁଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ରେଷ୍ଟୁରାଣ୍ଟରେ ମାଉଥ୍‌ ଫ୍ରେଶନର ଖାଇ ୫ ଜଣ ଗ୍ରାହକ ଅସୁସ୍ଥ ହୋଇପଡ଼ିଛନ୍ତି । ସଙ୍ଗେ ସଙ୍ଗେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତମାନଙ୍କ ଅଭିଯୋଗ ଆଧାରରେ ରେଷ୍ଟୁରାଣ୍ଟ…

ମୁମ୍ବାଇ: ଶୁଦ୍ଧ ଶାକାହାରୀ ଖାଦ୍ୟରୁ ବାହାରିଲା ମଲା ମୂଷା, ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

ମୁମ୍ବାଇର ବାର୍‌ବେକ୍ୟୁ ନେସନରୁ ଶୁଦ୍ଧ ଶାକାହାରୀ ଖାଦ୍ୟ ମଗାଇବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବକ ଜଣକ ୟୁପି ପ୍ରୟାଗରାଜର ବାସିନ୍ଦା । ପେସାରେ ଓକିଲ ଥିବା ଏହି ଯୁବକ ଅନଲାଇନରେ ଶାକାହାରୀ ଖାଦ୍ୟ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ, ସେଥିରୁ ଏକ…

ମୁମ୍ବାଇ: ଚିକେନ୍‌ ତରକାରୀରୁ ବାହାରିଲା ମୂଷା, ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚିକେନ୍‌ ତରକାରୀରେ ମୂଷା। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଫେମସ୍‌ ହୋଟେଲରେ ଚିକେନ୍‌ ତରକାରୀରୁ ବାହାରିଛି ମୂଷା ମାଂସ। ଏହା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ…

ରେଷ୍ଟୁରାଣ୍ଟରେ ଡିନର ପରେ ପରିବାରର ବିଲ୍‌ ଆସିଲା ୧୨ ହଜାର, ସର୍ଭିସ୍‌ ଟ୍ୟାକ୍ସ ୯୭୦ ଟଙ୍କାକୁ ନେଇ ଉଭୟ ପକ୍ଷ…

ନୋଏଡାର ସେକ୍ଟର-୭୫ସ୍ଥିତ ସ୍ପେକ୍ଟ୍ରମ୍ ମଲ୍‌କୁ ରବିବାର ଡିନର କରିବାକୁ ଯାଇଥିଲେ ଏକ ପରିବାର। ଖାଦ୍ୟ ଖାଇସାରିବା ପରେ ସର୍ଭିସ୍‌ ଟ୍ୟାକ୍ସକୁ ନେଇ ଏହି ପରିବାର ଏବଂ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ମଧ୍ୟରେ ଖୁବ୍‌ ମାରପିଟ ହୋଇଥିବା ସୂଚନା ରହିଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି,…

ଏହି ହୋଟେଲରେ ଏତେ ମହଙ୍ଗା ଖାଦ୍ୟ ଯେ ପୂରା ଜୀବନର ରୋଜଗାର ଉଡ଼ିଗଲା!

ବ୍ରିଟେନର ଏକ ମହଙ୍ଗା ରେଷ୍ଟୁରାଣ୍ଟ ନୁସର-ଏଟ ଷ୍ଟିକହାଉସରେ ପହଞ୍ଚିଥିବା ଗ୍ରାହକଙ୍କ ରସିଦ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେତେବେଳେ ଗ୍ରାହକ ଖାଇବାକୁ ହୋଟେଲରେ ପହଞ୍ଚିଲେ, ସେତେବେଳେ ସେ ଜାଣି ନ ଥିଲେ ଯେ ତାଙ୍କର ପୂରା ଜୀବନର ରୋଜଗାର ଗୋଟିଏ ଦିନରେ ଉଡିଯିବ | ଲଣ୍ଡନର…

ଏହି ପାଞ୍ଚୋଟି ଉପାୟରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ ବାହାରର ଖାଦ୍ୟ

ସାଧାରଣତଃ ବାହାରେ ବୁଲିବା ଏବଂ ଖାଇବା ସମସ୍ତଙ୍କୁ ପସନ୍ଦ । ସୁଯୋଗ ମିଳିବା ମାତ୍ରେ ପ୍ରାୟତଃ ସମସ୍ତେ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ ବାହାରେ ଖାଇବାକୁ ବାହାରି ପଡ଼ି଼ଥାନ୍ତି । ଯଦିଓ ଅନେକ ଲୋକ ଘରଠାରୁ ଦୂରରେ ରହିଥିବା କାରଣରୁ ବାଧ୍ୟ ହୋଇ ସବୁବେଳେ ବାହାରେ ଖାଇଥାନ୍ତି କିନ୍ତୁ…