Browsing Tag

RI

ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ, ମାଡ ମାରୁଥିବାର ଭିଡିଓ ଭାଇରାଲ

ଚାନ୍ଦବାଲି: ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେଉଛି ।…

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ

କୋରାପୁଟ:  ଭିଜିଲାନ୍ସ ଜାଲରେ ଏଆରଆଇ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଳି ସର୍କଲର ଆସିଷ୍ଟାଣ୍ଟ ଏଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି । ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ…

ସୀମା ଟପିଲା ଦୁର୍ବ୍ୟବହାର: ତହସିଲଦାରଙ୍କ ଗାଳିଗୁଲଜରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ମହିଳା ଆରଆଇଙ୍କୁ ଫୋନରେ ଘଷିପୁରା ତହସିଲଦାରଙ୍କ ଗାଳିଗୁଲଜ ଅଭିଯୋଗ । ଏଥିରେ ମହିଳା ଆରଆଇ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ । ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ…

ଭିଜିଲାନ୍ସ ଜାଲରେ ଆରଆଇ, ଜମି ପଟ୍ଟା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ

କନ୍ଧମାଳ : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆର ଆଇ ଦିଲ୍ଲୀପ ସାହୁ ୫ ହଜାରେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି । ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଟ୍ରାପ…

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ, ଜମି ମାପଚୁପ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ…

ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ଫାଟିଲା ମୁଣ୍ଡ, ମେଡିକାଲରେ ଭର୍ତ୍ତି

ଉଦଳା (କେନ୍ୟୁଜ): ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି। ତାଙ୍କୁ ଡୁକୁରା ଗୋଷ୍ଠୀ…

ମାଫିଆଙ୍କ ଗୁଣ୍ଡାରାଜ: ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ

ପିପିଲି (କେନ୍ୟୁଜ): ପଥର ଗାଡ଼ିକୁ ଅଟକାଇବା ବେଳେ ଆର୍‌ଆଇଙ୍କୁ ଆକ୍ରମଣ ଉଦ୍ୟମ । ଆଜି ପିପିଲିରେ ପଥର ଚୋରା ମାଫିଆ ମାନେ ମହିଳା ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆର୍‌ଆଇ ଅଭିଲିପ୍ସା ପାଣ୍ଡେ ଆଜି ପିପିଲି ଜଟଣୀ ରାସ୍ତାର ଅନନ୍ତପୁର ଛକ୍‌ ନିକଟରେ ଏକ ପଥର…

ଭିଜିଲାନ୍ସ ଜାଲରେ ବଇଞ୍ଚା ଆର୍‌ଆଇ, ମୃତ୍ୟୁ ସାର୍ଟିଫିକେଟ୍‌ କରିବାକୁ ନେଉଥିଲେ ଲାଞ୍ଚ

ବାଲେଶ୍ଵର (କେନ୍ୟୁଜ): ମୃତ୍ୟୁ କାଳୀନ ସହାୟତାର ରାଶି ବାବଦକୁ ଆର୍ ଆଇ ରିପୋର୍ଟ ଦେବାକୁ ନେଇଥାନ୍ତେ ୩୦ ହଜାର ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଏଭଳି ଘଟଣା ଆଜି ବାଲେଶ୍ଵର ରେ ଦେଖିବାକୁ ମିଳିଥିଲା । ସଦର ବ୍ଲକ ପାଖରାବାଡ଼…

ଆରଆଇ ନେଉଥିଲେ ୧୫ ହଜାର ଲାଞ୍ଚ, ଧରିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ବୌଦ୍ଧ ଜିଲ୍ଲା ଦହ୍ୟା ଆରଆଇ ଗଜିନ୍ଦ୍ର ଦିଗାଲ । ବାଉଁଶୁଣି ଥାନା ପୁଡୁଗପଥର ଗାଁ ସୁଶାନ୍ତ ଥାଟିଙ୍କ ଘରବାରୀ ଡିମାର୍କେସନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ୨୦୧୯ରୁ ସୁଶାନ୍ତଙ୍କ ଘରବାରୀ ଡିମାର୍କେସନ…

ଆର୍‌ଆଇ ଭିଡିଓ ଭାଇରଲ୍‌ ଘଟଣା, ଥାନାରେ ଏତଲା ଦେଇ ପୀଡ଼ିତା ମହିଳା କହିଲେ ମୋ ଜୀବନ ପ୍ରତି ବିଦ ଅଛି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ତହସିଲ ଗଦାଶିଳା ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଜଣେ ମହିଳା ଓ ଆର୍‌ଆଇଙ୍କ ଭିଡ଼ିଓ ଭାଇରାଲ ଘଟଣାରେ ଜିଲ୍ଲାପାଳ ରାଜସ୍ଵ ନିରୀକ୍ଷକ ରଂଜନ କୁମାର ପାଣିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।…

କଳିଯୁଗ ସ୍ତ୍ରୀ : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଗଜପତି : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ । କାଠ ଫାଳିଆରେ ଗୋଡେଇ ଗୋଡେଇ ପିଟିଲେ ଶାଶୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଂଚଳର । ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ ନକରିବାରୁ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ଶାଶୁ ପିଟିଥିବା ଅଭିଯୋଗ ହୋଇଛି । ସୂଚନା…