Browsing Tag

road show

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ସୁପର ସୋ । ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ମେଗା ରୋଡ ସୋ । ରେଣ୍ଟାଲ ଓମଫେଡ ଛକରୁ ଆରମ୍ଭ ହୋଇ ପଟିଆ ଛକ ପର୍ଯ୍ୟନ୍ତ ହୋଇଥିଲା ରୋଡ୍ ସୋ' । ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିଥିଲେ ମୁଖ୍ୟମନ୍ତ୍ରୀ ।…

ପୁରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ

ପୁରୀ(କେନ୍ୟୁଜ୍‌): ପୁରୀରେ ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ରୋଡ଼ ସୋ କରିଛନ୍ତି ପାଣ୍ଡିଆନ। ବଡ଼ଦାଣ୍ଡର ମରଚିକୋଟ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼…

ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ସୋ’

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସିବେ ମୋଦି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ରେ ପୁରୀରେ ରୋଡ଼ ସୋ’ କରିବେ । ଏହା ପରେ କଟକ ଓ ଅନୁଗୁଳ ସଭାରେ ଦେବେ ଉଦବୋଧନ । ୨୦ ତାରିଖ ସକାଳ ୭ ଟା ରେ ପୁରୀରେ ପହଁଚିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ…

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍‌ ସୋ’, ଆଜି ସେକ୍ଟର-୨ରେ ସାଧାରଣସଭାକୁ କରିବେ ସମ୍ବୋଧନ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଭି.କେ ପାଣ୍ଡିଆନ୍ ।  ରାଉରକେଲା ସେକ୍ଟର-୨, କୁଆଁରମୁଣ୍ଡା ଓ ଲହୁଣିପଡ଼ାରେ ଆଜି ସାଧାରଣସଭାକୁ ସମ୍ବୋଧନ କରିବେ ।  ପରେ ସୁନ୍ଦରଗଡ଼ରେ ରହିଛି ପାଣ୍ଡିଆନଙ୍କ ରୋଡ୍ ସୋ । ଗତକାଲି ରାଉରକେଲାରେ ବିଶାଳ ରୋଡ୍ ସୋ’ କରିଥିଲେ ପାଣ୍ଡିଆନ।  ରାଉରକେଲା ବିଶ୍ରା ଛକ…

ମୋଦିଙ୍କ ରୋଡ୍ ସୋ’କୁ ନେଇ ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ବାଟ ଦେଇ ଯିବେ

ଭୁବନେଶ୍ୱର (କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୨ଟାରୁ ରୋଡ ସୋ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ…