Browsing Tag

rocket

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’ ରକେଟ୍

ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଯାହା ୪ ହଜାର…

କକ୍ଷପଥରେ ପହଞ୍ଚିପାରିଲା ନାହିଁ ଅଷ୍ଟ୍ରେଲିଆ ରକେଟ୍, ଲଞ୍ଚ ହେବାର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ

ଅଷ୍ଟ୍ରେଲୀୟାରେ ନିର୍ମିତ କକ୍ଷପଥରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆ ମାଟିରୁ ଉତ୍ କ୍ଷେପଣ କରାଯାଇଥିବା ପ୍ରଥମ ଅଷ୍ଟ୍ରେଲୀୟା ନିର୍ମିତ ରକେଟ୍ ଉଡ଼ାଣ ଆରମ୍ଭ କରିବାର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ରକେଟ୍ ର ନାମ ଏରିସ୍ ଥିଲା, ଯାହାକୁ ଗିଲମୋର୍ ସ୍ପେସ୍…

ରୁଷ ଲଞ୍ଚ କଲା ସୋୟୁଜ୍ 2.1a ରକେଟ, ଯାହା ୫୦ ଘଣ୍ଟା ମଧ୍ୟରେ ISSକୁ କରିବ ଯାତ୍ରା

ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷ ଏହାର ସୋୟୁଜ୍ 2.1a ରକେଟ୍ ଲଞ୍ଚ କରିଛି । ଏହି ରକେଟ୍ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ପୁନଃ ଯୋଗାଣ ମିଶନରେ ସଫଳତାର ସହ ପ୍ରତିକ୍ଷପଣ ହୋଇଛି । ଏହା ୨.୬ ଟନ୍ ମାଲ ପରିବହନ କରୁଛି । ଏଥିରେ ଖାଦ୍ୟ, ଇନ୍ଧନ, ବୈଜ୍ଞାନିକ ଉପକରଣ ଏବଂ…

ବିଶ୍ୱଯୁଦ୍ଧର ମୁକାବିଲା କରିବା ପାଇଁ ଭାରତ କେତେ ପ୍ରସ୍ତୁତ, ଭାରତୀୟ ସେନା କେତେ ଶକ୍ତିଶାଳୀ ?

ବିଶ୍ୱଯୁଦ୍ଧର ମୁକାବିଲା କରିବା ପାଇଁ ଭାରତ କେତେ ପ୍ରସ୍ତୁତ ଅଛି । ଭାରତୀୟ ସେନା ଏଥିପାଇଁ କଣ ସବୁ କରୁଛନ୍ତି ଆସନ୍ତୁ ଜାଣିବା । ମଧ୍ୟପ୍ରାଚ୍ୟରୁ ୟୁରୋପ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ବାରୁଦର ଗନ୍ଧ ଆସୁଛି । ଇରାନ ଏବଂ ଇସ୍ରାଏଲ ମୁହାଁମୁହିଁ ଅଛନ୍ତି । ଇସ୍ରାଏଲ ମଧ୍ୟ ହମାସ ସହିତ ଲଢ଼ୁଛି ।…

ଜାପାନ: ନୂଆ ରକେଟର ପ୍ରଥମ ମିଶନ ବିଫଳ, ମହାକାଶରେ ହିଁ ବିସ୍ଫୋରଣ କରି ଉଡ଼ାଇ ଦେଲେ ବୈଜ୍ଞାନିକ

ଜାପାନର ସ୍ପେସ୍ ଏଜେନ୍ସି 'ଜାକସା (JAXA)' ଅର୍ଥାତ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିକୁ ମଙ୍ଗଳବାର ବହୁତ କ୍ଷତି ସହିବାକୁ ପଡ଼ିଛି। ଏହାର ନୂଆ ରକେଟ୍ H3 ନିଜର ପ୍ରଥମ ଉଡ଼ାଣରେ ଫେଲ ହୋଇଯାଇଛି। ଏହା ଏକ ମଧ୍ୟମ ଲିଫ୍ଟ ରକେଟ୍ ଥିଲା, ଯାହାର ଉତକ୍ଷେପଣ ସଠିକ୍ ହୋଇଥିଲା ବେଳେ…

ମହାକାଶରେ ଚନ୍ଦ୍ର ସହ ପିଟି ହେଲା ରହସ୍ୟମୟ ରକେଟ୍‌, ସୃଷ୍ଟି ହୋଇଛି ଦୁଇଟି ଗାତ

କେନ୍ୟୁଜ୍(ବ୍ୟୁରୋ):  ମହାକାଶରେ ଚନ୍ଦ୍ର ସହ ପିଟି ହେଲା ରହସ୍ୟମୟ ରକେଟ୍‌ । ଏହାପରେ ଚନ୍ଦ୍ରପୃଷ୍ଠରେ ଦୁଇଟି ଗାତ ସୃଷ୍ଟି ହୋଇଛି । ଏନେଇ ଦାବି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ଚନ୍ଦ୍ରରେ ଏଭଳି ଘଟଣାକୁ ଦେଖି ନାସା ବୈଜ୍ଞାନିକ ତାଜୁବ ହୋଇଛନ୍ତି । ନାସାର ଲୁନାର…

ରୁଷ ନିଜ ସ୍ପେସ୍‌ ରକେଟ୍‌ରେ ରଖିଲା ତ୍ରିରଙ୍ଗା, ହଟାଇ ଦେଲା ଅନ୍ୟ ଦେଶର ପତାକା; ଦେଖନ୍ତୁ ଭିଡିଓ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ମହାକାଶ ଇଣ୍ଡଷ୍ଟ୍ରୀ ମଧ୍ୟ ଅଶାନ୍ତ ହୋଇ ପଡ଼ିଛି। ବୁଧବାର ରୁଷ ଏକ ସାଟେଲାଇଟ୍‌ ଲଞ୍ଚିଂ ରକେଟରୁ କିଛି ଦେଶର ପତାକା ହଟାଇ ଦେଇଛି। ଏହି ପୂରା ମାମଲାର ଭିଡିଓ ରୁଷୀୟ ମହାକାଶ ଏଜେନ୍ସି ମୁଖ୍ୟ ଦିମିତ୍ରୀ ରୋଗୋଜିନ୍ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ…

ନାସାର IASP ପ୍ରୋଗ୍ରାମରେ ଭାଗ ନେଲେ ପ୍ରଥମ ଭାରତୀୟ ଜାହ୍ନବୀ ଡାଙ୍ଗତୀ, ଉଡ଼ାଇଲେ ଲଘୁ ରକେଟ୍‌

ନାସାର କେନେଡ଼ି ସ୍ପେସ ସେଣ୍ଟର ଇଣ୍ଟରନ୍ୟାସନାଲ ଏୟାର ଆଣ୍ଡ ସ୍ପେସ ପୋଗ୍ରାମକୁ ପୁରା କରି ଆନ୍ଧ୍ରପ୍ରଦେଶର ଜାହ୍ନବୀ ଡାଙ୍ଗତୀ ବିଶ୍ୱସ୍ତରରେ ଭାରତର ନାମକୁ ଆଗକୁ ନେଇଛନ୍ତି। ଜାହ୍ନବୀ ଏହି ପ୍ରୋଗ୍ରାମରେ ଅଂଶଗ୍ରହଣ କରିଥିବା ଭାରତରେ ପ୍ରଥମ। ପଶ୍ଚିମ ଗୋଦାବରୀର ପଲାକେଲ୍ଲୁର ୧୯ ବର୍ଷୀୟ…

ବାଲେଶ୍ଵର: ସମୁଦ୍ରକୁ ମାଛ ଧରିବା ବେଳେ ଜାଲରେ ଲାଗିଲା ରକେଟ୍‌

ସୋର: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଲାଗିଲା ରକେଟ୍‌ । ବାଲେଶ୍ଵର ଜିଲ୍ଲା ବାହାନଗା ପଞ୍ଚୁବିସା ନଦୀ ପଥ ଦେଇ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏକ ରକେଟ୍‌ ଲାଗିଥିଲା । ମତ୍ସ୍ୟଜୀବୀମାନେ ପ୍ରଥମେ ଆତଙ୍କିତ ହୋଇ ପଡିଥିଲା ପରେ ଏହାକୁ ଉଦ୍ଧାର କରି ବୋଟ…