Browsing Tag

Rose Water

ଗରମ ଦିନରେ ସ୍କିନକୁ ରଖନ୍ତୁ ଫ୍ରେସ୍, ଏପରି କରନ୍ତୁ ଗୋଲାପ ଫୁଲର ବ୍ୟବହାର

ଗୋଲାପ ଫୁଲକୁ କିଏ ବା ଭଲ ନପାଏ ।ଖାସ୍ କରି ଝିଅମାନେ ଗୋଲାପ ଫୁଲକୁ ଖୁବ୍ ପସନ୍ଦ କରିଥାନ୍ତି । ଗୋଲାପ ଜଳକୁ ପ୍ରାୟତଃ ସମସ୍ତେ ବ୍ୟବହାର କରିଥାନ୍ତି । ଆପଣ ଜାଣିଛନ୍ତି କି? ଗରମ ଦିନ ପାଇଁ ଗୋଲାପ ଫୁଲ ଆପଣଙ୍କୁ କେଉଁ କେଉଁ ସବୁ ଫାଇଦା ଦେଇଥାଏ। ଗୋଲାପ ଫୁଲ ଆମ ସ୍କିନ୍ ପାଇଁ ବେଶ୍…

ମୁହଁରେ ଗୋଲାପ ଜଳ ଲଗାଇବା ଦ୍ୱାରା କ’ଣ ହୁଏ? ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ଉପାୟ

ଗୋଲାପ ଜଳ ଆମ ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ । ସୁନ୍ଦର ତଥା ମୁଲାୟମ ତ୍ୱଚା ପାଇଁ ସବୁବେଳେ ମୁହଁରେ ଗୋଲାପ ଜଳ ଲଗାଇବାକୁ ପରାମର୍ଶ ଦିଆଯାଏ । ଗୋଲାପ ଜଳରେ ଭିଟାମିନ୍ ସି, ଆଣ୍ଟିସେପ୍ଟିକ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସମେତ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।…

ଶୀତ ଋତୁରେ ଫେସକୁ ନେଇ ଚିନ୍ତା କରୁଥିଲେ, ଆପଣାନ୍ତୁ ଏହି ସହଜ ଉପାୟ

ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁରେ ଫେସ୍ ବହୁତ ଡଲ୍ ଦେଖା ଯିବା ସହ ଡ୍ରାଏ ମଧ୍ୟ ପଡିଯାଏ । ଏହା ସହ ଫେସ୍ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ । ଖାସ୍ କରି ଝିଅମାନେ ଏହି ସମସ୍ୟାମୁ ନେଇ ଭାଙ୍ଗି ପଡିଥାନ୍ତି । କାରଣ ଝିଅମାନେ ବିନା ମେକଅପରେ ଘରୁ ବାହାରକୁ ବାହାରନ୍ତି ନାହିଁ । ଏହି…

ଚମକଦାର ତ୍ୱଚା ଚାହୁଁଛନ୍ତି କି? ଏଭଳି ବ୍ୟବହାର କରନ୍ତୁ ଗୋଲାପ ଜଳ

ଶୀତ ହେଉ କିମ୍ବା ଗ୍ରୀଷ୍ମ ହେଉ, ଆମେ ନିଜର ସମସ୍ତ ସ୍କିନ ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟ ପ୍ରତ୍ୟେକ ଋତୁରେ ଗୋଲାପ ଜଳ ବ୍ୟବହାର କରୁ । ଗୋଲାପ ଜଳ କେବଳ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଭଲ କରେ ନାହିଁ ବରଂ ଏହାର ଦୈନନ୍ଦିନ ବ୍ୟବହାର ସ୍କିନ ଗ୍ଲୋ ମଧ୍ୟ କରାଇଥାଏ । ଏହା ଆପଣଙ୍କ ସ୍କିନକୁ…

ବଟର ମିଲ୍କରେ ଗୋଲାପଜଳ ମିଶାଇ ଲଗାନ୍ତୁ ତ୍ୱଚାରେ, ମିଳିବ ଏହି ୪ ଫାଇଦା

ବଟର ମିଲ୍କର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଉଚ୍ଚ ମାତ୍ରାରେ ପୋଟାସିୟମ୍‌, ଭିଟାମିନ ବି୧୨, କ୍ୟାଲ୍‌ସିୟମ ଓ ରାଇବୋଫ୍ଲେବିନ୍‌ ମହଜୁଦ ରହିଥାଏ। ଏହାଛଡ଼ା ଫସ୍‌ଫରସର ବି ବଢ଼ିଆ ସ୍ରୋତ ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ସ୍କିନ୍‌ ପାଇଁ ବଟର ମିଲ୍କ ଅଧିକ ଲାଭଦାୟକ…

ସବୁ ପ୍ରକାର ତ୍ୱଚାରୁ ବ୍ରଣ ସମସ୍ୟାକୁ ଦୂର କରିବ ଗୋଲାପ ଜଳ, ଜାଣନ୍ତୁ ଲଗାଇବା ବିଧି

ଖରାଦିନରେ ଗରମ କାରଣରୁ ପ୍ରାୟ ସମସ୍ତଙ୍କ ତ୍ୱଚାରୁ ଝାଳ ବାହାରେ । ଏମିତିକି ଯାହାର ତ୍ୱଚା ତେଲିଆ ବା ଅୟେଲ ଯୁକ୍ତ ଥାଏ ସେମାନଙ୍କର ସମସ୍ୟା ବଢ଼ିଯାଏ । ଏହି ସମୟରେ ଯଦି ଫ୍ରାଏଡ ବା ତେଲିଆ ଯୁକ୍ତ ଖାଦ୍ୟ ସେବନ କରନ୍ତି ତେବେ ମୁହଁରେ ବ୍ରଣ ସମସ୍ୟା ଆରମ୍ଭ ହୁଏ । ବ୍ରଣ ଏକ ଏଭଳି ସମସ୍ୟା…

ତ୍ୱଚା ସହିତ କେଶର ସୁନ୍ଦରତା ବଢାଇଥାଏ ଗୋଲାପ ଜଳ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗୋଲାପ ଜଳ ତ୍ୱଚାର ସୁନ୍ଦରତା ବଢାଇଥାଏ ବୋଲି ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଗୋଲାପ ଜଳ ଚେହେରା ସହିତ କେଶର ଚମକ ବଢାଇଥାଏ ଏବଂ କେଶର ଦେଖାଶୁଣା ମଧ୍ୟ କରିଥାଏ। ଏହା ସାହାଯ୍ୟରେ ତେଲିଆ କେଶ, ଡ୍ରାଇନେସ ଏବଂ ରୂପି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ…

ଆଖିର ଥକାପଣ ଦୂର କରେ ଗୋଲାପ ଜଳ, ଏହିପରି କରନ୍ତୁ ବ୍ୟବହାର

ସାଧାରଣତଃ ଲକ୍ଡାଉନ୍ ଚାଲିଥିବାରୁ ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି ଯେଉଁଥିପାଇଁ ବର୍ତ୍ତମାନ କାର୍ଯ୍ୟ କରିବାର ସମୟ ମଧ୍ୟ ବୃଦ୍ଧି ପାଇଛି । ଏହା କେବଳ ଆପଣଙ୍କ ସମଗ୍ର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ଏହା ଆପଣଙ୍କ ସୂକ୍ଷ୍ମ ଆଖିକୁ ମଧ୍ୟ ପ୍ରଭାବିତ କରିଥାଏ । ଘରୁ କାମ କରିବା ସମୟରେ…