ଅକ୍ଟୋବର ୧ ରୁ ଇନକମ୍ ଟ୍ୟାକ୍ସର ୬ଟି ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
ଅକ୍ଟୋବର ୧ ରୁ ଆୟକର ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରାଯାଉଛି । ଏହି ନିୟମଗୁଡିକ ଚଳିତ ବର୍ଷ ଜୁଲାଇରେ ଉପସ୍ଥାପିତ ବଜେଟରେ ଉଲ୍ଲେଖ କରାଯାଇଥିଲା । ଯେଉଁ ପରିବର୍ତ୍ତନଗୁଡ଼ିକ ଘଟିବ ସେଥିରେ ସାମିଲ ଅଛି ଆଧାର କାର୍ଡ, STT, TDS ରେଟ୍ ଇତ୍ୟାଦି । ତେବେ ଜଣେ ନିୟମିତ ଆୟକର ପ୍ରଦାନକାରୀ…