Browsing Tag

samantha akkineni

କମୁନି ସାମନ୍ଥାଙ୍କ ରାଗ, କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ନେଲେ ଏଭଳି ପଦକ୍ଷେପ

ପ୍ରବଳ ରାଗି ଯାଇଛନ୍ତି ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ନିକଟରେ ସାମନ୍ଥା କେତେକ ୟୁଟ୍ୟୁବ୍‌ ଚ୍ୟନେଲ ସହ ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଉକ୍ତ ଚ୍ୟାନେଲ ସାମନ୍ଥାଙ୍କ ଭାବମୂର୍ତ୍ତିକୁ ଖରାପ କରୁଥିବା ନେଇ ଅଭିନେତ୍ରୀ ଜଣକ ଅଭିଯୋଗ କରିବା ସହ ସେମାନଙ୍କ…

ଛାଡ଼ପତ୍ର ପରେ ମାନସିକ ଶାନ୍ତି ପାଇଁ ଚାରିଧାମ ଯାତ୍ରା କରୁଛନ୍ତି ସାମନ୍ଥା, ସେୟାର କଲେ ନିଜ ମନର କଥା

ତୀର୍ଥ ଯାତ୍ରା କରୁଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ବଦ୍ରିନାଥ ଯାତ୍ରା କରିବା ସହ ସାମନ୍ଥା ନିଜ ହିମାଳୟ ଯାତ୍ରା ଶେଷ କରିଛନ୍ତି। ସାମନ୍ଥା ଚାରିଧାମ ଯାତ୍ରାର ସମସ୍ତ ୪ଟି ଯାକ ପୌରାଣିକ ସ୍ଥାନକୁ ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି ଓ ବଦ୍ରିନାଥ ଦର୍ଶନ କରିବା ପରେ ଯାତ୍ରା ଶେଷ…

ଚାରି ବର୍ଷ ପୂର୍ବେ ପଡିଥିଲା ହାତଗଣ୍ଠି ତିଷ୍ଠିଲାନି ରାଜକୀୟ ବାହାଘର, ଶେଷରେ ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ

ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ଦୀର୍ଘ ଦିନର ସମ୍ପର୍କରେ ସୃଷ୍ଟି ହେଲା ଫାଟ। ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ। ସାମନ୍ଥା ଓ ନାଗା ଚୈତନଙ୍କ ବିବାହ ବିଚ୍ଛେଦ ହେବ ବୋଲି ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା। ସମସ୍ତ ପ୍ରକାରର କଳ୍ପନା…

ସାଉଥ୍‌ଷ୍ଟାର ନାଗା ଚୈତନ୍ୟଙ୍କୁ ଛାଡ଼ପତ୍ର ଦେଲେ ସାମନ୍ଥାଙ୍କୁ ମିଳିବ ୨୦୦ କୋଟି!

ବିବାହର ୪ ବର୍ଷ ପରେ ସାଉଥ୍‌ ଷ୍ଟାର ନାଗା ଚୈତନ୍ୟ ପତ୍ନୀ ସାମନ୍ଥା ଅକ୍କିନେନୀଙ୍କ ଠାରୁ ଛାଡ଼ପତ୍ର ନେଇଛନ୍ତି। ଉଭୟେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସବୁବେଳେ ବନ୍ଧୁତା ରହିବ ବୋଲି ଉଭୟେ କହିଛନ୍ତି। ତେବେ କୁହାଯାଉଛି ଯେ…

ଅଲଗା ହେଲେ ନାଗା ଚୈତନ୍ଯ ଓ ସାମନ୍ଥା, ଇନଷ୍ଟାଗ୍ରାମରେ ସେୟାର କରି ଜଣାଇଲେ ସାମନ୍ଥା

ତେଲୁଗୁ ଫିଲ୍ମର ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ନାଗା ଚୈତନ୍ଯ ଏବଂ ସାମନ୍ଥା ପରସ୍ପର ଠାରୁ ଅଲଗା ହେଉଛନ୍ତି। ଗତ କିଛିଦିନ ତଳୁ ଦୁହିଁଙ୍କ ବିବାହ ବିଚ୍ଛେଦ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ଆଜି ଏହି ଖବରରେ ପୂର୍ଣ୍ଣଚ୍ଛେଦ ପଡିଛି। ଏହାକୁ ନେଇ ସାମନ୍ଥା ଆଜି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ…

ବଲିଉଡର ଏହି ସୁପରଷ୍ଟାରଙ୍କ ସହିତ ରୋମାନ୍ସ କରିବାକୁ ଚାହାଁନ୍ତି ସାମନ୍ଥା, ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଉଥ୍‌ ଆକ୍ଟ୍ରେସ୍‌ ସାମନ୍ଥା ଅକ୍କିନେନୀ ଏବେ ମନୋଜ ବାଜପେୟୀ ଅଭିନୀତ ୱେବ ଶୋ ‘ଦ ଫ୍ୟାମିଲୀ ମ୍ୟାନ୍‌ ୨’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ ସିରିଜ୍‌ ୪ ଜୁନରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେବ। ଏହାକୁ ନେଇ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ଅଛନ୍ତି। କାହିଁକିନା ସାମନ୍ଥା…