ଭାରତରେ ଲଞ୍ଚ ହେଲା Samsung Galaxy Fold, ଜାଣନ୍ତୁ ଏହାର ଅନ୍ୟ ଫିଚର
କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Samsung ଆଜି ଭାରତରେ ପ୍ରଥମ ଫୋଲଡ଼ ହେଉଥିବା ଫୋନ ‘ଗାଲାକ୍ସୀ ଫୋଲଡ୍’ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ କମ୍ ଟାବଲେଟର ଦାମ ଭାରତରେ 1,64,999 ଟଙ୍କା ରହିଛି। ରିଟେଲ ଆଉଟଲେଟସ୍ ଏବଂ ପ୍ରି-ବୁକ୍ ମୋଡ୍ ଜରିଆରେ କମ୍ପାନୀ ଏହାର ବିକ୍ରି କରିବ…