Browsing Tag

sandalwood

ସ୍କିନ୍‌ ସମସ୍ୟା ଯୋଗୁ ଚିନ୍ତିତ କି ? ଆଜି ହିଁ ବ୍ୟବହାର କରନ୍ତୁ ହଳଦୀ ଏବଂ ଚନ୍ଦନର ଫେସ୍ ମାସ୍କ ମିଳିବ ଅନେକ ଲାଭ

ଆପଣମାନେ ପୂର୍ବ କାଳରେ ହଳଦୀ ଓ ଚନ୍ଦନର ଉପକାରିତା ବିଷୟରେ ଶୁଣିଥିବେ । ତେବେ ହଳଦୀ ଏବଂ ଚନ୍ଦନ ଆମ ସ୍କିନ୍‌ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ । ଏହା ସହ ଚେହେରାକୁ ଚମକାଇବା ଏବଂ ରଙ୍ଗକୁ ସଫା କରିବା ପାଇଁ ହଳଦୀ ଏବଂ ଚନ୍ଦନ ସାହାଯ୍ୟ…

ତ୍ୱଚା ଚମକାଇବ ଚନ୍ଦନ, ଏମିତି କରନ୍ତୁ ବ୍ୟବହାର

ପ୍ରାୟତଃ ଆମେ ବଜାରରୁ ବିଭିନ୍ନ ପ୍ରକାରର ଫେସ୍ କ୍ଲିଞ୍ଜର କିଣିଥାଉ ଯାହା କେବଳ ଆମ ଚେହେରାକୁ ସଫା କରେ ନାହିଁ ବରଂ ଚେହେରାରେ ଆସୁଥିବା ପ୍ରାକୃତିକ ତେଲକୁ ମଧ୍ୟ କମ୍‌ କରିଥାଏ । ବେଳେବେଳେ ଏହି କ୍ଲିଞ୍ଜର ଆମ ସ୍କିନ୍‌କୁ ଅତ୍ୟଧିକ ଶୁଷ୍କ କରିଦିଏ । ଯେପରି ଆପଣମାନେ ଏହି ସମସ୍ୟାର…

ଜ୍ୱର ଓ ମୁଣ୍ଡବିନ୍ଧାରୁ ଉପଶମ ଦେବ ଚନ୍ଦନ; ଏମିତି କରନ୍ତୁ ବ୍ୟବହାର

ଭାରତରେ କିଛି ପରମ୍ପରା ଶହ ଶହ ବର୍ଷ କାଳରୁ ଚାଲି ଆସୁଛି। ମଥାରେ ଚନ୍ଦନ ଲଗାଇବା ମଧ୍ୟ ସେଥିରୁ ଗୋଟିଏ। ପୂଜାପାଠରେ ଚନ୍ଦନର ବିଶେଷ ମହତ୍ତ୍ୱ ରହିଛି। ଏହା ବ୍ୟତୀତ ଅନେକ କସ୍‌ମେଟିକ ପ୍ରଡକ୍ଟରେ ବି ଚନ୍ଦନର ବ୍ୟବହାର କରାଯାଇଥାଏ। ମାର୍କେଟରେ ଚନ୍ଦନର ଫେସ୍‌ ପ୍ୟାକ୍‌ ଠାରୁ ଆରମ୍ଭ କରି…

ଖରାଦିନେ ମୁଣ୍ଡକୁ ଥଣ୍ଡା ରଖିବା ସହ ଏସବୁ ଫାଇଦା ଦିଏ ଚନ୍ଦନ ତେଲ, ନିଶ୍ଚୟ ଜାଣନ୍ତୁ

ଆସିଲାଣି ଖରାଦିନ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଏବେ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ପହଞ୍ଚିଗଲେଣି। ସକାଳ ପ୍ରହରରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏଭଳି ସ୍ଥିତିରେ ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଭାରି ଭଲ ଲାଗେ। ଆଉ ଯଦି କେହି ମୁଣ୍ଡରେ ଥଣ୍ଡା ତେଲ ଲଗାଇ ଦିଏ ତେବେ ଆରାମ ହିଁ…

ମାନସିକ ଚିନ୍ତାରୁ ମୁକ୍ତି ପାଇଁ ଲଗାନ୍ତୁ ଚନ୍ଦନ ପେଷ୍ଟ, ଜାଣନ୍ତୁ ଏହାକୁ ଲଗାଇବାର ବିଧି

ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କ ଥକାପଣ ଖବର ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଯାହା କାରଣରୁ ଅନେକ ଶାରୀରିକ ସମସ୍ୟା ଦେଖାଯାଉଛି । ଆଜି ଆମେ ଏହାର ନିରାକରଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଆପଣଙ୍କ ପ୍ରତିଦିନର ଥକା ପଣରୁ ମୁକ୍ତି ପାଇ…

ଔଷଧୀୟ ଗୁଣ ସହିତ ସୁନ୍ଦରତା ବଢ଼ାଇବା କାମ ବି କରିଥାଏ ଚନ୍ଦନ, ଖରାଦିନେ ନିହାତି ଉପଯୋଗ କରି ଦୂର କରନ୍ତୁ ଏହି ସବୁ…

ଚନ୍ଦନରେ ଭରି ରହିଛି ପ୍ରାକୃତିକ ଔଷଧୀୟ ଗୁଣ, ଯାହା ଆପଣଙ୍କ ସୁନ୍ଦରତାକୁ ଦୁଇଗୁଣ କରି ଦେଇଥାଏ। ଟିନଏଜର୍ସଙ୍କଠାରେ ମୁଖ ବ୍ରଣ ସମସ୍ୟା ଦେଖାଯିବା ସାଧାରଣ କଥା। ଯଦି ଆପଣ ଏଥିରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ତ ଚେହେରାରେ ଚନ୍ଦନ ଲେପ ଲଗାଇ ପାରିବେ। ଚନ୍ଦନ ଏକ ଆଣ୍ଟିବାୟୋଟିକ ତତ୍ତ୍ୱ,…

ଆପଣଙ୍କ ଚେହେରାର ସବୁ ସମସ୍ୟା ଦୂର କରିବା ଏହି ଜିନିଷ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗରମ ଦିନରେ ତ୍ୱଚାକୁ ଥଣ୍ଡା ରଖିବା ନିତାନ୍ତ ଜରୁରୀ। ଏମିତିରେ ଗରମ ଦିନରେ ଅନେକ ପ୍ରକାର ସ୍କିନ ସମସ୍ୟା ଦେଖାଦେଇଥାଏ। ଏସବୁ ସମସ୍ୟାରୁ ମୁକ୍ତି ଦେବ ଘରେ ଥିବା ଏହି ଗୋଟିଏ ଜିନିଷ। ତ୍ୱଚାର ସବୁ ସମସ୍ୟାର ରାମବାଣ ହେଉଛି ଚନ୍ଦନ। ଗରମ ଦିନରେ ଚନ୍ଦନର ଫେସପ୍ୟାକ୍‌ ତ୍ୱଚାର ଉଜ୍ୱଳତା ବଢାଇବାର…