ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ଦୋହଲିଯାଇଥିଲେ ସାରା ଖାନ୍, ଆତ୍ମହତ୍ୟା କରିବାକୁ କରିଥିଲେ ଉଦ୍ୟମ
ସୁଶାନ୍ତ କେସ୍ରେ ଡ୍ରଗ୍ସ କନେକସନ୍ ସାମ୍ନାକୁ ଆସିବା ପରେ ବଲିଉଡ୍ର ଅନେକ ବଡ଼ ବଡ଼ ଷ୍ଟାରଙ୍କ ନାଁ ଯୋଡ଼ି ହୋଇଛି। ନାଁ ସାମ୍ନାକୁ ଆସିବା ପରେ ଏନ୍ସିବି ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରୁଛି। ଇତି ମଧ୍ୟରେ ଟିଭି…