SBI କାର୍ଡ ହଜିଗଲେ ଏହି SMS ଦ୍ୱାରା କରି ପାରିବେ ବ୍ଲକ, ଜାଣନ୍ତୁ ଷ୍ଟେପ
ଏଟିଏମ୍ କାର୍ଡ ଚୋରି କିମ୍ବା କାର୍ଡ କ୍ଲୋନିଂ ଘଟଣା ସବୁବେଳେ ବଢ଼ିବାକୁ ଲାଗିଛି। ବ୍ୟାଙ୍କ ଏବଂ ଆରବିଆଇ ଦ୍ବାରା ବହୁତ ପଦକ୍ଷେପ ଉଠାଇବା ପରେ ମଧ୍ୟ ଏହି ଘଟଣା ଉପରେ ଲଗାମ ଲଗାଯାଇ ପାରୁନାହିଁ। ଠକମାନେ ନୂଆ ନୂଆ ଉପାୟରେ ଲୋକମାନଙ୍କୁ ଠକାମିର ଶିକାର ବନାଉଛନ୍ତି। ଆଜିକା ସମୟରେ ଯଦି ଆପଣ…