Below header
Browsing Tag

school problem

କୋରାପୁଟ: ଟିଣ ଆଜବେଷ୍ଟସ୍‌କୁ ଘୋଡ଼ାଇ ନିର୍ମାଣ କରାଯାଇଛି ସ୍କୁଲ, ଅସୁରକ୍ଷିତ ଭାବରେ ଚାଲିଛି ପାଠପଢ଼ା

କୋରାପୁଟ: ଟିଣ ଘର ଭିତରେ ପାଠପଢ଼ା। ଟିଣ ଆଜବେଷ୍ଟସ୍‌କୁ ଘୋଡ଼ାଇ ନିର୍ମାଣ କରାଯାଇଛି ସ୍କୁଲ ଘର। ଅସୁରକ୍ଷିତ ଭାବରେ ଚାଲିଛି ପାଠପଢ଼ା। ପାଦେ ପାଦେ ଏଠି ଅଛି ବିପଦ। ଇଏ ହେଉଛି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ବୋରିଗୁମ୍ମା ଅଞ୍ଚଳରେ ଥିବା ଚାନ୍ଦୁବେଡ଼ା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର।…

ଜଳେଶ୍ୱର ବ୍ଲକ୍‌ର ତରିବତପୁର ପ୍ରାଥମିକ ସ୍କୁଲରେ ଅବ୍ୟବସ୍ଥା, ବିପଦଜନକ ଅବସ୍ଥାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ବାଲେଶ୍ୱର: କେଉଁଠି କାନ୍ଥ ଫାଟି ଆଁ କରିଛି । ଆଉ କେଉଁଠି ଛାତରୁ ଖସୁଛି ପ୍ଲାଷ୍ଟର । ଦେଖିଲେ ଲାଗୁଛି କୌଣସି ବି ମୁହୁର୍ତ୍ତରେ ଭୁଶୁଡି ପଡିବ ଘର । ବିପଦଜ୍ଜନକ ଅବସ୍ଥାରେ ଚାଲିଛି ପାଠପଢା । ଏ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ତରିବତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ।…

ରାୟଗଡ଼ା: ଦୁର୍ଦ୍ଦିନରେ ସେବାଶ୍ରମ ବିଦ୍ୟାଳୟ, ଭଙ୍ଗା ଦଦରା ଆଜବେଷ୍ଟସ ତଳେ ଚାଲିଛି ପାଠପଢା

ରାୟଗଡ଼ା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଏହା ପିଲାଙ୍କ କାମରେ ଆସୁନି । କେଉଁଠି ସ୍କୁଲଘର ସମସ୍ୟା ତ ଆଉ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଏସବୁ ଭିତରେ ଘାଣ୍ଟି ହେଉଛି ପିଲାଙ୍କ ଭବିଷ୍ୟତ ।…

ରାଉରକେଲା: କ୍ଲାସ ଚାଲିଥିବା ବେଳେ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ସତ୍ତ୍ୱେ…

ରାଉରକେଲା(କେନ୍ୟୁଜ୍): କ୍ଲାସ ଚାଲିଥିବା ବେଳେ ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ରାଉରକେଲା ମହାନଗର ନିଗମ ୪ ନମ୍ବର ୱାର୍ଡର ରଘୁନାଥପଲ୍ଲୀ ସରକାରୀ ସ୍କୁଲ ଛାତରୁ ଅତଡ଼ା ଖସିଛି । ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ପ୍ରଥମ ଓ ଷଷ୍ଠ ଶ୍ରେଣୀ ଗୃହର ଛାତରୁ ପ୍ଲାଷ୍ଟର ଖସିଛି । ଏଥିରେ କୌଣସି…

ସ୍କୁଲର ଅବ୍ୟବସ୍ଥା ନେଇ ତାତିଲେ ଲୋକ, ପ୍ରତିବାଦରେ କଲେ ଗୁଡିଘାଟ-ବଲାଙ୍ଗିର ରାସ୍ତା ଅବରୋଧ

କଣ୍ଟାବାଞ୍ଜି ମୁରିବାହାଲ ବ୍ଳକ ବାନ୍ଧୁପଲା ପଞ୍ଚାୟତ ଜମୁନାବାହାଲ ପ୍ରାଥମିକ ସ୍କୁଲରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଦେଖାଦେଉଛି । ଏନେଇ ଜମୁନାବାହାଲ ଗ୍ରାମବାସୀ ଗୁଡିଘାଟ-ବଲାଙ୍ଗିର ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସ୍କୁଲ ସମସ୍ୟାକୁ ନେଇ ଗାଁ…

ସ୍କୁଲ ପାଚେରୀ ଠାରୁ ମାତ୍ର ୧୦ ମିଟର ଦୂରରେ ଗାଡ଼ିଆ ଖୋଳି ମାଟି ବୋହିନେଲେ ଠିକାଦାର

ମାହାଙ୍ଗା (କେନ୍ୟୁଜ୍) : ସ୍କୁଲ ପାଚେରୀ ଠାରୁ ମାତ୍ର ୧୦ ମିଟର ଦୂରରେ ଗାଡ଼ିଆ ଖୋଳି ମାଟି ବୋହିନେଲେ ଠିକାଦାର । କଟକ ଜିଲ୍ଲା ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିନରେ ଥିବା ସିପୁରା ସୁନୁପେଇ ବିଦ୍ୟାଳୟ ଓ ଅଙ୍ଗନଓ୍ଵାଡି ଗୃହ ପରିସରରେ ମାଟି ଉଠାଇ ନେଇଛନ୍ତି ଠିକାଦାର । ଏଠାରେ ଅଙ୍ଗନଓ୍ଵାଡି…

ନୂଆପଡ଼ା ଖଡିଆଳ ବ୍ଲକ୍‌ ଲାଞ୍ଜି ଗାଁର ସମସ୍ୟା , ହାଇସ୍କୁଲ ନଥିବାରୁ ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ 

ନୂଆପଡ଼ା(କେନ୍ୟୁଜ୍) : ଅଷ୍ଟମ ଶ୍ରେଣୀ ପରଠୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । କାରଣ ଏ ପର୍ଯ୍ୟନ୍ତ ପଞ୍ଚାୟତରେ ହାଇସ୍କୁଲଟିଏ ନାହିଁ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ଲାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠରୁ…

ଭାଙ୍ଗିଯାଇଛି ଘର, ଟୁଙ୍ଗିରେ ଚାଲିଛି ସ୍କୁଲ ଏବଂ ବର୍ଷା ନଥିଲେ ଗଛ ମୂଳେ ଚାଲୁଛି ପାଠପଢା

ସୁବର୍ଣ୍ଣପୁର (କେନ୍ୟୁଜ୍) : ସ୍କୁଲ ଘର ଭାଂଗି ଯାଇଛି । ବିପଦ ସଂକୁଳ ଘରେ ବସି ପାଠ ପଢିବା ସମ୍ଭବ ନୁହେଁ । ଫଳରେ ଚାଳ ଛପର ତଳେ ବସିଛନ୍ତି ପିଲା । କିଛି ପିଲା ବହି ବସ୍ତାନୀ ଧରି ଗଛମୂଳେ ବସିଛନ୍ତି । କୌଣସି ଟିଉସନକୁ ଯାଇ ପାଠ ପଢୁଥିବା ଭଳି ଦେଖାଯାଉଥିବା ଏହି ସ୍ଥାନ ବାସ୍ତବରେ ଏକ…