Below header
Browsing Tag

school

ଏଥର ଆଉ ଚଳିବନି ବେସରକାରୀ ସ୍କୁଲର ମନମାନି: ଉପକୃତ ହେବେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲା

ଭୁବନେଶ୍ୱର: ଏଥର ଆଉ ଚଳିବନି ବେସରକାରୀ ସ୍କୁଲର ମନମାନି । ଉପକୃତ ହେବେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲା । ଶିକ୍ଷା ଅଧିକାର ଆଇନ ଅନୁସାରେ ବେସରକାରୀ ସ୍କୁଲରେ ଆର୍ଥିକ ଏମାନଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଭୁବନେଶ୍ୱର ସ୍ଥିତ ଓଡିଶା ସ୍କୁଲ ଶିକ୍ଷା…

ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, କରୋନା ସ୍ଥିତିକୁ ଦେଖି କରାଯାଉଛି ପୁନର୍ବିଚାର : ସମୀର ଦାଶ

ଭୁବନେଶ୍ବର: ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । କରୋନା ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଛତିଶଗଡ଼ରେ ସଂକ୍ରମଣ ବଢିଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ନୋଡାଲ ଅଫିସର ପହଞ୍ଚିଛନ୍ତି । ସେଠାରେ…

ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ: ପ୍ରତିଦିନ ସକାଳ ସାଢେ ୮ଟାରୁ ସାଢେ ୧୦ଟା ଯାଏ ହେବ କ୍ଲାସ୍ , ଏପ୍ରିଲ ଶେଷ ସପ୍ତାହରେ…

ଭୁବନେଶ୍ବର: ଖୋଲିଲା ନବମ ଓ ଏକାଦଶ ଶ୍ରେଣୀ । ସକାଳ ସାଢେ ୮ଟାରୁ ଦିନ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ ହେବ । ପ୍ରତ୍ୟେକ ଦିନ ତିନିଟି ପିରିୟଡ଼ରେ ପାଠପଢା ହେବ । ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରବିବାର ନବମ ଓ ଏକାଦଶ ପାଠପଢା ହେବ ନାହିଁ । ନବମ…

ଯାଜପୁର: ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ସହିତ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସ୍କୁଲ ଓ କଲେଜ ସହ…

ଯାଜପୁର ଟାଉନ୍: ସ୍କୁଲ ଓ କଲେଜ ସହ ଚୁକ୍ତିନାମା ସ୍ୱାକ୍ଷର । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ତାଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏନେଇ ଯାଜପୁର ମ୍ୟୁନିସିପାଲିଟି ହାଇସ୍କୁଲରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର…

ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, ଏଥିପାଇଁ ପ୍ରସ୍ତୁତ ହେଉଛି ଏସ୍‌ଓପି: ସମୀର ଦାଶ

ଭୁବନେଶ୍ବର: ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସ୍‌ଆରସି ମାର୍ଗଦର୍ଶିକା ଜାରି କରିବେ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି…

ରାଜ୍ୟରେ କମିବ କି ସ୍କୁଲ ଫି? ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ବର: ରାଜ୍ୟରେ କମିବ କି ସ୍କୁଲ ଫି। ଏନେଇ ହାଇକୋର୍ଟରେ ଆଜି ଶୁଣାଣି ହେବ। ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ସମସ୍ତ ପକ୍ଷ ପ୍ରତିଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସରକାର ପ୍ରତ୍ୟୁତ୍ତର ଦାଖଲ କରିବାକୁ…

ଆସନ୍ତା ୧୬ରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍, ଜାଣନ୍ତୁ ଆଉ କେଉଁ ନିୟମ ଲାଗୁ ହୋଇଛି ନଭେମ୍ବର ଗାଇଡଲାଇନରେ?

ଭୁବନେଶ୍ବର: ଆସନ୍ତା ୧୬ରୁ ଖୋଲିବ ରାଜ୍ୟର ସ୍କୁଲ । କରୋନା କଟକଣା ମଧ୍ୟରେ ୯ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯିବେ । ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡଲାଇନରେ ଏ ନେଇ ସୂଚନା ଦିଆଯାଇଛି । ସେହିପରି ଜିଲ୍ଲାପାଳ ଅନୁମତି ଦେଲେ ଧର୍ମାନୁଷ୍ଠାନ ଖୋଲିପାରିବେ । ବାହାଘର ଭୋଜିରେ…

କରୋନା ପାଇଁ ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୩୦% କମିଲା ସିଲାବସ୍‌

ଭୁବନେଶ୍ବର: କମିଲା ସିଲାବସ୍‌ । କରୋନା ପାଇଁ ଚଳିତ ବର୍ଷ ୩୦% କମିଲା ସିଲାବସ୍‌ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କମିଲା ସିଲାବସ୍‌ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ତିନିଟି କମିଟିର ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ…

ଢେଙ୍କାନାଳ: ପାଚେରୀ ଡେଇଁ କପି ଦେବା ଓ ପୋଲିସ ଦ୍ବାରା ମାଡ ଖାଇ ଜଣେ ବ୍ୟକ୍ତି ଲହୁଲୁହାଣ ହେବା ପରେ ପ୍ରଶାସନର ଚେତା…

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ବିରିବୋଇଲି ଜନତା ଉଚ୍ଚ ବିଦ୍ୟାଳୟରେ ପାଚେରୀ ଡେଇଁ କପି ଦେବା ଓ ଗଡପଳାଶୁଣି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପୋଲିସ ମାଡରେ ଜଣେ ଗୁରୁତର ହେବା ଘଟଣା ପରେ ଚେତିଲା ପ୍ରଶାସନ। ଆଜିଠାରୁ ଜିଲ୍ଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା…

ଭଦ୍ରକ: ଚାନ୍ଦବାଲି ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ, ସ୍କୁଲ ଛାତରୁ ସିମେଣ୍ଟ ଅତଡା ଖସି ଛାତ୍ର…

ଭଦ୍ରକ(କେନ୍ୟୁଜ୍):  ଚାନ୍ଦବାଲି ଏନ୍‌.ଏ.ସି ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ । ସ୍କୁଲ ଛାତରୁ ସିମେଣ୍ଟ ଅତଡା ଖସି ଛାତ୍ର ଗୁରୁତର । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଜଣ ହେଲେ କୁଚିଳାଡିଆ ଗାଁର ବିସ୍ମୟ ମାଝୀ । ତାଙ୍କ ମୁଣ୍ଡରେ ଶକ୍ତ…

ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ କଲେ ଆତଙ୍କବାଦୀ

କେନ୍ୟୁଜ୍: ଜମ୍ମୁ-କାଶ୍ମୀର ପୁଲଓ୍ଵାମାରେ ଏକ ସ୍କୁଲକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ। ପରୀକ୍ଷା ଚାଲୁଥିବା ବେଳେ ୬ ରୁ ୭ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ। ସ୍କୁଲରେ ମୁତୟନ ଥିବା ସିଆରପିଏଫ ଯବାନ ପାଲଟା ଜବାବ ଦେଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।