Browsing Tag

security

କୁମାର ବିଶ୍ୱାସଙ୍କୁ ମିଳିଲା Y ସିକ୍ୟୁରିଟି, ଏବେ ସବୁବେଳେ ସାଙ୍ଗରେ ରହିବେ ୧୧ ଯବାନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ନେଇ ବୟାନ ଦେବା ପରେ ଚର୍ଚ୍ଚାକୁ ଆସିଥିବା ଲୋକପ୍ରିୟ କବି କୁମାର ବିଶ୍ୱାସଙ୍କୁ ଓ୍ଵାଇ କାଟାଗୋରୀ ସିକ୍ୟୁରିଟି ଦିଆଯାଇଛି। ଏବେ ତାଙ୍କ ସୁରକ୍ଷା ପାଇଁ ୧୧ ସୁରକ୍ଷାକର୍ମୀ ସବୁବେଳେ ନିୟୋଜିତ ରହିବେ। କୁମାର ବିଶ୍ୱାସଙ୍କୁ ସିକ୍ୟୁରିଟି…

ଶ୍ରୀକ୍ଷେତ୍ରରେ ନୂଆବର୍ଷ ସୁରକ୍ଷା କଡ଼ାକଡ଼ି, ମୁତୟନ ରହିବେ ୬୫ ପ୍ଲାଟୁନ୍‌ ଫୋର୍ସ

ପୁରୀ(କେନ୍ୟୁଜ୍): ଦିନେ ପରେ ନୂଆବର୍ଷ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ରହିବେ ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁବାସ ବୋଷ ଛକରୁ…

ଶେଷ ହୋଇଛି ରଥଯାତ୍ରା ସୁରକ୍ଷା ବୈଠକ, ଏହିସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ

ପୁରୀ: ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG କମାଣ୍ଡୋ,୨…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା,ଫୋକସ୍‌ରେ ମାଓବାଦୀ ଅଧ୍ୟୁଷିତ ଜିଲ୍ଲା ଓ ସମ୍ବେଦନଶୀଳ…

ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ। ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ୭୨୩୩ ପୋଲିଂ ଷ୍ଟେସନ କରାଯାଇଛି। ଭୋଟର ସଂଖ୍ୟା ୬୦ ଲକ୍ଷ ୩ ହଜାର ୭୦୭। ପୁରୁଷ ଭୋଟର ୨୯ ଲକ୍ଷ ୭୨ ହଜାର ୭୦୭ ଓ ମହିଳା ଭୋଟର ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩…

ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ, ଜାଣନ୍ତୁ କେମିତି ରହିବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର କମିଶନରେଟ ପୋଲିସ। କାରଣ ଆଗକୁ ଭୁବନେଶ୍ୱରକୁ ଆସିବେ ବିଭିନ୍ନ ଦଳର ବହୁ ହେଭିେଓ୍ଵଟ୍‌ ରାଜନେତା । ସେମାନଙ୍କ ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେଉଛି । ଭୁବନେଶ୍ୱର ଓ କଟକରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ…