ନିର୍ବାଚନ ଜିତିବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କଲେ ଶାକିବ ଅଲ୍ ହାସନ, ଫ୍ୟାନ୍ଙ୍କୁ ମାରିଲେ ଚାପୁଡା
ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନ ନିର୍ବାଚନରେ ମଇଦାନରେ ପାଦ ଦେଇ ବିଜୟ ହାସଲ କରିଛନ୍ତି । ବାଂଲାଦେଶରେ ନିର୍ବାଚନ ଜିତିବା ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି । ଆଉ ଭିଡିଓ ଭାଇରଲ…