Browsing Tag

Shardiya Navratri

ନବରାତ୍ରି ଉପବାସରେ ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଶାରଦୀୟ ନବରାତ୍ରି ସମୟରେ ଭକ୍ତମାନେ ୯ ଦିନ ଉପବାସ କରନ୍ତି । ଯଦି ଆପଣ ଚାହାଁନ୍ତି, ଏହି ୯ ଦିନରେ ଉପବାସ କରି ଆପଣ ମଧ୍ୟ ଓଜନ ହ୍ରାସ କରିପାରିବେ । ଏଥିପାଇଁ ଆପଣ ହେଲଦି ଜିନିଷ ଖାଇବା ଉଚିତ୍ । ଉପବାସ ସମୟରେ ଅଧିକ ଫଳ ଖାଇବା ଉଚିତ୍ । କିନ୍ତୁ ଯେଉଁମାନେ ୯ ଦିନ ଉପବାସ କରନ୍ତି ସେମାନେ…

ଚୈତ୍ର ଏବଂ ଶାରଦୀୟ ନବରାତ୍ରି ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ ଉଭୟ ନବରାତ୍ରିର ଧାର୍ମିକ ମହତ୍ତ୍ୱ

ଚୈତ୍ର ନବରାତ୍ରି ଏପ୍ରିଲ ୯, ୨୦୨୪ରୁ ଆରମ୍ଭ ହୋଇଛି । ପରବର୍ତ୍ତୀ ନଅ ଦିନ ପାଇଁ ମାତା ଦେବୀଙ୍କର ବିଭିନ୍ନ ରୂପ ପୂଜା କରାଯାଏ । ଚୈତ୍ର ନବରାତ୍ରି ୧୭ ଏପ୍ରିଲରେ ଶେଷ ହେବ । ଆପଣଙ୍କୁ କହି ରଖୁଛୁ ଯେ ନବରାତ୍ରିର ପବିତ୍ର ପର୍ବ ବର୍ଷକୁ ଚାରିଥର ଆସେ । ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ…

ଦାଣ୍ଡିଆ ଡାନ୍ସ କରି କମାନ୍ତୁ ଓଜନ, ଏହା ଦ୍ୱାରା ହୃଦୟ ମଧ୍ୟ ହେବ ଶକ୍ତିଶାଳୀ

ଅକ୍ଟୋବର ୧୫ରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ଏହି ୯ ଦିନିଆ ପର୍ବ ଦେଶର ବିଭିନ୍ନ ପରମ୍ପରା ସହିତ ପାଳନ କରାଯାଏ । କିନ୍ତୁ ଏହା ମଧ୍ୟରେ ଗୁଜୁରାଟର ଦାଣ୍ଡିଆ ଅନ୍ୟତମ । ନବରାତ୍ରୀରେ ଦାଣ୍ଡିଆ ଡାନ୍ସ ଖୁବ ଲୋକପ୍ରିୟ । ଏହି ନୃତ୍ୟରେ ଦୁଇଟି ଛୋଟ ବାଡିର ବ୍ୟବହାର କରାଯାଇଥାଏ, ଯାହାକୁ…

ଆଜିଠାରୁ ଆରମ୍ଭ ନବରାତ୍ରି: ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରି ଆଜିଠାରୁ ଅର୍ଥାତ୍ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ବର୍ଷକୁ ୪ଟି ନବରାତ୍ରି ହୋଇଥାଏ, ଯେଉଁଥିରେ ଦୁଇଟି ଗୁପ୍ତ ନବରାତ୍ରି, ଚୈତ୍ର ନବରାତ୍ରି ଏବଂ ଶାରଦୀୟ ନବରାତ୍ରି ରହିଛି । ଏଥର…

ଆଜିଠୁ ଶାରଦୀୟ ନବରାତ୍ରି…ଜାଣନ୍ତୁ ୯ ଦିନ ପର୍ଯ୍ୟନ୍ତ କ’ଣ କରିବେ ଓ କ’ଣ ନ କରିବେ

ଶାରଦୀୟ ନବରାତ୍ରି ଆଜିଠୁ ଆରମ୍ଭ ହୋଇଛି। ଏହି ୯ ଦିବସୀୟ ମହାପର୍ବ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୯ ଦିନ ପର୍ଯ୍ୟନ୍ତ ମନ୍ଦିର ଓ ଘରେ ମା’ଙ୍କ ଉପାସନା ହେବ ଏବଂ ସମସ୍ତେ ଘଟ ସ୍ଥାପନା କରିବେ। ଘଟ ସ୍ଥାପନା ସହିତ ମାତା ରାଣୀଙ୍କର ପୂଜା ବିଧି ବିଧାନର ସହ କରାଯିବ। ହିନ୍ଦୁ ଧର୍ମରେ ଦେବୀ…

ନବରାତ୍ରୀ, ଦୁର୍ଗାପୂଜା ଏବଂ ଦଶହରାରେ ରହିଛି ଶୁଭ ସଂଯୋଗ, ଜାଣନ୍ତୁ କଣ କହୁଛି ଗ୍ରହ-ନକ୍ଷତ୍ର

ପିତୃପକ୍ଷ ସମାପ୍ତ ହେବା ପରେ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯିବ। ୨୯ ସେପ୍ଟେମ୍ବର ରବିବାର ଦିନ ଆଶ୍ୱିନ ମାସର ଶୁକ୍ଳପକ୍ଷର ପ୍ରତିପଦା ତିଥିରେ କଳସ ସ୍ଥାପନା କରାଯିବ। କଳସ ସ୍ଥାପନା ସହ ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କ ଉପାସନା ଏବଂ ବିଧି ବିଧାନର ସହ ପୂଜା-ପାଠ କରାଯିବ। ଚଳିତ…