Browsing Tag

shivaratri

ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ଓ ବାବା ଲୋକନାଥଙ୍କ ପୀଠ

ପୁରୀ / ଭଦ୍ରକ (କେନ୍ୟୁଜ): ଆଜି ଜାଗର ଯାତ୍ରା । ଚଳଚଞ୍ଚଳ ଆରଡି ଆଖଣ୍ଡଳମଣି ପୀଠ । ଜାଗର ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଭୋର ୪ଟା ୩୦ମିନଟରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯାଇ ପ୍ରଥମେ ମଙ୍ଗଳ ଆରତୀ ପରେ କନିକା ରାଜା ଓ ପାଳିଆ…

ବାଲୁକା ଚିତ୍ରକଳା ମାଧ୍ୟମରେ ପୁରୀ ବେଳାଭୂମିରେ ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩…

ମହାଶିବରାତ୍ରୀ ଅବସରରେ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ, କପିଳାସରେ ବି ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ

କଟକ/ଢେଙ୍କାନାଳ(କେନ୍ଯୁଜ୍): ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମହାଶିବରାତ୍ରୀ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ୧୪ଶହ ଖ୍ରୀଷ୍ଟାବ୍ଦର ଶୈବପୀଠ ହଂସନାଥଙ୍କ ପୀଠରେ…

ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ଆରଡିର ବାବା ଆଖଣ୍ଡଳମଣୀ ପୀଠ, କେବଳ ୪ଟି ପଞ୍ଚାୟତର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି

ଚାନ୍ଦବାଲି(କେନ୍ଯୁଜ୍): ମହାଶିବରାତ୍ରି ପାଇଁ ଉତ୍ସବ ମୁଖର ଓଡିଶାର ଅନ୍ୟତମ ସର୍ବ ପୁରାତନ ଶୈବପୀଠ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠ । କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେଉଛି ଜାଗରଯାତ୍ରା । କେବଳ ୪ ପଞ୍ଚାୟତର ଲୋକଙ୍କୁ ବାବାଙ୍କ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରିଛି…

ଆଜି ମହାଶିବରାତ୍ରି: ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର(କେନ୍ଯୁଜ୍): ଆଜି ମହାଶିବରାତ୍ରି । ଚଳଚଞ୍ଚଳ ହୋଇଛି ରାଜ୍ୟର ସମସ୍ତ ଶୈବପୀଠ । ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ । ଭୋର ୩ଟାରୁ ଅବକାଶ ନୀତି ଆରମ୍ଭ ହୋଇଥିବା ବେଳେ ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି । ଜାଗର ପାଇଁ…

କଣ ରହିଛି ଶିବଙ୍କ ତୃତୀୟ ନୟନର ରହସ୍ୟ ? କାହିଁକି ଏହା ଖୋଲିଲେ ହୋଇଥାଏ ପ୍ରଳୟ

ମହାଦେବ ଭଗବାନ ଶିବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତିକି ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି। ସବୁ ଦେବତାଙ୍କ ମଧ୍ୟରୁ ଶିବ ପ୍ରଚଣ୍ଡ ରାଗି । ସବୁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ବଡ ବଡ ପୂଜା କରାଯାଇଥାଏ । କିନ୍ତୁ ଭାଗବାନ ଶିବ କେବଳ ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ…