Browsing Tag

shivraj singh chouhan

ମିଶନ୍-୨୪କୁ ସଫଳ କରିବାକୁ ଜୋରଦାର ହେଲାଣି କ୍ଷେତ୍ର ପ୍ରସ୍ତୁତି, ଆଜି ଆସୁଛନ୍ତି ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ

ଭୁବନେଶ୍ୱର (କେନ୍ୟୁଜ୍‌) : ପାଖେଇଲାଣି ନିର୍ବାଚନ । ବଢ଼ିଲାଣି ଉଷ୍ଣତା । ଜୋରଦାର ହେଲାଣି କ୍ଷେତ୍ର ପ୍ରସ୍ତୁତି । ମିଶନ୍-୨୪କୁ ସଫଳ କରିବାକୁ ବଡ଼ ଯୋଜନା କରିଛି ବିଜେପି । ନିର୍ବାଚନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ହେଭିୱେଟ୍ । ଆଜି ଆସୁଛନ୍ତି ବରିଷ୍ଠ ନେତା ତଥା…

ମରୁଡ଼ି ସଙ୍କଟରୁ ମୁକ୍ତି ପାଇଁ ବାବା ମହାକାଳଙ୍କୁ ଡାକିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ; ମନ୍ଦିରରେ…

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍‌ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର ପ୍ରଥମ ସୋମବାର ଉଜ୍ଜୈନସ୍ଥିତ…

ସିଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶରେ ୬.୫ ଲକ୍ଷ…

ସିଧି ପରିସ୍ରାକାଣ୍ଡ ପରେ ମଧ୍ୟ ପ୍ରଦେଶ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ଗିରଫ କରାଯାଇ ତାଙ୍କ ଉପରେ ଏନ୍‌ଏସ୍‌ଏ ଲାଗୁ କରାଯାଇଛି। ସେପଟେ ପୀଡ଼ିତ ଆଦିବାସୀ ଦଶମତ ରାୱତଙ୍କ କ୍ଷତ ଭରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।…

ନଭେମ୍ବରରୁ ମାଗଣାରେ ଘରକୁ ଘର ବୁଲି ରାସନ ବାଣ୍ଟିବେ ସରକାର, କଲେ ବଡ଼ ଘୋଷଣା

ମାଗଣାରେ ରାସନ ବାଣ୍ଟିବେ ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଏନେଇ ଘୋଷଣା କରିଛନ୍ତି। ଶିବରାଜ କହିଛନ୍ତି, ୧ ନଭେମ୍ବରରୁ ୮୯ ଜନଜାତି ଥିବା ବ୍ଲକରେ ପ୍ରତି ଘରକୁ ମାଗଣାରେ ରାସନ ଦିଆଯିବ। ଆଦିବାସୀ ଜନଜାତିଙ୍କୁ ନିଜ କାମ ଛାଡ଼ି ଆଉ ରାସନ ଦୋକାନକୁ ଆସିବାକୁ…

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ ୩୦ ରୁ ଊର୍ଦ୍ଧ୍ବ ଲୋକ, ୪ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ ଘଟିଛି । କୂଅରେ ଖସି ପଡିଥିବା ଜଣେ ବାଳକକୁ ଉଦ୍ଧାର ପାଇଁ କୂଅରେ ଖସି ପଡିଲ ୩୦ ରୁ ଅଧିକ ଲୋକେ । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ଭୟାନକ ମଧ୍ୟ । ଘଟଣାଟି ଏମିତି ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ…

୩ ପୋଷ୍ୟ କନ୍ୟାଙ୍କୁ ଆଜି ବାହା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍‌, ପତ୍ନୀଙ୍କ ସହ ମିଶି କରିବେ…

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ୩ ଝିଅଙ୍କର ଆଜି ବାହାଘର। ପତ୍ନୀଙ୍କ ସହ ମିଶି ସେ ଝିଅଙ୍କ କନ୍ୟାଦାନ କରିବେ। ଏହି ୩ ଝିଅଙ୍କୁ ଯେତେବେଳେ ଅଢ଼େଇବର୍ଷ ହୋଇଥିଲା ସେତେବେଳେ ଶିବରାଜ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେ ସେମାନଙ୍କୁ ବିଦିଶାସ୍ଥିତ…