Below header
Browsing Tag

sim card

ସିମ କାର୍ଡକୁ ନେଇ DOTର ବଡ଼ ପରିବର୍ତ୍ତନ, ଜାଣିନିଅନ୍ତୁ ନଚେତ୍‌ ଅଚଳ ହୋଇଯିବ ଆପଣଙ୍କ ସିମ୍‌

ଦୂରସଂଚାର ବିଭାଗ (DoT) ତରଫରୁ ଏକ ନିୟମ ଜାରି କରାଯାଇଛି, ଯେଉଁଥିରେ ଅଧିକ ସିମ୍ ରଖିବାର କ୍ଷମତାକୁ ଲିମିଟ କରିଦିଆଯାଇଛି। ଦୂରସଂଚାର ବିଭାଗର ନୂଆ ନିୟମ ମୁତାବକ, ୯ରୁ ଅଧିକ ସିମ୍ ରଖିଥିବା ୟୁଜରଙ୍କୁ ବର୍ତ୍ତମାନ ସିମ୍ କାର୍ଡର ଭେରିଫିକେଶନ କରେଇବା ବାଧ୍ୟତାମୂଳକ ହୋବ। ଯଦି ଏହି ସିମ୍…

ନିଜ ସିମ କାର୍ଡକୁ କରନ୍ତୁ ଲକ୍‌, ଜାଣନ୍ତୁ ଏହାର ସହଜ ଷ୍ଟେପ

ସିମ୍‌ କାର୍ଡ କେତେ ଜରୁରୀ ହୋଇଥାଏ, ଏକଥା ତ ଆମେ ସମସ୍ତେ ଜାଣିଛୁ । ଯଦି ଏହାକୁ ନେଇ ସାମାନ୍ୟ ବି ଦାୟିତ୍ୱହୀନ ହେବେ,ତେବେ ଏହା ଆପଣଙ୍କ ପାଇଁ ବଡ ଅସୁବିଧାର କାରଣ ହୋଇପାରେ । ୟୁଜର୍ସ ସାଧାରଣତଃ ନିଜର ଫୋନ୍‌କୁ ବିଭିନ୍ନ କୋଡ୍‌ ମାଧ୍ୟମରେ ଲକ୍‌ କରିଥାନ୍ତି । ହେଲେ ଏବେ ଏମିତି ମାମଲା…

ସିମ୍‌ କାର୍ଡକୁ ନେଇ କେବେ କରନ୍ତୁ ନାହିଁ ଏପରି ଭୁଲ୍‌, ନଚେତ୍‌ ଜେଲ ଦଣ୍ଡ ବି କାଟିବାକୁ ପଡିପାରେ

ନୂଆଦିଲ୍ଲୀ : ସିମ୍‌ କାର୍ଡ କେତେ ଜରୁରୀ ହୋଇଥାଏ, ଏକଥା ତ ଆମେ ସମସ୍ତେ ଜାଣିଛୁ । ଯଦି ଏହାକୁ ନେଇ ସାମାନ୍ୟ ବି ଦାୟିତ୍ୱହୀନ ହେବେ,ତେବେ ଏହା ଆପଣଙ୍କ ପାଇଁ ବଡ ଅସୁବିଧାର କାରଣ ହୋଇପାରେ । କେବେ ବି ଆପଣଙ୍କ ସିମ୍‌ କାର୍ଡକୁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ…

ଫ୍ରିରେ ସିମ କାର୍ଡ ଆସିଯିବ ଘରକୁ, ବାସ ଫଲୋ କରିନ୍ତୁ ଏହି ସହଜ ଷ୍ଟେପ

ମାଗଣା ସିମ କାର୍ଡ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ବଢ଼ିଆ ଖବର। ଅନ୍ୟ କୌଣସି କମ୍ପାନୀ ନୁହେଁ ବରଂ ଏୟାରଟେଲ ଦେଉଛି ଏହି ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ନିଜ ଫୋନର ସିମ କାର୍ଡକୁ ଘରକୁ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଏୟାରଟେଲ ନିଜ ଗ୍ରାହକଙ୍କୁ ଏବେ ଘରେ ହିଁ ସିମ କାର୍ଡ…

ଏବେ ସିମ କାର୍ଡର ଆବଶ୍ୟକତା ନାହିଁ, ବିନା ସିମ କାର୍ଡରେ ଫୋନ ବ୍ୟବହାର କରି ପାଇବେ ସବୁ ସୁବିଧା

କେମିତି ହେବ ଯଦି ଆପଣ ବିନା ସିମ୍‌ କାର୍ଡରେ ମୋବାଇଲ ଫୋନକୁ ବ୍ୟବହାର କରିବେ? ଏହାକୁ ଶୁଣିଲେ ହିଁ ଜଣେ ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ। କାରଣ ଗୋଟିଏ ମୋବାଇଲ ଫୋନ ସିମ କାର୍ଡ ବିନା ଅଧୁରା ହୋଇଥାଏ। ସିମ କାର୍ଡ ବିନା ଜଣେ ଫୋନ ବ୍ୟବହାର କରିପାରିବ ସତ । କିନ୍ତୁ ତାର ଫାଇଦା ବେଶି ମିଳିବ…

ଜାଣନ୍ତୁ କାହିଁକି ଗୋଟିଏ ପାଖରୁ କଟା ହୋଇଥାଏ ସିମ କାର୍ଡ

ଆପଣମାନେ ସମସ୍ତେ ଫୋନ୍ ବ୍ୟବହାର କରୁଥିବେ ନିଶ୍ଚିତ। ଫୋନରେ ବିଭିନ୍ନ ପ୍ରକାର ସିମ ମଧ୍ୟ ରହୁଛି। ଆଜିର ଆଧୁନିକ ଦୁନିଆରେ ଆମ ସମସ୍ତଙ୍କ ପାଇଁ ସ୍ମାର୍ଟଫୋନ୍ ମୋବାଇଲ୍ ଫୋନ୍ ଆସିବା ପରେ ଦେଶ, ବିଶ୍ୱ ଏବଂ ସମାଜରେ ଏକ ବଡ ପରିବର୍ତ୍ତନ ଦେଖାଯାଉଛି। ପୁଣି ଏହି ସିମ କାର୍ଡରେ ମଧ୍ୟ ଅନେକ…

ୟୁଜର୍ସଙ୍କ ସମସ୍ୟାକୁ ଧ୍ୟାନରେ ରଖି ନମ୍ବର ପୋର୍ଟିବିଲିଟିକୁ ନେଇ TRAIର ନୂଆ ନିୟମ, ଜାଣନ୍ତୁ

ଆସିଲା ଦୂରସଞ୍ଚାର ନିୟାମକ ପ୍ରାଧିକରଣ ସଂସ୍ଥା ପକ୍ଷରୁ ବଡ଼ ଘୋଷଣା। ଦୂରସଞ୍ଚାର ନିୟାମକ ଟ୍ରାଇ ଗତ ମଙ୍ଗଳବାର ମୋବାଇଲ ଗ୍ରାହକଙକ ପାଇଁ ନୂଆ ନିୟମ ଆଣିିଛି। କମ୍ପାନୀ ଏବେ ସମସ୍ତ ମୋବଇଲ ଗ୍ରାହକଙ୍କ ନମ୍ବର ସମାନ ରଖିବା ସହିତ ତାର କମ୍ପାନି ପରିବର୍ତ୍ତନକୁ ନେଇ sms ସୁବିଧାରେ ତତ୍କାଳ…

ସାବଧାନ ! ଏବେ ଆପଣଙ୍କ ସିମ୍ ଦ୍ୱାରା ଖାଲି ହୋଇପାରେ ଆକାଉଣ୍ଟ, ଜାଣନ୍ତୁ କିପରି

ସାରା ଦେଶରେ ବ୍ୟାପିଥିବା ମହାମାରୀ ଭଳି ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟାଙ୍କ ଆକାଉଣ୍ଟ ଏବଂ ୱାଲେଟରୁ ଟଙ୍କା ଅଦୃଶ୍ୟ ହେବାର ନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏନେଇ ଆପଣଙ୍କୁ ବହୁତ ସାବଧାନତାର ସହ ଇଣ୍ଟରନେଟର ବ୍ୟବହାର କରିବାକୁ ପଡିବ। ସୂଚନା ମୁତାବକ,…

ସିମ୍ ନେବା ବେଳେ ଏଜେଂଟ୍ ବାରମ୍ବାର ଆଙ୍ଗୁଠି ସ୍କାନ୍ କରୁଛନ୍ତି କି ? ସାବଧାନ୍, ହୋଇପାରନ୍ତି ବଡ଼ ଠକାମୀର ଶିକାର

ସିମ୍ କାର୍ଡ ନେବା ସମୟରେ ଏଜେଣ୍ଟ ଯଦି ବାରମ୍ବାର ଆପଣଙ୍କ ଅଙ୍ଗୁଠି ସ୍କାନ୍ କରାଉଛି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଉତ୍ତରପ୍ରଦେଶରେ ଏକ ନକଲି ସିମ୍ କାର୍ଡ ଗ୍ୟାଙ୍ଗ୍ ଧରା ପଡିଛନ୍ତି । ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସିମ୍ ଦେବା ବେଳେ ଥମ୍ବ ଇମ୍ପ୍ରେସନ୍ ନେବା…