ଜାଳ ପାଇଁ ମହାଭାରତ, ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ
ଦେବଗଡ଼: ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ମୃତ ବଡ଼ ଯାଆ ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ । ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା…