Browsing Tag

sital sasthi

ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମଧ୍ୟରାତ୍ରିରେ ପଡ଼ିବ ଦେବ ଦମ୍ପତିଙ୍କ ହାତଗଣ୍ଠି

ଭୁବନେଶ୍ୱର : ଆଜି ଦେବ ଦମ୍ପତିଙ୍କ ବିବାହ । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ ମନ୍ଦିରକୁ ରଙ୍ଗିନ ଆଲୋକ ଓ ଫୁଲରେ ସଜାଯାଇଛି । ଗତକାଲିରାତି ପ୍ରାୟ…

ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି, କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ପଡିଲା ବାଦ୍‌

ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ୨୦ରେ ସମ୍ବଲପୁରରେ ଛୁଟି । ଆସନ୍ତା ୨୦ ତାରିଖରେ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍ ସହ ସ୍କୁଲ ଛୁଟି ରହିବ । ଛୁଟି ଘୋଷଣା କଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନ । କିନ୍ତୁ ଜିଲ୍ଲାର ଅନ୍ୟ ଅଞ୍ଚଳରେ ହେବନି ଛୁଟି । କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡ ଶୀତଳ ଷଷ୍ଠୀ…

ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର, କନ୍ୟା ଦାନ କରିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ

ସମ୍ବଲପୁର : ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର। ଝାଡୁଆପଡାର ଲୋକନାଥ ବାବାଙ୍କ ଶ୍ବଶୁର ଘରେ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ଏଥର ଶୀତଳଷଷ୍ଠୀରେ କନ୍ୟା ପିତାମାତା ହୋଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ ପଦ୍ମିନୀ ନାୟକ। ଝିଅ ତଥା ଜଗତ ଜନନୀ ମାତା…

ବରିପଦାର ବାବା ମଣ୍ଡଳେଶ୍ୱର ମହାଦେବଙ୍କ ମହା ଆଡମ୍ବରରେ ପାଳିତ ହୋଇଛି ବିବାହ ଉତ୍ସବ

ମୟୁରଭଞ୍ଜ(କେନ୍ୟୁଜ୍):  ବାରିପଦା ଠାରେ ମହା ଆଡମ୍ବରରେ ପାଳିତ ହୋଇଛି ଶିବ ପାର୍ବତୀ ବିବାହ ଉତ୍ସବ। ସ୍ଥାନୀୟ ପୋଲିସ ଲାଇନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବାବା ମଣ୍ଡଳେଶ୍ୱର ମହାଦେବଙ୍କ ସହ ମାଆ ଅନ୍ନପୂର୍ଣ୍ଣେଶ୍ୱରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ…

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର ସହର: ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ ଉତ୍ସବ

ସମ୍ବଲପୁର: ଆଜି ଶୀତଳଷଷ୍ଠୀ ।ଏଥିପାଇଁ ଉତ୍ସବମୁଖର ସମ୍ବଲପୁର ସହର । ନିରାଡମ୍ବର ପରିବେଶ ମଧ୍ୟରେ ସବୁ ରୀତିନୀତି ସହକାରେ ଶେଷ ହୋଇଛି ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ଉତ୍ସବ । ସଂପୂର୍ଣ୍ଣ ଲୋକାଚାରରେ ବାସୁଦେବ ପଦ୍ଧତିରେ ବିବାହ ସଂପୂର୍ଣ୍ଣ ହୋଇଛି ଏହି ବିବାହ।…

ଲକ୍‌ଡାଉନ୍‌ ଦୃଷ୍ଟିରେ ରଖି ବିଧି ରକ୍ଷା କରି ସମ୍ବଲପୁରରେ ଶୀତଳ ଷଷ୍ଠୀ ପାଇଁ ନିରାଡମ୍ବର ଭାବେ ହେଲା ଥାଳ ଉଠା…

ସମ୍ବଲପୁର(କେନ୍ୟୁଜ): ଅକ୍ଷୟ ତୃତୀୟା ଅବସରରେ ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ଥାଳଉଠା କାର୍ଯ୍ୟକ୍ରମ ହୋଇଛି । ଲକ୍‌ଡାଉନ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ବିଧି ରକ୍ଷା କରି ନିରାଡମ୍ବର ଥାଳଉଠା କାର୍ଯ୍ୟ ହୋଇଛି । ସାମାଜିକ ଦୂରତ୍ୱ ବଜାୟ ରଖି ମାତ୍ର ୪ରୁ ୫ ଜଣଙ୍କ ମଧ୍ୟରେ…

ଉତ୍ସବମୁଖର ଆରଡ଼ିର ବାବା ଆଖଣ୍ଡଳମଣୀଙ୍କ ପୀଠ, ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଚାନ୍ଦବାଲି(କେନ୍ୟୁଜ୍): ଆଜି ଆଖଣ୍ଡଳମଣୀ ପୀଠରେ ଶିବ ବିବାହ । ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି । ବିବାହ ଉତ୍ସବ ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ସକାଳେ ବର କର୍ତ୍ତା ଓ କନ୍ୟା…

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର : ଆଜି ରାତିରେ ହେବ ଦେବ ବିବାହ

ସମ୍ବଲପୁର : ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଆଜି ରାତିରେ ହେବ ଦେବ ବିବାହ । ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବେ ଦେବ ଦେବ ମହାଦେବ । ରୀତି ନୀତି ଅନୁସାରେ ସକାଳ ୭ଟାରେ ଗଣ୍ଠାଳ ଫିଟା ପରେ ୯ଟାରେ କନ୍ୟା ପକ୍ଷ ପରିବାର ମନ୍ଦିରକୁ ଆସି ମାତା ପାର୍ବତୀଙ୍କୁ ନେଇ…