Browsing Tag

slippers

ଥାଳି ପଡିଯିବାରୁ ଛାତ୍ରଙ୍କୁ ଚପଲ ପିଟିଲେ ଶିକ୍ଷକ, ଥାନାରେ ଦ୍ବାରସ୍ଥ ହେଲେ ପରିବାର

କଣ୍ଟାବାଞ୍ଜି : ଛାତ୍ରଙ୍କୁ ଚପଲ ମାଡ ଅଭିଯୋଗ ।  ଜଣେ ୪ର୍ଥ ଶ୍ରେଣୀ ଛାତ୍ରକୁ ସ୍କୁଲ ଶିକ୍ଷକ ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଛି ।  ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାଲିଖମାର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଘଟଣା ।  ଘଟଣାକୁ କେନ୍ଦ୍ର କରି ଛାତ୍ରଙ୍କ ପରିବାର ମୁରିବାହାଲ…

କଳିଯୁଗର ଶ୍ରବଣ କୁମାର, ଜଙ୍ଘ ଚର୍ମରୁ ଚପଲ ପ୍ରସ୍ତୁତ କରି ମା’କୁ ଉପହାର ଦେଲେ ପୁଅ

ମା’ ଓ ସନ୍ତାନର ସମ୍ପର୍କ ସବୁବେଳେ ଭିନ୍ନ ଥାଏ । ମା’ ନିଜ ସନ୍ତାନ ପାଇଁ ଯେମିତି ଦୁଃଖ କଷ୍ଟ ସହେ, ସେପରି କଷ୍ଟ ସହିବାର ଶକ୍ତି କାହା ପାଖରେ ବି ନଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସନ୍ତାନମାନେ ନିଜ ବାପା ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି । ତାଙ୍କୁ ବେସାହାରା କରି ଦେଉଛନ୍ତି ।…

୧୮୦ ଟଙ୍କାର ଚପଲ ନେଇଗଲା ଚୋର…ତ ଅଦ୍ଭୁତ ଅଭିଯୋଗ ଧରି ଥାନାରେ ପହଞ୍ଚିଲେ ବ୍ୟକ୍ତି, ତଦନ୍ତରେ ଲାଗି ପଡ଼ିଛି ପୋଲିସ

ଆମ ଆଖପାଖରେ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ହତ୍ୟା, ଚୋରି, ଲୁଣ୍ଠନ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ, ତାହା ହୁଏତ ସହଜରେ ବିଶ୍ୱାସ ହୋଇ ନ ପାରେ। କୌଣସି ବି ଧାର୍ମିକ ସ୍ଥଳରୁ ଚପଲ ଚୋରି ହେବା କିମ୍ବା ହଜିଯିବା ଏକ…

ସୋସିଆଲ ମିଡିଆରେ ଏହି ଫଟୋ କହୁଛି ଅନେକ କଥା, ଯୁବକଙ୍କ କନ୍‌ଫ୍ୟୁଜନ ଦେଖି ମଜା ଉଡ଼ାଉଛନ୍ତି ଲୋକେ

ଦୁନିଆରେ ଲୋକଙ୍କୁ ଅନେକ ପ୍ରକାର କନ୍‌ଫ୍ୟୁଜନ ଥାଏ। କିଛି ଜଣଙ୍କୁ ନିଜ ଲାଇଫ୍‌କୁ ନେଇ କନ୍‌ଫ୍ୟୁଜନ ଥାଏ ତ ଆଉ କିଛି ଜଣଙ୍କୁ ନିଷ୍ପତ୍ତି ନେବାରେ। କିନ୍ତୁ କିଛି ଲୋକଙ୍କୁ ଏମିତି କନ୍‌ଫ୍ୟୁଜନ ହୋଇଥାଏ, ଯାହା ବିଷୟରେ ଆପଣ କେବେ ଭାବି ବି ପାରିବେନି। ଏବେ ଏବେ ସୋସିଆଲ ମିଡିଆରେ ଜଣେ…

ପୁରୁଣା ସ୍ପୋର୍ଟ୍ସ ଜୋତାରୁ ଚପଲ ତିଆରି କରି ମାଗଣାରେ ବାଣ୍ଟୁଛନ୍ତି ମୁମ୍ବାଇର ଦୁଇ ଯୁବକ

ଦାମୀ ସ୍ପୋର୍ଟ୍ସ ଜୋତା ଯଦି ଖରାପ ହୋଇଯାଏ ତେବେ ଆମେ ତାହାକୁ ଫିଙ୍ଗି ଦେଇଥାଉ ଅଥବା କୌଣସି ଦରକାରୀ ଲୋକକୁ ଦେଇଦେଇଥାଉ । କିନ୍ତୁ ମୁମ୍ବାଇର ଏହି ଦୁଇ ଯୁବକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପୁରୁଣା ହୋଇଯାଇଥିବା ଏହି ଦାମୀ ଜୋତା ମାନଙ୍କରୁ ଦୈନନ୍ଦିନ ବ୍ୟବହାର ହେଉଥିବା ସ୍ଲିପର ବନାଇବା…