Below header
Browsing Tag

smitarani murder case

ଯାଜପୁର ହରିଦାସପୁର PEO ସ୍ମିତାରାଣୀ ମୃତ୍ୟୁ ମାମଲା, ମାଟିରେ ମିଶିବ ବିବାଦୀୟ ରଙ୍ଗଶାଳା

ଯାଜପୁର: ମାଟିରେ ମିଶିବ ଧର୍ମଶାଳାର ବିବାଦୀୟ ରଙ୍ଗଶାଳା । ଏନେଇ ସ୍ଥାନୀୟ ପ୍ରଶାସନ ସେଠାରେ ପହଁଚିଛି । ଯାଜପୁର ଏଡିଏମ ଓ ତହସିଲାଦାର ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକ । ପରିସ୍ଥିତିକୁ ନଜରରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ…

ସ୍ମିତାରାଣୀ ମୃତ୍ୟୁ ମାମଲାରେ ଘନଉଛି ବିବାଦ, ଯାଜପୁର ରଗଡ଼ି ଜେଲରେ ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚା ମିଳୁଥିବା…

ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଘନଉଛି ବିବାଦ। ଏହି ଘଟଣାରେ ଯାଜପୁର ଜିଲ୍ଲା ରଗଡ଼ି ଜେଲରେ ଥିବା ରୂପେଶ ଭଦ୍ରଙ୍କୁ ରାଜକୀୟ ଚର୍ଚ୍ଚାରେ ଆପ୍ୟାୟିତ କରାଯାଉଥିବା ଅଭିଯୋଗ ହୋଇଛି। ଜେଲର ଚାରିକାନ୍ଥ ମଧ୍ୟରେ ତାଙ୍କୁ ସବୁପ୍ରକାର ସୌଖୀନ ସାମଗ୍ରୀ ଯୋଗାଇଦିଆଯିବା ସହ…

ସ୍ମିତାରାଣୀ ମୃତ୍ୟୁ ମାମଲା, ଗେଷ୍ଟ ହାଉସକୁ ନେଇ ଜୋର ଧରିଲା ଚର୍ଚ୍ଚା

ଯାଜପୁର ଟାଉନ: ଯାଜପୁର ଧର୍ମଶାଳା ହରିଦାସପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା ପରେ ଏବେ ମୃତ୍ୟୁ ବରଣ କରିଥିବା ସ୍ଥାନ ଅର୍ଥାତ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ମିତାରାଣିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଗେଷ୍ଟ ହାଉସଟି ସମ୍ପୂର୍ଣ୍ଣ…

ଯାଜପୁର: ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଖୋଲୁଛି ଦିନକୁ ଦିନ ନୂଆ ରହସ୍ୟ, ପ୍ରଥମ ଥର ଗଣମାଧ୍ୟମରେ ମୁହଁ ଖୋଲିଲେ…

ଯାଜପୁର(କେନ୍ୟୁଜ୍): ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ଖୋଲୁଛି ଦିନକୁ ଦିନ ନୂଆ ରହସ୍ୟ। ପ୍ରଥମ ଥର ପାଇଁ ଗଣମାଧ୍ୟମରେ ମୁହଁଖୋଲିଛନ୍ତି ସରପଞ୍ଚ ମଧୁସ୍ମିତା ଭଦ୍ର। ତାଙ୍କ ସ୍ୱାମୀଙ୍କୁ ନିର୍ଦ୍ଦୋଷ କହିବା ସହ ମୃତ ସ୍ମିତାରାଣୀ ତାଙ୍କ ସ୍ୱାମୀ ଓ ସଂପତି ଉପରେ ନଜର ରଖିଥିଲେ…

ସାମ୍ନାକୁ ଆସିଲା ହରିଦାସପୁର ସରପଞ୍ଚ ସ୍ୱାମୀଙ୍କ ପଲିଟିକାଲ୍ ଲିଙ୍କ, ଦୁଇ ଦଳର ନେତାଙ୍କ ସହ ରୂପେଶ ଭଦ୍ରଙ୍କ ସଂପର୍କ

ସାମ୍ନାକୁ ଆସିଲା ହରିଦାସପୁର ସରପଞ୍ଚ ସ୍ୱାମୀଙ୍କ ପଲିଟିକାଲ୍ ଲିଙ୍କ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର କାହାର ? ବିଜେଡି ନା ବିଜେପିର । ଦୁଇ ଦଳର ନେତାଙ୍କ ସହ ରହିଛି ରୂପେଶ ଭଦ୍ରଙ୍କ ସଂପର୍କ । ବିଜେଡି ଓ ବିଜେପି ନେତାଙ୍କ ସହ ରହିଛି ଫଟୋ । ଗୋଟିଏ ଫଟୋରେ ବିଜେଡି ନେତା ତଥା ମନ୍ତ୍ରୀ…